Daily Archives

ଶିକ୍ଷା ସଚେତନ ଗୁଞ୍ଜରଣ ରଥକୁ ସ୍ୱାଗତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ଓଡିଶା ଶ୍ରମଜୀବୀ ମଞ୍ଚ, ମହିଳା ଶ୍ରମଜୀବୀ ମଞ୍ଚ ଓଡିଶା ଆନୁକୂଲ୍ୟରେ ଗତ ୧୫ ତାରିଖରେ ସୁନ୍ଦରଗଡରୁ ବାହାରିଥିବା ଶିକ୍ଷା ସଚେତନ ଗୁଞ୍ଜରଣ ରଥ ବଲାଙ୍ଗିର ବ୍ଲକର କେରମେଲି ଗ୍ରାମରେ ପହଞ୍ଚିଛି । ପହଞ୍ଚିବା ପରେ ଜିଲ୍ଲାସ୍ତରୀୟ ଲୋକ ଉନ୍ନତି ସଂଗଠନ
Read More...

ତାମିଲନାଡୁରେ ପ୍ରବଳ ବର୍ଷା ନେଲା ୮ ଜଣଙ୍କ ଜୀବନ

ଚେନ୍ନାଇ : ପ୍ରବଳ ବର୍ଷା ନେଇଛି ୮ ଜଣଙ୍କ ଜୀବନ । ଗତ ଶୁକ୍ରବାରଠାରୁ ତାମିଲନାଡୁରେ ଲାଗି ରହିଥିବା ପ୍ରବଳ ବର୍ଷାରେ ୮ ଜଣଙ୍କ ଜୀବନ ଯାଇଥିବା ନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କେକେଏସ୍‌ଏସ୍‌ଆର୍‌ ରାମଚନ୍ଦ୍ରନ୍‌ ସୂଚନା ଦେଇଛନ୍ତି । ଏନ୍‌ଡିଆର୍‌ଏଫ୍‌ର ୩ଟି ଟିମ୍‌କୁ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୦୭ ବୃଦ୍ଧି ପାଇଛି । ମୃତକ ଜଣକ ବରଗଡ଼ ଜିଲ୍ଲାର ବୋଲି ଜଣାପଡିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
Read More...

ବୌଦ୍ଧ ବସଷ୍ଟାଣ୍ଡ ନିକଟରେ ଗ୍ୟାସ ପିଲିଙ୍ଗ ବେଳେ ଗ୍ୟାସ ସିଲିଣ୍ଡରରୁ ନିଆଁଲାଗି ୨ଗୁରୁତର

ବୌଦ୍ଧ, (ବଂଶୀଧର ମାଝୀ) : ବସଷ୍ଟାଣ୍ଡ ନିକଟରେ ଥିବା ଭୁବନେଶ୍ୱରୀ ଏଣ୍ଟରପ୍ରାଇଜର୍ସ ନାମକ ଏକ ଗ୍ୟାସ ଫିଲିଙ୍ଗ ଦୋକାନରେ ଗୋଟିଏ ଖାଲି ଗ୍ୟାସ ଟାଙ୍କିରେ ଗ୍ୟାସ ଭର୍ତ୍ତି କରୁଥିବା ସମୟରେ ହଠାତ ଅଗ୍ନିକାଣ୍ଡ ଘଟି ଦୋକାନ ମାଲିକଙ୍କ ସମେତ ଅନ୍ୟଜଣେ କର୍ମଚାରୀ ଗୁରୁତର ଆହତ ହୋଇଥିଲେ ।
Read More...

ସୁପାରୀ କିଲରକୁ ଗିରଫ କଲା କମିଶନରେଟ ପୋଲିସ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ରାଜଧାନୀ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରୁ ଜଣେ ସୁପାରୀ କିଲରକୁ ଗିରଫ କରିଛି କମିଶନରେଟ ପୋଲିସ । ଗିରଫ ହୋଇଥିବା ସୁପାରୀ କିଲର ନିକଟରୁ ୨ଟି ପିସ୍ତଲ ଓ ଗୁଳି ଜବତ ହୋଇଥିବା ବେଳେ ଅଭିଯୁକ୍ତର ଘର ଜଗତସିଂହପୁର ଜିଲ୍ଲାରେ ବୋଲି ଜଣାପଡିଛି । ତେବେ ଏହି
Read More...

