Monthly Archives

November 2021

ବାୟୁ ପ୍ରଦୂଷଣରୁ ରକ୍ଷା ପାଇଁ ପରିବେଶ କର୍ମୀଙ୍କ ସାଇକେଲରେ ଯାତ୍ରା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପରିବେଶ କର୍ମୀ ତଥା ସେଭ ଦି ଆର୍ଥ ଫାଉଣ୍ଡେସନର ଆବାହକ ବିଶ୍ଵଜିତ ପରିଡା ବାୟୁ ପ୍ରଦୂଷଣରୁ ରକ୍ଷା ସାଇକେଲ ଚଲାନ୍ତୁ ବାର୍ତ୍ତା ନେଇ ଆଜି ସାଇକେଲ ଯୋଗେ ମୁନିନ୍ଦା କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟରୁ ଯାତ୍ରା ଆରମ୍ଭ କରି କୋଣାର୍କ ଯାତ୍ରା
Read More...

ଗୁରୁଶ୍ରୀ ଡ.ଘାସିରାମ ମିଶ୍ରଙ୍କ ପତ୍ନୀ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୁରୁଶ୍ରୀ ଡ.ଘାସିରାମ ମିଶ୍ରଙ୍କ ପତ୍ନୀ ବିୟୋଗ ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗୁରୁଶ୍ରୀ ଡ. ମିଶ୍ରଙ୍କ ଧର୍ମପତ୍ନୀ ପ୍ରଫୁଲ୍ଲ ମିଶ୍ର(୭୫) ଦୀର୍ଘ ବର୍ଷ ହେଲା ରୋଗାଗ୍ରସ୍ତ ଥିବା ବେଳେ ଗତ ରାତିରେ ତାଙ୍କ ଦେହାନ୍ତ ଘଟିଛି । ସମାଜରେ ଜଣେ
Read More...

ସିଆର୍‌ପିଏଫ୍‌ରେ ଯୋଗଦେଇ ଥିବା ଦୁଇ ଜବାନ ଆଶିଷ କୁମାର ନାଗ ଓ ଜ୍ୟୋତି ରଞ୍ଜନ ଥନାପତିଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ…

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ମରୁଆଁ ପଞ୍ଚାୟତ ଝୁଲେନବର ଗ୍ରାମର ଆଶିଷ ନାଗ ପିତା ରୁଦ୍ରମଣୀ ନାଗ, ମା ଉର୍ମିଳା ନାଗ, ଜ୍ୟୋତିରଂଜନ ଥନାପତି ପିତା କେଶବ ଥନପତି ମା ମଞ୍ଜୁଳାଙ୍କ ସନ୍ତାନ ଅଟନ୍ତି । ୨୦୧୭/୧୮ ଜେଡି ପରିକ୍ଷାରେ ଉତ୍ତିନ୍ନ ହୋଇ ଆଶିଷ ଓ ଜ୍ୟୋତିରଞ୍ଜନ
Read More...

ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଭାବେ ମନୋନୀତ ହେଲେ ଅକ୍ଷୟ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସାଂସଦଙ୍କ ସଇଁନ୍ତଲା ବ୍ଲକ ପ୍ରତିନିଧି ଭାବେ ଅକ୍ଷୟ ରଣା ଦୀର୍ଘ ଦିନ ହେଲାଣି ଦାୟିତ୍ୱ ଗ୍ରହଣ କରିବା ସହ ସଙ୍ଗଠନକୁ ସୁଦୃଢ କରିବାରେ ଲାଗିଥିବା ବେଳେ ଅକ୍ଷୟଙ୍କ କାର୍ଯ୍ୟକଳାପକୁ ନେଇ ବିଜେପି ଦଳ ବେଶ ଉତ୍ସାହିତ ମଧ୍ୟ ରହିଛି ତେବେ
Read More...

ଜିଲ୍ଲାପାଳ ଚଞ୍ଚଳ ରାଣା ଶେଷ ଦର୍ଶନ କଲେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣଙ୍କ ପାର୍ଥିବ ଶରୀର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ଚଞ୍ଚଳ ରାଣା ଶେଷ ଦର୍ଶନ କରିଛନ୍ତି ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣଙ୍କ ପାର୍ଥିବ ଶରୀର । ବଲାଙ୍ଗିର ସାମ୍ବାଦିକ ଜଗତର ପିତାମହ ଭୀଷ୍ମ ସ୍ୱର୍ଗତ ସତ୍ୟନାରାୟଣଙ୍କ ଆଜି ଦେହାନ୍ତ ହେବା ପରେ ପ୍ରଥମେ ତାଙ୍କ କଂସାରୀପଡ଼ା ବାସଭବନକୁ ପାର୍ଥିବ
Read More...

