Daily Archives

ଆଜିଠାରୁ ପବିତ୍ର କାର୍ତ୍ତିକ ମାସର ଆରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜିଠାରୁ ପବିତ୍ର କାର୍ତ୍ତିକ ମାସର ଆରମ୍ଭ ହୋଇଯାଇଛି । ହେଲେ କୋଭିଡ୍‌ କଟକଣା ଯୋଗୁଁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ ବୋଲି ନିରାଶ ହୋଇପଡିଥିବା ବେଳେ ଏହି କାର୍ତ୍ତିକ ମାସଟିକୁ ଧର୍ମ ମାସ ବୋଲି କୁହାଯାଉଥିବାରୁ ଅନେକ ଭକ୍ତ ବ୍ରତ
Read More...

ଜେଲ୍‌ରେ ପୁଅ ଆର୍ୟନଙ୍କୁ ଭେଟିଲେ ଶାହାରୁଖ

ମୁମ୍ବାଇ : ଆଜି ସକାଳେ ଶାହରୁଖ ଖାନ୍‌ ମୁମ୍ବାଇ ସ୍ଥିତ ଆର୍ଥର ରୋଡ୍‌ ଜେଲ୍‌କୁ ଯାଇ ପୁଅ ଆର୍ୟନଙ୍କୁ ଭେଟି ତାଙ୍କ ପୁଅଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିଥିଲେ । ଆର୍ୟନ ତାଙ୍କ ବାପାଙ୍କୁ ଦେଖି ଭାବବିହ୍ୱଳ ହୋଇପଡିଥିବା ବେଳେ ସର୍ବମୋଟ ୧୫ରୁ ୧୮ ମିନିଟ୍‌ କଥାବାର୍ତ୍ତା କରିଥିବା ସୂଚନା ମିଳିଛି
Read More...

ପୂର୍ବତନ ସୈନିକ ସଂଘ କାର୍ଯ୍ୟାଳୟ ପରିସରରେ ନୂଆଁଖାଇ ଭେଟ୍‌ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଲାଲଟିକ୍ରା ସ୍ଥିତ ପୂର୍ବତନ ସୈନିକ ସଂଘ କାର୍ଯ୍ୟାଳୟ ପରିସରରେ ନୂଆଁଖାଇ ଭେଟ୍‌ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେର ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା, ମୁଖ୍ୟ ବକ୍ତା କୋଶଳ ପ୍ରବାହର ସମ୍ପାଦକ
Read More...

ରାଜ୍ୟରେ ପୁଣି ୨ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଥବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଏବଂ ସୁନ୍ଦରଗଡ ଜିଲ୍ଳାରୁ ଜଣେ ଲେଖାଏଁ ରହିଥିବା ଜଣାପଡିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ
Read More...

ଗତ ୨୪ ଘଂଟାରେ ୫୨୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୫୨୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୮୨ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୮୫୬ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୦୮ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ଚୋରକୁ ଧରି ପୁଲିସରେ ଜିମା ଦେଲେ ଲୋକେ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ଦିନକୁ ଦିନ ଚୋରି, ଡ଼କାୟତି ବଢ଼ିବାରେ ଲାଗିଛି ଯାହା ପୁଲିସର ମୁଣ୍ଡ ବ୍ୟଥାର କାରଣ ସାଜିଛି । ତେବେ ଗତକାଲି ବ୍ଳକର ବରଗାଁ ଜାତୀୟ ରାଜପଥର ଏକ ଦୋକାନରୁ ତା.୧୯/୧୦/୨୧ରିଖରେ ଦୁଇ ଜଣ ଚୋର ଆସି ଚୋରି କରିବା ପାଇଁ
Read More...

ମହାଲିଙ୍ଗ କଲେଜରେ ପହଁଞ୍ଚିଲା ଜିଲ୍ଲା ପ୍ରଶାସନ

ଟିଟିଲାଗଡ଼ : ମହାଲିଙ୍ଗ କଲେଜରେ ପହଁଞ୍ଚିଛି ଜିଲ୍ଲା ପ୍ରଶାସନ । ତେବେ କଲେଜକୁ କେଉଁଠାରୁ ଆସୁଥିଲା ଟଙ୍କା ତାହା ଯାଞ୍ଚ ଚାଲିଥିବା ଜଣାପଡିଥିବା ବେଳେ ତହସିଲଦାର ସର୍ବେଶ୍ୱର ଜାଲ ଓ ବିଡିଓ ସ୍ନିଗ୍ଧାରାଣୀ ପ୍ରଧାନ କାଗଜ ପତ୍ର ଯାଞ୍ଚ କରୁଥିବା ସୂଚନା ମିଳିଛି ।
Read More...

ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ବଲାଙ୍ଗିର ବନ୍ଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ବଲାଙ୍ଗିର ବନ୍ଦ ରହିଥିବା ବେଳେ ଦୋକାନ ବଜାର ସବୁ ବନ୍ଦ ରହିଛି । ଏଭଳି ଲୋମ ହର୍ଷଣକାରୀ ବର୍ବର ହତ୍ୟାକାଣ୍ଡକୁ ବିଜେପି ପକ୍ଷରୁ ଦୃଢ ନିନ୍ଦା କରାଯାଇଛି ଓ ଆଜି ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ
Read More...

ନିଖିଳ ଓଡ଼ିଶା ବାଣାୟତ ଓଡିଆ ସମାଜର ସମ୍ମିଳନୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ଶାଖା ନିଖିଳ ଓଡିଶା ବାଣାୟତ ଓଡିଆ ସମାଜର ଏକ ସଭା ଛତ୍ରପୁର ସ୍ଥ ଲିସା-ଗ୍ୟାଲେକ୍ସିଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିଖିଳ ଓଡିଆ ସମାଜର ଜିଲ୍ଲା ସଭାପତି ଗାନ୍ଧର୍ବ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାଣାୟତ
Read More...

ବରଗଡ଼ ଜିଲ୍ଲାର ଦେବୀ ପୀଠରେ ମା’ଙ୍କ ପୂର୍ଣ୍ଣିମା ପୂଜା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ବିଭିନ୍ନ ଶକ୍ତିପୀଠଗୁଡିକରେ ମା'ଙ୍କ ଶାରଦୀୟ ପୂଜାର ଶେଷ କୁମାର ପୂର୍ଣ୍ଣିମା ପୂଜା ଆଜି ଦିନ ତମାମ ଚାଲିଥିବା ପରିଲକ୍ଷିତ ହୋଇଛି । ବରଗଡ଼ ସହର ସ୍ଥିତ ଗ୍ରାମ୍ୟ ଦେବୀ ମା' ସମଲେଶ୍ଵରୀ ଦେବୀଙ୍କ ମନ୍ଦିରରେ ଆଜି ବିଶେଷ ପୂଜାର୍ଚ୍ଚନା
Read More...