ମଣିପୁରରେ ନିର୍ମାଣ ହେଉଛି ବିଶ୍ୱର ସର୍ବୋଚ୍ଚ ରେଳ ସେତୁ

ମଣିପୁର : ମଣିପୁରରେ ରେଳବାଇ ବିଶ୍ୱର ସର୍ବୋଚ୍ଚ ସେତୁ ନିର୍ମାଣ କରୁଛି । ଏହା ୧୧୧ କିଲୋମିଟର ଲମ୍ବ ଜିରିବାମ-ଇମ୍ଫାଲ ରେଳ ପ୍ରକଳ୍ପର ଏକ ଅଂଶ । ୟୁରୋପର ମୋଣ୍ଟେନେଗ୍ରୋରେ ୧୩୯ ମିଟର ମାଲା-ରିଜେକା ଭାୟାଡକ୍ଟ ରେକର୍ଡ ଭାଙ୍ଗି ୧୪୧ ମିଟର ଉଚ୍ଚରେ (୩୪ ମହଲା ବିଶିଷ୍ଟ କୋଠା ସହିତ ସମାନ) ଏହି
Read More...

ତୃଣମୂଳର ବଡ ଆକ୍ରମଣ : ଗୋଆରେ ବିଜେପିକୁ ପରାସ୍ତ କରିବାକୁ କଂଗ୍ରେସ କିଛି କରିନାହିଁ

ପାନଜୀ : ଭାରତୀୟ ଜନତା ପାର୍ଟି (ବିଜେପି)ର ଗୋଆର ସମସ୍ତ ଦଳ ସହ ବୁଝାମଣା ରହିଛି ବୋଲି ତୃଣମୂଳର କଂଗ୍ରେସ (ଟିଏମସି) ନେତ୍ରୀ ମହୁଆ ମୋଇତ୍ରା ଶନିବାର ଦିନ ଅଭିଯୋଗ କରିଛନ୍ତି । ସେ ବିଜେପି ସଭାପତି ଜେପି ନାଡାଙ୍କୁ ନିନ୍ଦା କରିବା ସହ ପଶ୍ଚିମବଙ୍ଗରେ ବିଜେପିକୁ ପ୍ରତ୍ୟାଖ୍ୟାନ କରାଯାଇଛି
Read More...

ଗତ ୨୪ ଘଂଟାରେ ୧୯୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୩୩ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୩୫୯ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୨ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ଖପ୍ରାଖୋଲ ବ୍ଳକର ବିଭିନ୍ନ ଗାଁକୁ ଗସ୍ତ କଲେ ବିଧାୟକ ସରୋଜ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ଖପ୍ରାଖୋଲ ବ୍ଳକ ଅନ୍ତର୍ଗତ ଭାନପୁର ପଞ୍ଚାୟତ ଓ ଘୁନସର ପଞ୍ଚାୟତର ସମସ୍ତ ଗ୍ରାମକୁ ବିଧାୟକ ସରୋଜ କୁମାର ମେହେର ଗସ୍ତ କରି ଲୋକଙ୍କ ଅସୁବିଧା ବୁଝିବା ସହ ଆଗାମୀ ଦିନରେ ଏହାର ଯଥା ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି
Read More...

ଯଦି ହିନ୍ଦୁମାନେ ହିନ୍ଦୁ ହୋଇ ରହିବାକୁ ଚାହାଁନ୍ତି, ତେବେ ଭାରତର ଅଖଣ୍ଡତା ବଜାୟ ରଖିବା ଆବଶ୍ୟକ : ମୋହନ ଭାଗବତ

ଗୋଆଲିଅର୍ : ରାଷ୍ଟ୍ରୀୟ ସ୍ୱୟଂସେବାକ ସଂଗଠନ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ଶନିବାର ଦିନ କହିଛନ୍ତି ଯେ, ହିନ୍ଦୁସ୍ତାନ ଏକ ହିନ୍ଦୁ ରାଷ୍ଟ୍ର, ଯାହାର ଉତ୍ପତ୍ତି ହିନ୍ଦୁତ୍ୱ । ହିନ୍ଦୁ ଏବଂ ଭାରତ ଅବିଚ୍ଛେଦ୍ୟ । ସେ ଏହା ମଧ୍ୟ କହିଛନ୍ତି ଯେ, ଯଦି ହିନ୍ଦୁମାନେ ହିନ୍ଦୁ ହୋଇ ରହିବାକୁ
Read More...