ପଞ୍ଚ ସଖା ସ୍କୁଲ ଗଳିରେ ନିଜ ସୁରକ୍ଷା ପାଇଁ ଲଗାଇଲେ ସିସି ଟିଭି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ବରପାଲି ପଡାରେ ଦିନକୁ ଦିନ ବଢିଚାଲିଛି ଚୋରି, ଲୁଟ ଏବଂ ଗେଙ୍ଗୱାର । ଏହି ଅସାମାଜିକ ତତ୍ତ୍ୱ ଯୋଗୁଁ ପଡାର ମହିଳା ତଥା ଜନସାଧାରଣ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ଏଣୁ ପଞ୍ଚସଖା ଗଳିର ବୁଦ୍ଧିଜୀବୀମାନଙ୍କର ବାରମ୍ବାର ବୈଠକ ବସିଥିଲା ।
Read More...

ଜାତୀୟ ସ୍ତରୀୟ କରାଟେ ପ୍ରତିଯୋଗିତାରେ କରାଟେ ଅର୍ଗନାଇଜେସନର ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଉତ୍କଳ କରାଟେ ସ୍କୁଲରେ ୧୧ତମ ସର୍ବ ଭାରତୀୟ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନର ଆୟୁଷ ଓମ୍‌କାର ସାହୁ ଆଠ ବର୍ଷ କୁମିତେ ବିଭାଗରେ ସିଲଭର ମେଡାଲ,
Read More...

ସାମ୍ବାଦିକ ସତ୍ୟନାରାୟଣଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ଲୀନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଞ୍ଚଭୂତରେ ଲୀନ ହୋଇଛି ସାମ୍ବାଦିକ ସତ୍ୟନାରାୟଣଙ୍କ ପାର୍ଥିବ ଶରୀର । ସ୍ଥାନୀୟ ବିଭୂତିପଡ଼ା ଶ୍ମଶାନରେ ତାଙ୍କ ଅନ୍ତିମ ସତ୍‌କାର କରାଯାଇଛି । ତାଙ୍କ ଜ୍ୟେଷ୍ଠ ପୁତ୍ର ସୁଧାକର ବେହେରା ମୁଖାଗ୍ନି ଦେଇଛନ୍ତି । ଶ୍ମଶାନରେ ତାଙ୍କ ଚାରିପୁଅ ସୁଧାକର, ଦେବ,
Read More...

ଭିଜିଲାନ୍ସ ଜାଲରେ ପଡିଲେ ପୋଲିସ କନେଷ୍ଟବଲ ସୁଦର୍ଶନ ପ୍ରଧାନ : ତିନୋଟି ସ୍ଥାନର ସମ୍ପତ୍ତି ବିବରଣୀରେ ତିନୋଟି କୋଠାର…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୁଣି ଥରେ ଖାକିରେ ଦାଗ ଲାଗିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ କାର୍ଯ୍ୟରତ କନେଷ୍ଟବଳ ସୁଦର୍ଶନ ପ୍ରଧାନଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି । ଭିଜିଲାନ୍ସ ଟିମ୍‌ ସୁଦର୍ଶନଙ୍କ ବ୍ରହ୍ମପୁର
Read More...

ଖଟୁଆକୁଦା ଗ୍ରାମରେ ପଞ୍ଚାୟତ ପକ୍ଷରୁ ଗାଁ ସଫେଇ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପରିବେଶକୁ ସ୍ଵଚ୍ଛ ରଖିବା ନେଇ ଜିଲ୍ଲା ପ୍ରଶାସନର ନିର୍ଦ୍ଧେଶ କ୍ରମେ ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା-ମୋ ସ୍ୱାଭିମାନ ସୁସ୍ଥ ଗଞ୍ଜାମକୁ ନେଇ ପାଳିବନ୍ଧ ଗ୍ରାମ ପଞ୍ଚାୟତ ପକ୍ଷରୁ ଗଂଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଖଟୁଆକୁଦା ଗ୍ରାମରେ 'ଗାଁ
Read More...