Daily Archives

ନିଶାଶକ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ତାଳଚେର ଖଣି ଅଞ୍ଚଳ ଆଜି କାଲି ଶୀତ ଯେତିକି ପଡି ପଡି ଆସୁଛି, ନିଶା ସେବନ ସେହିଭଳି ଜୋର ଧରୁଛି । ଖାଲି ମଦ ନୁହେଁ, ଧଳା ପାଉଡର (ଡ୍ରଗ୍ସ)ର ମଧ୍ୟ କାରବାର ବୃଦ୍ଧି ହେଉଥିବା ଶୁଣାଯାଉଛି । ତାଳଚେରରେ ମଧ୍ୟ ନିଶାଶକ୍ତ ମଦ୍ୟପ ଓ ଡ୍ରଗ୍ସ ସେବନକାରୀଙ୍କ
Read More...

ବାଲ୍ୟ ବନ୍ଧୁ ତଥା ସାମ୍ବାଦିକ ସତ୍ୟ ବେହେରାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କଲେ ନରସିଂହ

ସାମ୍ବାଦିକତା କ୍ଷେତ୍ରରେ ସତ୍ୟ ଚିର ସ୍ମରଣୀୟ ହୋଇ ରହିବ - ନରସିଂହ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମଧ୍ୟାହ୍ନ ସମୟରେ ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ବେହରାଙ୍କ ବିୟୋଗ ଘଟିଛି । ବାଲ୍ୟ ବନ୍ଧୁଙ୍କ ବିୟୋଗରେ ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର
Read More...

ଏନ୍‌ସିସି ଏବଂ ସଂକଳ୍ପ ପରିବାର ପକ୍ଷରୁ ବରଗଡ ପଞ୍ଚାୟତ ବିଦ୍ୟାଳୟରେ ରକ୍ତଦାନ ଶିବିର ଆୟୋଜିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ପଞ୍ଚାୟତ କଲେଜ ଏନ୍‌ସିସି ଏବଂ ସଂକଳ୍ପ ପରିବାରର ମିଳିତ ଉଦ୍ୟମରେ ଆଜି ସ୍ଥାନୀୟ ପଞ୍ଚାୟତ ମହାବିଦ୍ୟାଳୟଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ ହୋଇଯାଇଛି । ଏନ୍‌ସିସି ଦିବସ ଏବଂ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ବୀର
Read More...

ତୁଷୁରା ପ୍ରଜାପିତା ବହ୍ମକୁମାରୀ ପକ୍ଷରୁ ଜୁନିୟର ମିସ୍‌ କୋଶଳକୁ ସମ୍ମାନିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ତୁଷୁରା ପ୍ରଜାପିତା ବହ୍ମକୁମାରୀ ସଂସ୍ଥା ପକ୍ଷରୁ ଆଜି ଜୁନିୟର ମିସ୍‌ କୋଶଳ ୨୦୨୦-୨୧ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଆନନ୍ଦିତା ସାମନ୍ତଙ୍କୁ ମାନପତ୍ର ଓ ଫୁଳଗୁଚ୍ଛା ଦେଇ ସମ୍ମାନୀତ କରାଯାଇଛି । ଏହି ସଂସ୍ଥାର ମୁଖ୍ୟ ପରିଚାଳିକା
Read More...

ଗ୍ରାମ୍ୟ ଉନ୍ନୟନ ରାସ୍ତା ଅଧପନ୍ତରିଆ ହୋଇଥିବା ଅଭିଯୋଗ : ରାସ୍ତା ନଷ୍ଟ ସହ ଦୁର୍ଘଟଣା ଆଶଙ୍କା, ତୁରନ୍ତ ସମ୍ପୂର୍ଣ୍ଣ…

ଦେଓଗାଁ, (ମନୀଷ କୁମାର ସାହୁ) : ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇ ଶେଷ ହେବାକୁ ଯାଉଛି ହେଲେ ଅଟକଳରେ ଥିବା କଛି କାମ ମଧ୍ୟରୁ କେତେକ କାମ କରି ନଥିବାରୁ ରାସ୍ତା ନଷ୍ଟ ହେବା ସହ ଦୁର୍ଘଟଣା ଆଶଙ୍କା ଥିବା ଅଭିଯୋଗ କରୁଛନ୍ତି ଦେଓଗାଁ ବ୍ଳକ କୁତୁର୍ଲା ପଞ୍ଚାୟତ ବହଲି ଗାଁର ଲୋକମାନେ ବହଲି
Read More...

