Daily Archives

କୋମନା ଅଞ୍ଚଳରେ ହାତୀ ଉପଦ୍ରବ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋମନା ଅଞ୍ଚଳରେ ୧୧ଟି ହାତୀ ପଲ ବ୍ୟାପକ ଧାନ ଫସଳ ନଷ୍ଟ କରିଛନ୍ତି । ବିଶେଷ କରି କୋମନା, କରାମହୁଲ ଆଦି ଗାଁର ଅନେକ ଚାଷୀଙ୍କ ଅମଳକ୍ଷମ ଧାନକୁ ହାତୀ ଖାଇ ଦେଇଥିବା ବେଳେ ଦଳିଚକଟି ମାଡି ଦେଇଛନ୍ତି । ଅନେକ ଚାଷୀଙ୍କ ଜମିର ଧାନ ଖଳାରେ ଥିବା
Read More...

ତିନି କଳା କୃଷି ଆଇନ ପ୍ରତ୍ୟାହାର ପ୍ରସଙ୍ଗ : କୃଷକଙ୍କ ଧୈର୍ଯ୍ୟ, ସଞ୍ଜମ ଓ ଏକତାର ବିଜୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ତିନି କଳା କୃଷି ଆଇନ ପ୍ରତ୍ୟାହାର ସମ୍ପର୍କରେ ଘୋଷଣା କରିବା ପରେ ବଲାଙ୍ଗିର ମିଳିତ କୃଷକ ସଙ୍ଗଠନ ପକ୍ଷରୁ ଏକ ପ୍ରେସବିବୃତି ପ୍ରକାଶ କରାଯାଇ ଏହା ଦେଶର ଅଗଣିତ କୃଷକଙ୍କ ଧୈର୍ଯ୍ୟ, ସଞ୍ଜମ ଏବଂ ଏକତାର ବିଜୟ ବୋଲି
Read More...

ଐତିହାସିକ କୃଷକ ଆନ୍ଦୋଳନର ବିଜୟ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜନ ବିରୋଧୀ ୩ଟି କଳା କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବୀରେ ଚାଲିଥିବା ୧୨ ମାସର ଐତିହାସିକ କୃଷକ ଆନ୍ଦୋଳନର ବିଜୟ ଉପଲକ୍ଷେ ବଲାଙ୍ଗିର ଜିଲ୍ଲା ଏସ୍‌ୟୁସିଆଇ(ସି) ତରଫରୁ ବିଭିନ୍ନ ସ୍ଥାନରେ ବିଜୟ ଦିବସ ପାଳିତ ହୋଇଛି । ଆଜି ରାଜେନ୍ଦ୍ର କଲେଜ ଛକରେ
Read More...

୭୫ଲକ୍ଷ ଟଙ୍କା ବ୍ୟୟରେ ସ୍ମାର୍ଟ ପାର୍କ ନିର୍ମାଣ ନେଇ ଉପଜିଲ୍ଲାପାଳଙ୍କ ଜମି ଚିହ୍ନଟ

କଂଟାବାଂଜି, (ଅର୍ଜୁନ କୁମାର ହଂସ) : ଓଡିଶା ସରକାରଙ୍କ ଦ୍ୱାରା ପ୍ରତ୍ୟେକ ଏନ୍‌ଏସି ଏବଂ ମ୍ୟୁନିସିପାଲିଟିରେ ୭୫ ଲକ୍ଷ ଟଙ୍କାରେ ହେବାକୁ ଥିବା ସ୍ମାର୍ଟ ପାର୍କ ନିର୍ମାଣ ନେଇ କଂଟାବାଂଜି ଏନ୍‌ଏସିରେ ମଧ୍ୟ ଶୁକ୍ରବାର ଦିନ ଜମି ଚିହ୍ନଟ ହୋଇଛି । ଦୀର୍ଘ ବର୍ଷ ଧରି ତହସିଲ ଅଫିସ ପଛପଟେ ଥିବା
Read More...

ପିଇବା ପାଣି ପାଇଁ ଡହକ ବିକଳ ବଡ଼କୁଞ୍ଜାରୀ ମନ୍ଦିରପଡାବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : କଥାରେ ଅଛି ଜଳ ହିଁ ଜୀବନ । ସରକାର ସ୍ୱଚ୍ଛ ଜଳ କିପରି ଭାବେ ଘରେ ଘରେ ପହଞ୍ଚିବ ସେଥି ପାଇଁ ନାନା ଯୋଜନା ଗୁଡିକ କରିଛନ୍ତି । ଯେମିତି ଶୁଦ୍ଧ ପାଣି ପାଇବା ପାଇଁ କେହି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଆଗେ ଗ୍ରାମୀଣ ଜଳ ଓ ପରିମଳ ବିଭାଗ ଅଧିନରେ
Read More...

