Daily Archives

ଫୁଲବାଣୀରେ ଭାରତ ବନ୍ଦକୁ ସମର୍ଥନ

କନ୍ଧମାଳ : କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଆଜି ନବନିର୍ମାମ କୃଷକ ସଂଙ୍ଗଠନ ଓ ଜିଲ୍ଲା କଂଗ୍ରେସ ପକ୍ଷରୁ ଭାରତ ବନ୍ଦକୁ ସମର୍ଥନ କରି କନ୍ଧମାଳ ଜିଲ୍ଲାକୁ ବନ୍ଦ କରିଯାଇଛି । ସକାଳୁ ସକାଳୁ ନବ ନିର୍ମାଣ କୃଷକ ମୋର୍ଚ୍ଚାର ସଦସ୍ୟ ଏବଂ ଜିଲ୍ଲା କଂଗ୍ରେସର କର୍ମ କର୍ତ୍ତାମାନେ ପିକେଟିଂ କରି ବନ୍ଦ
Read More...

ସୋନପୁର ଜିଲ୍ଲାରେ ଭାରତ ବନ୍ଦ ପ୍ରଭାବ

ସୋନପୁର, (ପ୍ରଭୁଦତ୍ତ ରଥ) : କେନ୍ଦ୍ର ସରକାରଙ୍କ କୃଷି ଆଇନ ପ୍ରତ୍ୟାହାର ଦାବୀରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଭାରତ ବନ୍ଦ ପ୍ରଭାବ ସୋନପୁର ଜିଲ୍ଲାରେ ଦେଖିବାକୁ ମିଳିଛି । ସକାଳୁ ସକାଳୁ ଜିଲ୍ଲାର ବିଭିନ୍ନ କୃଷକ ସଂଗଠନ, ଟ୍ରେଡ୍ ୟୁନିଅନ ଓ କଂଗ୍ରେସ ଦଳ ପକ୍ଷରୁ ସହରରେ ସମସ୍ତ ଦୋକାନ
Read More...

ଚାଷୀ ଆନ୍ଦୋଳନକୁ ଲୋଇସିଂହାରେ ବିପୁଳ ସମର୍ଥନ

ଲୋଇସିଂହା, (ସୁଶିଳ କୁମାର ମିଶ୍ର) : ଚାଷୀ ବିରୁଦ୍ଧରେ କେନ୍ଦ୍ର ସରକାରଙ୍କ କଳା କୃଷି ଆଇନକୁ ବିରୋଧ କରି ସଂଯୁକ୍ତ କିଷାନ ମୋର୍ଚ୍ଚା ଦେଇଥିବା ଭାରତ ବନ୍ଦ ଡାକରାକୁ ଲୋଇସିଂହା ନବନିର୍ମାଣ କୃଷକ ସଂଗଠନ ଓ କଂଗ୍ରେସ ପକ୍ଷରୁ ୨୬ନଂ ଜାତୀୟ ରାଜପଥକୁ ସକାଳ ୬ଟାରୁ ଅବରୋଧ କରାଯାଇଛି ।
Read More...

ଭାରତ ବନ୍ଦ ଡାକରାକୁ ସଇଁନ୍ତଲା କଂଗ୍ରେସର ସମର୍ଥନ : ମୋଦିଙ୍କ ଉପରେ ବର୍ଷିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ କୃଷି ଆଇନ୍ ପ୍ରତ୍ୟାହାର ଦାବୀରେ କୃଷକ ସଂଗଠନ ପକ୍ଷରୁ ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ସମେତ ସଇଁନ୍ତଲା କଂଗ୍ରେସ ଦଳ ସମର୍ଥନ କରିଥିବା ସହ
Read More...

