Daily Archives

ଚଳିତ ବର୍ଷର କୋଶଳ ପ୍ରବାହ ‘କବିଶିଳ୍ପୀ ଛନ୍ଦାଚରଣ ସ୍ମୃତି ସମ୍ମାନ’ ପାଇଲେ କବି ଶୁଭ୍ରାଂଶୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଗତ ୭ ତାରିଖ ଦିନ କୋଶଳ ପ୍ରବାହର ୨୨ତମ ଜନ୍ମ ଉତ୍ସବ ପାଳନ ଅବସରରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜଣେ ସାଧନାରତ କବିଙ୍କୁ ‘କବିଶିଳ୍ପୀ ଛନ୍ଦାଚରଣ ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଛି । ଏ ବର୍ଷ କବି ଶୁଭ୍ରାଂଶୁ ଶେଖର
Read More...

ଦିଲ୍ଲୀର ବାୟୁ ଏବେ ଅତ୍ୟନ୍ତ ବିପଜ୍ଜନକ : ଏକ୍ୟୁଆଇ ସ୍ତର ୪୬୬, ଡାକ୍ତରଖାନାରେ ଓପିଡ଼ି ରୋଗୀ ୨୫% ବୃଦ୍ଧି

ନୂଆଦିଲ୍ଲୀ : ଦିଲ୍ଲୀର ବାୟୁରେ ପ୍ରଦୂଷଣର ସ୍ତର ଆଜି ବି ଅତ୍ୟନ୍ତ ବିପଜ୍ଜନକ ସ୍ତରରେ ପହଞ୍ଚିଛି । ଦିଲ୍ଲୀର ଆଜିର ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୪୬୬ ରେକର୍ଡ କରାଯାଇଛି । ଗତକାଲିର ୪୮୬ ତୁଳନାରେ ଏଥିରେ ସାମାନ୍ୟ ଉନ୍ନତି ଘଟିଛି, କିନ୍ତୁ ଏହା ଏପର୍ଯ୍ୟନ୍ତ ଅତ୍ୟନ୍ତ ବିପଜ୍ଜନକ
Read More...

ଅଁଳା ନବମୀ ଓ ରାଧା ପାଦ ଦର୍ଶନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପବିତ୍ର ଧର୍ମମାସ କାର୍ତ୍ତିକରେ ଶୁକ୍ଳପକ୍ଷ ନବମୀ ତିଥିରେ ଅଁଳା ନବମୀ ଓ ରାଧା ପାଦ ଦର୍ଶନ ଭକ୍ତ, ଶ୍ରଦ୍ଧାଳୁମାନେ ମନଷ୍କାମନା ପୁରଣ ପାଇଁ ପୂଜାର୍ଚ୍ଚନା କରିଥାନ୍ତି । ସେହି ଅନୁସାରେ ପୁରୀ ଜିଲ୍ଲା ଡେଲାଙ୍ଗର ପ୍ରସିଦ୍ଧ ବେନୁପଡା ଗାଦି ବ୍ରହ୍ମ
Read More...

ଖଲିପଥର ଗାଁର ରାସ୍ତାରେ ଜମୁଛି ପାଣି : ପାଣି ନିଷ୍କାସନ ପାଇଁ ପ୍ରଶାସନର ଅଣଦେଖା ନେଇ ଅସନ୍ତୋଷ

ବେଲପଡ଼ା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ଜୁବା ପଞ୍ଚାୟତ ଖଲିପଥର ଗାଁର ରାସ୍ତା କଡରେ ଆଣ୍ଠୁଏ ପାଣି ରହୁଥିବା ବେଳେ ଲୋକେ ଯାତାୟାତ କରୁଥିବା ବେଳେ ଅନେକ ଅସୁବିଧା ହେଉଥିବା ଅଭିଯୋଗ ହୋଇଛି । ପାଣି ନିଷ୍କାସନ ପାଇଁ ସ୍ଥାନୀୟ ପଞ୍ଚାୟତ ପ୍ରଶାସନ ଅଣଦେଖା ଯୋଗୁଁ ଲୋକେ
Read More...

