Daily Archives

ନୂତନ ଫାଣ୍ଡି ଅଧିକାରୀଙ୍କ ଯୋଗଦାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ହାଟ ଫାଣ୍ଡି ଅଧିକାରୀ ଗଙ୍ଗାଧର ସାହୁଙ୍କ ପ୍ରମୋସନ ହେତୁ ଟ୍ରେନିଙ୍ଗରେ ଯାଇଥିବା ସ୍ଥଳେ ତାଙ୍କ ସ୍ଥାନରେ ପୁରୀ ବଳିଆପଣ୍ଡା ଥାନାରୁ ଏଏସ୍ଆଇ ଧନପତି ପିଙ୍ଗ ଡେଲାଙ୍ଗ ହାଟ ଫାଣ୍ଡିରେ ନୂତନ ଫାଣ୍ଡି ଅଧିକାରୀ ଭାବେ ଯୋଗଦାନ କରିଛନ୍ତି ।
Read More...

ନୂଆପଡ଼ାରେ ପୋଲିସ ଡ଼ିଜି ଅଭୟ

ନୂଆପଡ଼ା : ଆଜି ଦିନିକିଆ ନୂଆପଡ଼ା ଜିଲ୍ଲା ଗସ୍ତରେ ଆସିଛନ୍ତି ପୋଲିସ ଡିଜି ଅଭୟ । ନୂଆପଡ଼ା ଜିଲ୍ଲାର ମାଓ ଅଧ୍ୟୁଷିତ ସୁନାବେଡ଼ାରେ ରହିଥିବା ସିଆରପିଏଫ୍‌ କ୍ୟାମ୍ପ ସହ ଛତିଶଗଡ଼ ସୀମାନ୍ତକୁ ମଧ୍ୟ ପରିଦର୍ଶନ କରିଥିଲେ । ତାଙ୍କ ସହ ପଶ୍ଚିମାଞ୍ଚଳ ଡ଼ିଆଇଜି ରାଜେଶ ପଣ୍ଡିତ ଆସିଥିଲେ ।
Read More...

ଆସନ୍ତାକାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୫୧ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ତରଭା, ବିନିକା, ଉଲୁଣ୍ଡା, ସୋନପୁର,
Read More...

ସମ୍ବଲପୁରୀ ନାଟକ ସଙ୍କଳନ ପଞ୍ଚମ ବେଦ ଉନ୍ମୋଚିତ

ସମ୍ବଲପୁର : ଆଜି ଶଙ୍କର ମଠରେ ଚେତନା ନାଟ୍ୟ ଅନୁଷ୍ଠାନ ପକ୍ଷରୁ ପ୍ରଶାନ୍ତ ମାଝୀଙ୍କ ସମ୍ବଲପୁରୀ ନାଟକ ସଙ୍କଳନ ପଞ୍ଚମ ବେଦ ଉନ୍ମୋଚିତ ହେବା ସହ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ୟାମସୁନ୍ଦର ଧର, ଡ. ପ୍ରଦୀପ ପଣ୍ଡା, ଡ. ଗୌରୀଦାସ ପଣ୍ଡା, ସହକାରୀ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ ୨ରୁ ୨ଜଣ ଓ ଟିଟିଲାଗଡ ମ୍ୟୁନିସିପାଲିଟି ୱାର୍ଡ ନଂ ୮ରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

କନ୍ଦାମୁଣ୍ଡା ପ୍ରାଥମିକ ବିଦ୍ୟାଳୟକୁ ସବୁଦିନିଆ ରାସ୍ତା ହେବ କେବେ : ଜମିହୁଡା ଦେଇ ଯାତାୟତ କରୁଛନ୍ତି ଛାତ୍ରଛାତ୍ରୀ

ସିନାପାଲି, (ନିରାକାର ମେହେର) : ସରକାର ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଗୁଣାତ୍ମକ ମାନର ଶିକ୍ଷା ପାଇଁ ନୂତନ ଶିକ୍ଷକ ନିଯୁକ୍ତି, ନୂତନ ବିଦ୍ୟାଳୟ କୋଠା ନିର୍ମାଣ, ବିଦ୍ୟାଳୟ ପରିସରରେ ଖେଳପଡ଼ିଆ, ଶୌଚାଳୟ,
Read More...

ବଲାଙ୍ଗିର ଏନ୍‌ପିଏସ୍‌ ସଂଘର କର୍ମକର୍ତ୍ତା ଚୟନ : ରାଜକୁମାର ହେଲେ ସଭାପତି ଓ ବୀର ହେଲେ ସଂପାଦକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଓଡିଶା ସରକାରୀ ହାଇସ୍କୁଲ ଏନ୍‌ପିଏସ୍‌ ଶିକ୍ଷକ ସଂଘ ବଲାଙ୍ଗିର ଜିଲ୍ଲା ଶାଖା ପକ୍ଷରୁ ଏନ୍‌ପିଏସ୍‌ ଶିକ୍ଷକମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକମାନଙ୍କର ବିଭିନ୍ନ ସମସ୍ୟା ସହିତ ୨୦୦୪
Read More...

ସାମ୍ବାଦିକଙ୍କୁ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ବାଦୀପଡା ଲାଂଥ ବ୍ରିଜର ଦୀର୍ଘ ବର୍ଷ ହେବ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ପାରୁନାହିଁ, ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଅନେକ ଥର ଲୋକେ ରାଜରାସ୍ତାକୁ ଓହ୍ଲାଇ ଖୁବଶୀଘ୍ର ବ୍ରିଜ ନିର୍ମାଣ
Read More...

‘କୋଶଳ ପ୍ରବାହ’ର ୨୨ତମ ଜନ୍ମୋତ୍ସବ : ଦେଶ ଗଠନରେ ଜନସାଧାରଣ ସହଭାଗୀ ହୁଅନ୍ତୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ସାପ୍ତାହିକ ସମ୍ବାଦପତ୍ର ‘କୋଶଳ ପ୍ରବାହ’ର ୨୨ତମ ଜନ୍ମୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ‘ସାଂପ୍ରତିକ ସମୟ ଓ ଗଣମାଧ୍ୟମ’ ଶୀର୍ଷକ ଆଲୋଚନା ଚକ୍ରରେ ଦେଶ ଗଠନରେ ଜନସାଧାରଣ ସହଭାଗୀ ହୁଅନ୍ତୁ ବୋଲି
Read More...

ଗତ ୨୪ ଘଂଟାରେ ୩୧୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୧୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୫୮ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୧୦୯ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୬ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...