ଚାଷୀ ସଂଗଠନ ଦ୍ୱାରା ଭାରତ ବନ୍ଦକୁ ଅଦ୍ଭୂତପୂର୍ବ ସମର୍ଥନ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଚାଷୀ ବିରୁଦ୍ଧରେ କେନ୍ଦ୍ର ସରକାରଙ୍କ କଳା ଆଇନକୁ ବିରୋଧ କରି ସଂଯୁକ୍ତ କିଷାନ ମୋର୍ଚ୍ଚା ଦ୍ୱାରା ଭାରତବନ୍ଦକୁ ମାନସ ବିହାର ରୁଗୁଡିଖାଲ ଠାରେ ବିପୁଳ ସମର୍ଥନ ଦେଖିବାକୁ ମିଳିଛି । ଆଗଲପୁର ବ୍ଲକ ଅନ୍ତର୍ଗତ ସାଲେଭଟାରୁ ଏକ ବାଇକ ରାଲି ରୁଗୁଡିଖାଲଠାରେ
Read More...

ପଦ୍ମପୁର ଉପଖଣ୍ଡରେ ଭାରତ ବନ୍ଦର ପ୍ରଭାବ : ଦୋକାନ ବଜାର ବନ୍ଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଦତ୍ତ ତିନି କଳା କୄଷି ଆଇନକୁ ବିରୋଧ କରି ଏହି ତିନି ଗୋଟି କଳା ଆଇନକୁ ପ୍ରତ୍ୟାହାର ଦାବୀରେ କିଶାନ ଏକତା ମଞ୍ଚ ପକ୍ଷରୁ ସୋମବାର ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦକୁ ସମର୍ଥନ କରି ରାଜବୋଡାସମ୍ବର କୄଷକ ସଂଗଠନ
Read More...

ପଦ୍ମଶ୍ରୀ ମୋହନ ନାୟକଙ୍କ ୩୮ତମ ଶ୍ରାଦ୍ଧ ଦିବସ ପାଳିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଦଳିତ ନେତା ତଥା ପୂର୍ବତନ ସାଂସଦ ଏବଂ ମନ୍ତ୍ରୀ ସ୍ୱର୍ଗତ ପଦ୍ମଶ୍ରୀ ମୋହନ ନାୟକଙ୍କ ୩୮ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସବରେଜିଷ୍ଟ୍ରାର ଅଫିସ ଛକ ଠାରେ ମୋହନ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ
Read More...

ମିଳିତ କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରାକୁ ସମର୍ଥନ : ପାଟଣାଗଡ଼ରେ ମିଳିତ ଚାଷୀ ସଂଗଠନ, କଂଗ୍ରେସ ପକ୍ଷରୁ…

ପାଟଣାଗଡ଼, (ଗୋରେଖନାଥ ବରିହା) : କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରେରିତ ୩ କୃଷି ଆଇନ୍ ପ୍ରତ୍ୟାହାର ଦାବୀରେ ମିଳିତ କୃଷକ ସଂଗଠନ ପକ୍ଷରୁ ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଭାରତ ବନ୍ଦ ଡାକରା ପ୍ରଭାବରେ ବଲାଙ୍ଗିର ପାଟଣାଗଡ଼ ଉପଖଣ୍ଡ ବେଲପଡା ଖପ୍ରାଖୋଲ ଆଦି ବ୍ଳକ ଗୁଡିକରେ
Read More...

ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ନୂଆପଡା, (ନିରାକର ମେହେର) : ନୂଆପଡା ଜିଲ୍ଲା ଶିକ୍ଷା ବିଭାଗର ସହଯୋଗରେ ଆଜି ମହଗାଁ ଉଚ୍ଚ ବିଦ୍ୟାଳୟ ଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ସିନାପାଲି ବ୍ଲକ ତଥା ନୂଆପଡା ଜିଲ୍ଲାର ଶିକ୍ଷକ ମାନଙ୍କ ମଧ୍ୟରେ ରକ୍ତଦାନ କରିବାର
Read More...

ରାଜ୍ୟରେ ଗତ ୨୪ ଘଣ୍ଟାରେ ୫ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୧୮୦କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରୁ ୩ଜଣ ରହିଥିବା ବେଳେ ନବରଙ୍ଗପୁର ଜିଲ୍ଲାରୁ ୨ଜଣ ରହିଛନ୍ତି । ଏନେଇ ରାଜ୍ୟ
Read More...