ଭେଡେନ ବ୍ଳକରେ ପ୍ରବେଶ କଂଗ୍ରେସ ତରଫରୁ ବନ୍ଦ ଡାକରା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ଭେଡେନ ବ୍ଳକରେ ପ୍ରବେଶ କଂଗ୍ରେସ କମିଟି ତରଫରୁ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିଦ୍ଦେର୍ଶ କ୍ରମେ ଗତକାଲି ୬ ଘଣ୍ଟା ପର୍ଯ୍ୟନ୍ତ ଭେଡେନରେ ସମସ୍ତ ଦୋକାନ ବଜାର ସ୍କୁଲ କଲେଜ ସରକାରୀ ବେସରକାରୀ ଅଫିସ ସମସ୍ତ ବନ୍ଦ କରାଯାଇଥିଲା । ରମେଶ
Read More...

ଅଧାପନ୍ତରିଆ ବାଦୀପଡା-ସଇଁନ୍ତଲା ବ୍ରିଜ ପ୍ରସଙ୍ଗ : ଭୋଟ ବର୍ଜନ କରିବାକୁ ପଞ୍ଚାୟତବାସୀଙ୍କ ଚେତାବନୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ଲୋକମାନଙ୍କ ଗମନା ଗମନ ସୁବିଧା ପାଇଁ ଗୁଡ଼ାଏ ଯୋଜନା କରୁଛନ୍ତି । କିନ୍ତୁ ଅବହେଳା ଯୋଗୁଁ ସରକାରଙ୍କ ଯୋଜନା ଗୁଡ଼ିକ ଫେଲ ମାରୁଥିବା ମଧ୍ୟ ଦେଖିବାକୁ ମିଳିଛି । ସ୍ଥାନୀୟ ଶାସକ ଦଳର ରାଜନେତା ତଥା ପ୍ରଶାସନିକ ଅଧିକାରୀଙ୍କ ଅଣଦେଖା ଯୋଗୁଁ
Read More...

ଜୟ ଓଡ଼ିଶା ରେଜ୍‌ ଫାଉଣ୍ଡେସନ୍‌ ଦ୍ୱାରା ‘ଧନ୍ୟବାଦ କରୋନା ଯୋଦ୍ଧା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଦୀର୍ଘ ୨ ବର୍ଷ ଧରି ମାନବ ସମାଜ କରୋନାର ମୂଳୋତ୍‌ପାଟନ ପାଇଁ ଲଢେଇ ଜାରି ରଖିଛି । ତେବେ ଏହି ଲଢେଇରେ ପ୍ରମୁଖ ଯୋଦ୍ଧା ପାଲଟିଛନ୍ତି ବିଭିନ୍ନ ଟୀକାକରଣ କେନ୍ଦ୍ରରେ ଦିନରାତି କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀ । ଏହି କର୍ମଚାରୀମାନେ ପ୍ରଥମ ଦିନରୁ ନିଜର ଜୀବନକୁ
Read More...

ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଜିଲ୍ଲା ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ଼ ଜିଲ୍ଲା ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ବିଜେପୁର ନିକଟସ୍ଥ ଏମ ଗଣ୍ଡପାଲିଠାରେ ଥିବା ମିନି ଷ୍ଟାଡିୟମଠାରେ ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି
Read More...

ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ ନୂଆପଡା ଜିଲ୍ଲା କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ପାଳନ

ନୂଆପଡା, (ନିରାକାର ମେହେର) : ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ ୬ ଘଣ୍ଟିଆ ବନ୍ଦ ପାଳନ କରିଛି ନୂଆପଡା ଜିଲ୍ଲା କଂଗ୍ରେସ । ଗୁରୁବାର ଏ ବାବଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା । ଏହାସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଇକ ମାଧ୍ୟମରେ
Read More...

କୋମନା ଅଞ୍ଚଳରେ ହାତୀ ଉପଦ୍ରବ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲାର କୋମନା ବ୍ଲକ ଆଗ୍ରେନ ଗାଁ ନିକଟ ଛତା ସଂରକ୍ଷିତ ଜଙ୍ଗଲରେ ଗତ ୪ ଦିନ ହେଲା ୧୧ଟି ହାତୀ ଦଳ ଅଛନ୍ତି । ରାତିରେ ଆଗ୍ରେନ ଗାଁର ୨୦ରୁ ଉର୍ଦ୍ଧ୍ବ ଚାଷୀଙ୍କ ଅମଳକ୍ଷମ ଧାନକୁ ଖାଇ ଦଳିଚକଟି ଦେଇ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଚାଷୀଙ୍କୁ
Read More...