Daily Archives

ଇମ୍ପେରିଆଲ କଲେଜରେ ସମ୍ବିଧାନ ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଇମ୍ପେରିୟଲ କଲେଜ ପରିସରରେ ଆଜି ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜନୀତି ବିଜ୍ଞାନର ଅଧ୍ୟାପକ ଆୟୁଷ ମଜୁମଦାର ସ୍ୱାଗତ ଭାଷଣ ଦେଇଥିଲେ । ଶେଷ ବର୍ଷ ଛାତ୍ର ମନୋରଞ୍ଜନ ଦାଶଙ୍କ ସଂଯୋଜନାରେ ଆୟୋଜିତ ଏହି
Read More...

ମମିତାଙ୍କୁ ନ୍ୟାୟ ଦାବୀରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କୋକେଇ ଶୋଭାଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ଆଜି ବଲାଙ୍ଗିର ବିଜେପି ମହିଳା ମୋର୍ଚ୍ଚା ଜୋରଦାର ପ୍ରତିବାଦ କରିଛି । ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାପତି ପଙ୍କଜିନୀ ପଣ୍ଡାଙ୍କ
Read More...

ସାମ୍ବାଦିକ ନାସିର ଖାଁଙ୍କ ଭାତୃ ବିୟୋଗ

ବରଗଡ଼, (ନିରୋଜ କୁମାର ପାଣୀ) : ବରିଷ୍ଠ ସାମ୍ବାଦିକ ତଥା ବରଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ନାସିର ଖାଁଙ୍କ କନିଷ୍ଠ ଭାତୃ ଶରିଫ ଖାଁ (ବୁଠି)ଙ୍କ ୪୧ ବର୍ଷ ବୟସରେ ନିଧନ ହୋଇଯାଇଛି । ସେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ କୁଚିପାଲି ଗ୍ରାମର ମୂଳ ବାସିନ୍ଦା ହୋଇଥିବା ବେଳେ ବରଗଡ଼
Read More...

ବଲାଙ୍ଗିର ବିଜୁ ଜନତା ଦଳର ପୌରାଞ୍ଚଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଜୁ ଜନତା ଦଳର ଏକ ପୌରାଞ୍ଚଳ କର୍ମୀ ସମ୍ମିଳନୀ ସ୍ଥାନୀୟ ମୀନା ଟେଣ୍ଟ ହାଉସ ଠାରେ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ ଓ ସମ୍ମାନିତ ଅତିଥି ଭାବେ ଯୁବନେତା ଅର୍କେଶ
Read More...

ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନରେ ୭୨ତମ ସମ୍ବିଧାନ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଜ୍ଞାନେନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଡ. ସୁଧାଂଶୁବାଳା ତ୍ରିପାଠୀ, ଶିକ୍ଷକ-ପ୍ରଶିକ୍ଷିକା ଓ ଡ. ସୁଧୀର ସାହୁ,
Read More...

ଘସିଏନରେ ଦୁଗ୍ଧ କେନ୍ଦ୍ର ଉଦଘାଟନ କଲେ ଜିଲ୍ଲାପାଳ

ପାଟଣାଗଡ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଘସିଏନ ଗାଁରେ ଦୁଗ୍ଧ ଚାଷୀ ମାନଙ୍କ ପାଇଁ ଏକ ଦୁଗ୍ଧ ସଂରକ୍ଷିତ ଗୃହ ଜିଲ୍ଲାପାଳ ଚଂଚଳ ରାଣାଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି । ଏହା ଦ୍ୱାରା ଘସିଏନ ଅଞ୍ଚଳର ଚାଷୀମାନେ ତାଙ୍କର ଦୁଗ୍ଧକୁ ଏଠି ରଖି ବହୁତ ସୁବିଧା ପାଇବା ସହ
Read More...

ସମ୍ବିଧାନ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା କଂଗ୍ରେସ ଦଳିତ ସେଲ ପକ୍ଷରୁ ପୁଇଁନ୍ତଲା ବ୍ଲକର ବନ୍ଧପଡା ଗ୍ରାମରେ ସମ୍ବିଧାନ ଦିବସ ସମାରୋହ ପୁଇଁନ୍ତଲା ବ୍ଲକ କଂଗ୍ରେସ ସଭାପତି ଉମାକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ଦଳିତ ସେଲ ସଭାପତି
Read More...

ନିଟ୍‌ ପ୍ରବେଶିକାରେ ପଶ୍ଚିମ ଓଡ଼ିଶା ଟପ୍ପ୍‌ର ସୋମେଶଙ୍କୁ ସମ୍ବର୍ଦ୍ଧନା

ଶିକ୍ଷାର ବ୍ୟବସ୍ଥା ସୁଦୃଢ ହେଲେ ଅନେକ ଟପର ସୃଷ୍ଟି ହେବେ-ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆମେ ଶିକ୍ଷା ଭିତ୍ତିଭୂମିରେ ଅନେକ ପରିବର୍ତ୍ତନ ଆଣିପାରିଛୁ । ପ୍ରାୟତଃ ଶିକ୍ଷାନୁଷ୍ଠାନରେ ଉତ୍ତମ ଶିକ୍ଷାଦାନ ପାଇଁ ଯାହା କିଛି ଭିତ୍ତିଭୂମି ହେଉ କି ଶିକ୍ଷଣୀୟ ଉପକରଣ ହେଉ ତାହା ପାଇ
Read More...

ଓସିଏ ଭିଜନ୍‌ ୨୦୨୪ ସିନିୟର ଇନ୍‌ଟ୍ରା କ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧି ଷ୍ଟାଡିୟମଠାରେ ଚାଲିଥିବା ଓସିଏ ଭିଜନ ୨୦୨୪ ସିନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ ଆଜିର ଦ୍ୱିତୀୟ ଦିନ କଣ୍ଟାବାଞ୍ଜି ଓ ଏଫସିସି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଟସ୍‌ ଜିଣି ପ୍ରଥମେ କଣ୍ଟାବାଞ୍ଜି ଦଳ ବ୍ୟାଟିଂ କରିବାର ନିଷ୍ପତି
Read More...

ସିଏନ୍‌ସି କ୍ୟାମ୍ପସ୍‌ରେ ନିଯୁକ୍ତି ସାକ୍ଷାତକାର : ୧୧ ଜଣ ଛାତ୍ରଛାତ୍ରୀ ଚାକିରୀ ପାଇଁ ମନୋନୀତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିଏନ୍‌ସି କ୍ୟାମ୍ପସ୍‌ରେ ଗତ ୯ ତାରିଖ ଦିନ ଏକ କନିଷ୍ଠ ହିସାବ ରକ୍ଷକ (ଜୁନିଅର୍‌ ଏକାଉଣ୍ଟେଣ୍ଟ) ନିଯୁକ୍ତି ସାକ୍ଷାତକାର ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ୧୧ ଜଣ ଚାକିରୀ ପାଇଁ ମନୋନୀତ ହୋଇଥିବା ସୂଚନା ମିଳିଛି । ଏହି ସାକ୍ଷାତକାରରେ ଫାଷ୍ଟ କ୍ଲାସ୍‌
Read More...