Monthly Archives

September 2021

ଟିଟିଲାଗଡରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ଆଜି ଦିନିକିଆ ବଲାଙ୍ଗିର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବ ନିର୍ଦ୍ଧାରିତ ସମୟନୁଯାୟୀ ତୁଷୁରା ଏୟାରଷ୍ଟ୍ରୀପରେ ଏକ ସ୍ୱତନ୍ତ୍ର ବିମାନରେ ପହଞ୍ଚିବା ପରେ ସେଠାରୁ ହେଲିକେପ୍ଟର ଯୋଗେ ଟିଟିଲାଗଡ଼ ସଭାସ୍ଥଳରେ ପହଞ୍ଚିଥିଲେ । ପହଞ୍ଚିବା ପରେ
Read More...

ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ ପହଞ୍ଚି ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ ପହଞ୍ଚି ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକଙ୍କ ଗସ୍ତକୁ ନେଇ ବଲାଙ୍ଗିରରେ ବେଶ୍‌ ଉତ୍ସାହ ପରିଲିକ୍ଷିତ ହେଉଛି । ବିଜେଡି କର୍ମକର୍ତ୍ତାମାନେ ନବୀନ ପଟ୍ଟନାୟକଙ୍କୁ ସ୍ୱାଗତ
Read More...

ବଲାଙ୍ଗିର ବିଜେପିର ଯୁବ ନେତା ଦିନେଶ ଶର୍ମାଙ୍କ ପିତୃ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳୁ ୮ଟା ସମୟରେ ବିଜେପିର ଯୁବ ନେତା ଦିନେଶ ଶର୍ମାଙ୍କ ପିତା ମହାବୀର ଶର୍ମାଙ୍କ କେଆର୍‌ ହସପିଟାଲରେ ହୃଦଘାତରେ ପରଲୋକ ହୋଇଯାଇଛି । ତାଙ୍କର ଦେହାନ୍ତରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
Read More...

ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାମାନ୍ୟ ବିଳମ୍ବ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ ପହଞ୍ଚିଛନ୍ତି ଏବଂ ମଞ୍ଚରେ ନିଜର ଆସନ ଗ୍ରହଣ କରି ସାରିଛନ୍ତି ।
Read More...

ଆଦର୍ଶ ଶିକ୍ଷକ ବିନାୟକ ବିଶ୍ୱାଳଙ୍କ ଦେହାନ୍ତ

ଲୋଇସଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ରତାଖଣ୍ଡି ଗ୍ରା.ପ. ଅନ୍ତର୍ଗତ ଫଲସାମାଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବିନାୟକ ବିଶ୍ୱାଳ(୩୮)ଙ୍କ ଗତକାଲି ସକାଳ ୭ଘଂଟା ସମୟରେ ଦେହାନ୍ତ ହୋଇଥିବା ଖବର ମିଳିଛି । ପ୍ରାୟ ୩ ମାସ ହେବ ସେ କିଡିନି ରୋଗରେ ଆକ୍ରାନ୍ତ ହେବା ପରେ କଟକ, ଭୁବନେଶ୍ୱର
Read More...

ପାଇକମାଲ ୟୁକୋ ବ୍ୟାଙ୍କ ସାମ୍‌ନାରେ ଦୁର୍ଘଟଣା : ୩ ଜଣ ଗୁରୁତର ଆହତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପୂର୍ବାହ୍ନ ୧୦ଟା ସମୟରେ ପାଇକମାଲ ୟୁକୋ ବ୍ୟାଙ୍କ ବିଜୁ ଏକ୍ସପ୍ରେସ ୱେ ମୁଖ୍ୟ ରାସ୍ତାସାମ୍‌ନାରେ ମୋଟର ସାଇକେଲ ଦୁର୍ଘଟଣା ଘଟି ୩ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି । ବରତୁଣ୍ଡା ଗ୍ରାମ ପଞ୍ଚାୟତ ମର୍ଯ୍ୟାଦାପାଲି ପ୍ରେମାନନ୍ଦ କେଶରା,
Read More...

ଅଗସ୍ତିନୂଆଗାଁ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଭାରତୀୟ ଜନତା ପାର୍ଟିର କର୍ମୀ ସମ୍ମିଳନୀ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅଗସ୍ତିନୂଆଗାଁ ବାତ୍ୟା ଆଶ୍ରୟସ୍ଥଳୀଠାରେ ଭାରତୀୟ ଜନତା ପାର୍ଟିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପଦ୍ମ ଚରଣ ସାହୁ କଣମଣା ମଣ୍ଡଳ ସଭାପତିଙ୍କ ନେତୃତ୍ୱରେ ଅନୁଷ୍ଠିତ ସଭାରେ ଉପସ୍ଥିତ ପ୍ରଶାନ୍ତ କୁମାର କର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ
Read More...

ବେଲପଡା ବ୍ଳକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବୀ ନେଇ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଧୂମାଭଟା ଠାରେ ସଇଁନ୍ତଲା, ବେଲପଡ଼ା ଓ ପାଟଣାଗଡ଼ରୁ ମୁରିବାହାଲକୁ ସଂଯୋଗ କରୁଥିବା ଧୂମାଭଟା ଚାରିଛକ ଠାରେ ବେଲପଡ଼ା ବ୍ଲକକୁ ସମ୍ପୂର୍ଣ୍ଣମରୁଡ଼ି ଘୋଷଣା, ସରକାରୀ ବେସରକାରୀ ଛାତ୍ରଛାତ୍ରୀମାନଙ୍କ
Read More...

ଶାଖା ଡାକପାଳ ସାରଥୀ ବେହେରା ଓଡିଶାରେ ସୃଷ୍ଟି କଲେ ନୂଆ ରେକର୍ଡ : ଗୋଟିଏ ଦିନରେ କରପଡା ଗ୍ରାମୀଣ ଶାଖା ଡାକଘରେ ୫୦୩…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବରିଷ୍ଠ ଡାକ ଅଧିକ୍ଷକ ତାରିଣୀ ଚରଣ ପାଢ଼ୀଙ୍କ ଆହ୍ୱାନ କ୍ରମେ, ଛତ୍ରପୁର ସହକାରୀ ଡାକ ଅଧିକ୍ଷକ ଶ୍ରୀମତୀ କିରଣମାଳା ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗଞ୍ଜାମ ଉପଡାକଘର ଅନ୍ତର୍ଗତ କରପଡା ଶାଖା ଡାକଘରର ବ୍ରାଞ୍ଚ ପୋଷ୍ଟ ମାଷ୍ଟର
Read More...