ଗଛରେ ପିଟି ହୋଇ ଓଲଟିଲା ପିକ୍‌ ଅପ୍‌ : ୨ ଯୁବକ ଗୁରୁତର

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅଲାତରା ଛକଠାରେ ଆଜି ସନ୍ଧ୍ୟା ସମୟରେ ରିସିଡାରୁ ମ.ରାମପୁର ଆସୁଥିବା ଏକ ପିକ୍‌ ଅପ୍‌ ଓଡ଼ି-୦୩-ଏମ-୪୦୩୩ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିବା ଜଣାପଡିଛି । ଗାଡିଚାଳକ ନକୁଳ ହେରନା ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ
Read More...

କଳା କୃଷି ଆଇନ ପ୍ରତ୍ୟାହାର ପରେ ବରଗଡ଼ରେ ଆପ୍ ପକ୍ଷରୁ ବିଜୟ ଉତ୍ସବ ପାଳନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ତିନି କଳା କୃଷି ଆଇନ ବିରୋଧରେ ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ମିଳିଛି ବଡ଼ ସଫଳତା । ଆଜି ଗୁରୁ ନାନକ ଦେବଙ୍କ ଜନ୍ମ ଜୟନ୍ତୀ ଓ ପ୍ରକାଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଏହି ଆଇନକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି । ଏହି ଖବର ଆସିବା ପରେ
Read More...

ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ କୋଟିପତି ସୁବର୍ଣ୍ଣପୁର ଉପଜିଲ୍ଲାପାଳ ଅଫିସ୍‌ର ସେକ୍ସନ ଅଫିସର୍‌…

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କୋଟିପତି ସୁବର୍ଣ୍ଣପୁର ଉପଜିଲ୍ଲାପାଳ ଅଫିସ୍‌ର ସେକ୍ସନ ଅଫିସର୍‌ ରମେଶ ପ୍ରସାଦ ନାଗଙ୍କ ଘରେ ଗତକାଲି ଗୁରୁବାର ଦିନ ଭିଜିଲାନ୍ସ ବିଭାଗ ରେଡ୍ କରିଥିଲା । ରମେଶଙ୍କ ଘର ଓ ଅଫିସ ଉପରେ ଭିଜିଲାନ୍ସ ରେଡ୍‌ ପରେ
Read More...

ବଲାଙ୍ଗିର ଦିନ ଆୟୋଜକ କମିଟି ପକ୍ଷରୁ କଣ୍ଠଶିଳ୍ପୀ ରୁକୁ ସୁନାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଦିନ ୧୨ଟା ସମୟରେ ସ୍ଥାନୀୟ ଅଶୋକ ହୋଟେଲଠାରେ ବଲାଙ୍ଗିର ଦିନ ଆୟୋଜକ କମିଟି ପକ୍ଷରୁ କଣ୍ଠଶିଳ୍ପୀ ରୁକୁ ସୁନାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି କାର୍ୟ୍ୟକ୍ରମରେ କମିଟିର ଅଧ୍ୟକ୍ଷ ଅଙ୍କୁଶ ପାଣ୍ଡିଆ, ଉପାଧ୍ୟକ୍ଷ ବିନୋଦ କୁମାର କାଲସାଏ, ଆବାହକ
Read More...

ପାଇକମାଲ ଗ୍ରାମ ପଞ୍ଚାୟତ ସ୍ତରୀୟ ଲକ୍ଷେଘର ଗଣ୍ତା ସମାଜ କର୍ମକର୍ତ୍ତା ନିର୍ବାଚନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଗ୍ରାମ ପଞ୍ଚାୟତ ସ୍ତରୀୟ ଲକ୍ଷେଘର ଗଣ୍ତା ସମାଜର ସଭ୍ୟମାନଙ୍କର ଉପସ୍ଥିତରେ ଏକ ସାଧାରଣ ସଭା ପାଇକମାଲ ସ୍ଥିତ ସାଲେପାଲି ଗ୍ରାମଠାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କ୍ଷେତ୍ରୀ ଲୁହାରଙ୍କ ସଭାପତିତ୍ୱରେ ପାଇକମାଲ ଗ୍ରାମ ପଞ୍ଚାୟତ ସ୍ତରୀୟ
Read More...