Daily Archives

ପାଟଣେଶ୍ୱରୀ ମନ୍ଦିର ବିବାଦ : ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟୀକରଣ ରଖିଲେ ମଧୁସୂଦନ, କହିଲେ- ଜଣେ ହିନ୍ଦୁ ଇସ୍କନ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଟଣେଶ୍ୱରୀ ମନ୍ଦିର ବିବାଦକୁ ନେଇ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟୀକରଣ ରଖିଛନ୍ତି ପାଟଣେଶ୍ୱରୀ ମନ୍ଦିରର ଅନ୍ୟତମ ସେବାୟତ ମଧୁସୂଦନ ଦିଶ୍ରୀ । ଜଣେ ହିନ୍ଦୁ ଇସ୍କନ ଅନୁଷ୍ଠାନ ସହିତ ଜଡ଼ିତ ହେଲେ, ତା’ର ହିନ୍ଦୁତ୍ୱରେ ପରିବର୍ତନ ହୁଏନାହିଁ
Read More...

ନୂଆପଡା ଜିଲ୍ଲା ହାଡ଼ିପା ଗୁରୁ ମହାସଭା ଆନୁକୂଲ୍ୟରେ ସମ୍ବିଧାନ ଦିବସ ପାଳିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଗାନ୍ଧିନଗର ପ୍ରାଙ୍ଗଣରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଆୟୋଜିତ ସମ୍ବିଧାନ ଦିବସରେ ହାଡ଼ିପାଗୁରୁ ମହାସମାଜ ଜିଲ୍ଲା ସଭାପତି ସାମ୍ବାଦିକ ବିଜୟ କୁମାର ସହିସ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ
Read More...

ଇମ୍ପରିୟଲ କଲେଜରେ ଅଧିଷ୍ଠାନ ସମାରୋହ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଇମ୍ପରିୟଲ କଲେଜଠାରେ ନୂତନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗଠିତ ହୋଇଥିବା ବିଭିନ୍ନ ସଂଗଠନର ଅଧିଷ୍ଠାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଦିପକ ଗୋୟଲଙ୍କ ତତ୍ୱାବଧାନ ଓ ଅଧ୍ୟାପକ ଦୁର୍ଗେଶ ଶତପଥୀଙ୍କ ସଂଯୋଜନାରେ ଖେଳ ପାଇଁ ‘ସୁଦିିିତି’, କଳା
Read More...

ପଥରଚେପା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧିତ କଲେ ଅନଙ୍ଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପଥରଚେପା ଆଦର୍ଶ ବିଦ୍ୟାଳୟ ଗତ ଦୁଇବର୍ଷ ହେଲା ଜାତୀୟସ୍ତରରେ ଉତ୍କର୍ଷତା ଦେଖାଇଛି । ସରକାରୀ ଇଂରାଜୀ ମିଡିୟମ ସ୍କୁଲମାନଙ୍କ ମଧ୍ୟରେ ହୋଇଥିବା ସର୍ଭେରେ ଗତବର୍ଷ ଜାତୀୟସ୍ତରରେ ୫ନଂରେ ଥିବା ବେଳେ ଚଳିତବର୍ଷ ଶ୍ରେଷ୍ଠ ୧୦ନଂ ସ୍ଥାନରେ ରହିଛି । ଏହା
Read More...

ମହାସମାରୋହରେ ପାଳିତ ହେବ ଶଲାବୁଢା ଅଟଳ ବିହାରୀ ପଣ୍ଡାଙ୍କ ଜନ୍ମ ଜୟନ୍ତୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ଡିସେମ୍ବର ୧ ତାରିଖ ଦିନ ଶଲାବୁଢା ଅଟଳ ବିହାରୀ ପଣ୍ଡାଙ୍କ ଜନ୍ମ ଜୟନ୍ତୀକୁ ସ୍ଥାନୀୟ ପିପି ଏକାଡେମି ଠାରେ ମହାସମାରୋହରେ ପଳନ କରାଯିବ । ଅଟଳ ପଣ୍ଡା ସ୍ମୃତି କମିଟି ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି ।
Read More...

ଗଣ୍ଡାବଜା ପତ୍ରିକା ତରଫରୁ ସମ୍ବିଧାନ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗଣ୍ଡାବଜା ପତ୍ରିକା ଦ୍ୱାରା ଆଇନ ମହାବିଦ୍ୟାଳୟ ବଲାଙ୍ଗିର ପରିସରରେ ସମ୍ବିଧାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସଂପାଦକ ତ୍ରିଲୋଚନ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଓ ଦୌରା ଜଜ୍‌ ବଲାଙ୍ଗିର ଲୋକନାଥ
Read More...

ପୁଇଁନ୍ତଲା ବ୍ଲକ ଓଷ୍ଟା ଶାଖାର ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବହଲପଦର ଦମୟନ୍ତୀ ହାଇସ୍କୁଲ ଠାରେ ପୁଇଁନ୍ତଲା ବ୍ଲକର ଓଷ୍ଟା ଶାଖାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲିପ କୁମାର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଓଷ୍ଟା ରାଜ୍ୟ ସଭାପତି ବିନୋଦ
Read More...

ପ୍ରଥମାଷ୍ଟମୀରେ ଜ୍ୟେଷ୍ଠ ସନ୍ତାନଙ୍କ ଖୁସି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମାର୍ଗଶୀର ମାସ କୃଷ୍ଣ ପକ୍ଷର ଅଷ୍ଟମୀତିଥିକୁ ପ୍ରଥମାଷ୍ଟମୀ ବା ପୋଢୁଆଁଷ୍ଟମୀ ପର୍ବ ରୂପେ କେଉଁ ଆବାହନ କାଳରୁ ଓଡ଼ିଶାରେ ପାଳିତ ହେଇଆସୁଛି । ଏହି ଅବସରରେ ଡେଲାଙ୍ଗର ପୁରପଲ୍ଲୀରେ ପ୍ରତ୍ୟକ ପରିବାରର ଜ୍ୟେଷ୍ଠ ସନ୍ତାନମାନଙ୍କ ମଙ୍ଗଳକାମନା,
Read More...

ସାପଲହରଠାରେ ବିଜେପିର ଲଖମରା ମଣ୍ତଳ କାର୍ଯ୍ୟକର୍ତ୍ତା ସମ୍ମିଳନୀ : ବିଜେଡି ଓ କଂଗ୍ରେସର ବହୁ ସଦସ୍ୟ ବିଜେପିରେ ସାମିଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ତ୍ରିସ୍ତରୀୟ ନିର୍ବାଚନ ପ୍ରସ୍ତୁତି ପାଇଁ ଭାରତୀୟ ଜନତା ପାର୍ଟି ଲଖମରା ମଣ୍ତଳ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ମଣ୍ତଳ ସଭାପତି ଭୀଷ୍ମଦେବ ସାହୁଙ୍କ ଅଧ୍ୟକ୍ଷତାରେ ଆଜି ସାପଲହର ଗ୍ରାମଠାରେ ଅନୁଷ୍ଠିତ ହୋଇଯାଇଛି । ମାଣ୍ତିଆଢିପା, କେଛୋଦାଦର,
Read More...

ଖଲିଆପାଲି ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଇକୋ କ୍ଲବ ଓ ଜୁନିୟର ରେଡକ୍ରସ ଶାଖା ଆନୁକୂଲ୍ୟରେ କୋଭିଡ ଗାଇଡ୍‌ଲାଇନ୍‌ ଅନୁପାଳନ କରି ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜାତିର ପିତା ମାହାତ୍ମାଗାନ୍ଧୀ ଓ
Read More...