Daily Archives

ସ୍ମାଇଲ ଫାଉଣ୍ଡେସନ ଇଣ୍ଡିଆ ଦ୍ୱାରା ମୋବାଇଲ୍ ମେଡିକେୟାର୍ ୟୁନିଟ୍‌ର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବେସରକାରୀ ସାମାଜିକ ସଂଗଠନ "ସ୍ମାଇଲ ଫାଉଣ୍ଡେସନ ଇଣ୍ଡିଆ" ନୂଆଦିଲ୍ଲୀର ସହଯୋଗରେ ଆଜି ବଲାଙ୍ଗିର ଜିଲ୍ଲାରେ ଏକ ସ୍ୱାସ୍ଥ୍ୟ ପ୍ରକଳ୍ପ "ସ୍ମାଇଲ ଅନ ହ୍ୱିଲ"ର ଶୁଭାରମ୍ଭ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଦ୍ୱାରା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ
Read More...

ରେଳ ଷ୍ଟେସନରେ ଯାତ୍ରୀ ସେବାର ସୁବନ୍ଦୋବସ୍ତ କରାଯାଉ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାରର ସମ୍ମିଳନୀ କକ୍ଷରେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତ ସଂଘର କାର୍ଯ୍ୟକାରୀ କମିଟିର ବୈଠକ ସଭାପତି ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସହ-ସଂପାଦକ ପ୍ରଭାକର ମିଶ୍ର ବିଗତ
Read More...

ଓଡିଶା ନର୍ସିଂ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାମ୍ବାଦିକ ସମ୍ମିଳନୀ : ସଂଘର ସମସ୍ତ ଦସ୍ତାବେଜ ଯଥା ଶୀଘ୍ର…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଂଘର ଅଗ୍ରଗତୀ ନିମନ୍ତେ ଗତ ୧୫/୯/୨୧ରେ ସଂଘୀୟ ନିର୍ବାଚନ ହୋଇସାରିଛି । ଏଥିରେ ନୂତନ କର୍ମଚାରୀ ସଂଘ ଜିତ ହାସିଲ କରିବା ସହିତ ସଂଘର ଗୁରୁ ଦାୟିତ୍ୱ ନିଜ ଉପରକୁ ନେଇଛନ୍ତି । ତେବେ କୌଣସି କାରଣରୁ ସଂଘର ପୁରୁଣା ସଦସ୍ୟମାନେ ପୁରାତନ ଦସ୍ତାବେଜକୁ ନବ
Read More...

କୋଶଲ ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କ ଜୟନ୍ତୀ ପାଳନ

ପାଟଣାଗଡ, (ଗୋରେଖନାଥ ବରିହା) : ତମିଆଁ ପଞ୍ଚାୟତ ଅଏଳାତୁଙ୍ଗା ଗାଁରେ କୋଶଳି ସଂସ୍କୃତି ଦିନ କୋଶଲ ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଅବସରରେ ଭୀଷ୍ମ ସାହୁ ପୂଜା କରିଥିଲେ, ଉପେନ୍ଦ୍ର ସାହୁ କବିଙ୍କ ଗୁଣଗାନ କରିବା ସହ କୋଶଲୀ ଭାଷାର ସରକାରୀ ମାନ୍ୟତା ପାଇଁ
Read More...

ଚିଠିର ଉତ୍ତର ପାଇଁ ଲାଗିଲା ୨୦ମାସରୁ ଅଧିକ ସମୟ : ରାଜ୍ୟକୁ ଜାତୀୟ ରାଜପଥ ମରାମତି ପାଇଁ କେନ୍ଦ୍ର ଦେଉଥିବା ଅନୁଦାନ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧିନ କେନ୍ଦ୍ର ସରକାର ଦେଶର ବିକାଶକୁ ନେଇ ଅନେକ ବାହାବା ନେଉଥିବା ବେଳେ ଅନ୍ୟାନ୍ୟ ରାଜ୍ୟକୁ କେଉଁ ବିଭାଗରେ କେତେ ଅନୁଦାନ କେନ୍ଦ୍ର ଦେଉଛି ସେ ତ ଅଲଗା
Read More...

ଧର୍ମପରାୟଣା ମହିଳାଙ୍କ ଦ୍ୱାଦଶାହରେ ଶ୍ରଦ୍ଧାଞ୍ଜଳି

ବରଗଡ, (ନିରୋଜ କୁମାର ପାଣୀ) : ଭଟଲି ନିର୍ବାଚନ ମଣ୍ଡଳୀ ଭଟଲି ବ୍ଳକ ଜଡାମୁଣ୍ଡା ଗ୍ରାମର ବିଜେପି ବରିଷ୍ଠ କାର୍ଯ୍ୟକର୍ତ୍ତା ଶଶୀଭୂଷଣ ନାୟକ ମାତାଙ୍କ ଦ୍ୱାଦଶାହରେ ବରଗଡ ଜିଲ୍ଲା ଉପସଭାପତି ସୁଶାନ୍ତ ମିଶ୍ର ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଅମର ଆତ୍ମାର ସଦ୍‌ଗତି ପାଇଁ ଭଗବାନଙ୍କ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪

ବଲାଙ୍ଗିର, (କେପିଏନ୍‌ଏସ) : ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ରହିଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି । ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ. ୧୮, ୩ ଓ ୧୧ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଟିଟିଲାଗଡ ମ୍ୟୁନିସିପାଲିଟି ୱାର୍ଡ ନଂ.
Read More...

ବାସୁଦେବପୁର ଜନକଲ୍ୟାଣ ସମିତିର ଇରମ ସହିଦ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାମାଜିକ ଅନୁଷ୍ଠାନ ବାସୁଦେବପୁର ଜନକଲ୍ୟାଣ ସମିତି ଆନୁକୂଲ୍ୟରେ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ ଇରମ ସହିଦ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଡ. ରବିନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ଲକ୍ଷ୍ମଣନାଥ ଦାସଙ୍କ
Read More...

ଅମ୍ବାପାଲି ନିକଟରେ ଯୁବକଙ୍କୁ ଗଳା କାଟି ହତ୍ୟା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସହର ଉପକଣ୍ଠ ଅମ୍ବାପାଲି ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ନୃଶଂସ ହତ୍ୟାକାଣ୍ଡ ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଛି । ଦୁର୍ବୃତ୍ତମାନେ କୌଣସି ଧାରୁଆ ଅସ୍ତ୍ରରେ ଜଣେ ଯୁବକଙ୍କ ଗଳା କାଟି ହତ୍ୟା କରିଛନ୍ତି । ମୃତ ଯୁବକ ଜଣକ ଅତାବିରାର
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୧୯୨କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ୨, ପୁରୀ, ଜଗତସିଂହପୁର ଓ ଭଦ୍ରକରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ
Read More...