ସ୍ୱର୍ଗତ ସତ୍ୟନାରାୟଣ ବେହେରାଙ୍କ ଦେହାନ୍ତ ମୋ ପାଇଁ ଅପୂରଣୀୟ କ୍ଷତି, ପାଟଣା ଷ୍ଟେଟ ଉପରେ କରିଥିବା ଗବେଷଣା ତାଙ୍କର…

ବଲାଙ୍ଗିର , (କେପିଏନ୍‌ଏସ୍‌) : ସ୍ବର୍ଗତ ସତ୍ୟନାରାୟଣ ବେହେରା ଅର୍ଧଶତାବ୍ଦିରୁ ଉର୍ଦ୍ଧ୍ବ ଧରି ସାମ୍ବାଦିକ ଭାବରେ ସାରା ରାଜ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରି ପାରିଥିଲେ । ଏହି ବର୍ଷିୟାନ ସାମ୍ବାଦିକ ଏକ ବିରଳ ବ୍ୟକ୍ତିତ୍ବ ତଥା ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ସେ ଏକା
Read More...

ବୁଢାବାହାଲରେ ଧାନ ମଣ୍ଡି ଶୁଭାରମ୍ଭ : ତଦାରଖ କଲେ ଉପଜିଲ୍ଲାପାଳ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଚଳିତ ବର୍ଷ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକର ୨୨ଟି ପଞ୍ଚାୟତ ମଧ୍ୟରୁ କେତେକ ଗାଁ ମଧ୍ୟରେ କମ୍‌ ପରିମାଣରେ ଧାନ ଅମଳ ହୋଇଛି । କିନ୍ତୁ ବର୍ଷାର ଅଭାବରୁ ବ୍ଳକର ବିଭିନ୍ନ ସ୍ଥାନରେ ମରୁଡି ପରିସ୍ଥିତି ଦେଖାଦେଇଛି । ଯାହା ଫଳରେ ଚାଷୀ ମୁଣ୍ଡରେ ଚଡକ
Read More...

ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ସମାରୋହ ସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାର ଡିଗ୍ରୀ କଲେଜ କୁଶଙ୍ଗଠାରେ ଅଧ୍ୟକ୍ଷ ବିଜୟ କୁମାର କଲେଟଙ୍କ ଅଧ୍ୟକ୍ଷତାରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ସମାରୋହ ସଭା ଅନୁଷ୍ଠିତ ହୋଇଯାଇଛି । ଶେଷ ଏବଂ ଦ୍ଵିତୀୟ ବର୍ଷ ଛାତ୍ରଛାତ୍ରୀମାନେ ପ୍ରଥମ ବର୍ଷ
Read More...

ଛତୁଚାଷ ପାଇଁ ମହିଳାଙ୍କ ତାଲିମ ଶିବିର ଉଦ୍‌ଘାଟିତ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ରିଷିଡା ସ୍ଥିତ ପଂଚାୟତ ସଭାଗୃହଠାରେ ଆଜିଠାରୁ ତିନିଦିନିଆ ଛତୁଚାଷ ତାଲିମ ଶିବିର ଆରମ୍ଭ ହୋଇଯାଇଛି । ଉଦ୍ୟାନକୃଷି ବିଭାଗ ପକ୍ଷରୁ ଆୟୋଜିତ ଏହି ତାଲିମ ଶିବିରରେ ଏହି ବ୍ଲକର ରିଷିଡା, ତେରେସିଙ୍ଗା,
Read More...

ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଧାୟକ ସରୋଜ ମେହେର

ପାଟଣାଗଡ଼, (କେପିଏନ୍‌ଏସ୍‌) : ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପାଟଣାଗଡ ବିଧାୟକ ସରୋଜ କୁମାର ମେହେର । ଶ୍ରୀ ମେହେର ଶୋକ ପ୍ରକାଶ କରି କହିଛନ୍ତି ଯେ, ବରିଷ୍ଠ ସାମ୍ବାଦିକ ଶ୍ରୀ ବେହେରାଙ୍କ ଦେହାନ୍ତ ଆମ ଅଞ୍ଚଳ ପାଇଁ ଖୁବ୍‌ ଦୁଃଖଦାୟକ ।
Read More...