Daily Archives

ଜନସାଧାରଣଙ୍କ ପ୍ରେରଣାର ଉତ୍ସ ପାଲଟିଛନ୍ତି ଆଶିଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : କାହାକୁ ଦୟା କରିବା ପରିବର୍ତ୍ତେ ତାକୁ ସାହାଯ୍ୟ କର, ଦୟା କଲେ ସ୍ଵାଭିମାନୀ ମଣିଷ ନତମସ୍ତକ ହୋଇଯାଇ ପାରେ । ତେଣୁ ଦୟା ବଦଳରେ ତାଙ୍କୁ ସହାୟତା ପ୍ରଦାନ କର । ପ୍ରତି ବଦଳରେ ତାଙ୍କୁଠାରୁ ଧନ୍ୟବାଦ ଗ୍ରହଣ ନ କରି ବରଂ ଅନ୍ୟ ଲୋକଙ୍କୁ ସହାୟତା କରିବା ପାଇଁ
Read More...

ସୁନାରିସିକୁଆଁ ହତ୍ୟା ଘଟଣାର ପର୍ଦାଫାସ୍‌ : ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ସୁନାରିସୀକୁଆଁ ଗ୍ରାମର ହତ୍ୟାକାଣ୍ଡ ଘଟଣାରେ ଖଡ଼ିଆଳ ପୋଲିସ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଥିବା ନେଇ ନୂଆପଡା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁନୀଲ କୁମାର ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସୂଚନା
Read More...

ଓଡିଶା କ୍ରାଇମବ୍ରାଞ୍ଚର ଚଢାଉ : ଅଧିକାରୀଙ୍କୁ ଆକ୍ରମଣ, ଡାଇମଣ୍ଡ ଜବତ

ସିନାପାଲି, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଓ ବୋଡେନ ଥାନା ଅନ୍ତର୍ଗତ ବରଗାଁ ଗ୍ରାମର ଆକବର ମେହେରଙ୍କ ଘରେ ଦୀର୍ଘଦିନ ଧରି ଚାଲୁଥିବା ବାଘନଖ, ହାତୀଦାନ୍ତ, ହାତିନଖ, ଡାଇମଣ୍ଡ ପଥର ସମେତ ଅନ୍ୟାନ୍ୟ ବେଆଇନ ସାମଗ୍ରୀର ବ୍ୟାପାର ଚାଲିଥିବା ନେଇ ବିଷେଶ ସୁତ୍ରରୁ ସୂଚନା
Read More...

ଶିଶୁସୁରକ୍ଷା, ବାଲ୍ୟବିବାହ, କନ୍ୟା ଭୃଣହତ୍ୟା ପ୍ରତି ଯତ୍ନବାନ ହେବାକୁ ଆହ୍ୱାନ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ଠାରେ ଶିଶୁସୁରକ୍ଷା, ଶିଶୁ ଅଧିକାର, ଶିଶୁଯୌନ-ମୁକ୍ତ ଓ ଶିଶୁ ଆଇନ, ବାଲ୍ୟବିବାହ, କନ୍ୟା ଭୃଣହତ୍ୟା ପ୍ରତି ଯତ୍ନବାନ ହେବାକୁ ଆହ୍ୱାନ ଦେଇ ଏ ସମ୍ବନ୍ଧୀୟ ଏକ କର୍ମଶାଳା ଭି.ଏଚ.ଏ.ଆଇ. ଆନୁକୂଲ୍ୟରେ
Read More...

ସ୍ୱର୍ଗତ ଏନ୍.ସିମାଞ୍ଚଳ ରେଡ୍ଡୀଙ୍କ ୧୧ତମ ଶ୍ରାଦ୍ଧ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ପୋର୍ଟ ସୁପରଭାଇଜରସ୍ ଏଣ୍ଡ ୱାର୍କସ ୟୁନିୟନ ଆନୁକୂଲ୍ୟରେ ପୂର୍ବତନ ସଭାପତି ତଥା ପୂର୍ବତନ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ସ୍ୱର୍ଗତ ଏନ୍.ସିମାଞ୍ଚଳ ରେଡ୍ଡୀଙ୍କ ୧୧ତମ ଶ୍ରାଦ୍ଧଦିବସ ଗତକାଲି ୟୁନିୟନର ସଭାପତି ପ୍ରଶାନ୍ତ ପାଟ୍ଟଯୋଶୀଙ୍କ
Read More...

ଗଞ୍ଜାମ ଅଞ୍ଚଳର ବିଭିନ୍ନ ଉନ୍ନୟନ କାର୍ଯ୍ୟ ପରିଦର୍ଶନ କଲେ ୨୩ ଜଣିଆ ପ୍ରତିନିଧି ଦଳ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଗ୍ରାମାଞ୍ଚଳର ବିକାଶ ପ୍ରତି ଗୁରୁତ୍ୱ ଦିଆଯାଇ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକ ଚାଲୁ ରହିଛି । ଏହି ଉନ୍ନୟନ କାର୍ଯ୍ୟଗୁଡିକର ତଦାରଖ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରକଳ୍ପ ନିର୍ଦେଶକ
Read More...

ଶିଶୁଙ୍କ ଲାଗି ଦିନଟିଏ କାର୍ଯ୍ୟକ୍ରମ

ଶିଶୁ ସୁରକ୍ଷା ନିମନ୍ତେ ପ୍ରତି ବିଭାଗ ଆନ୍ତରିକତାର ସହ କାର୍ଯ୍ୟ କରିବା ଉପରେ ଗୁରୁତ୍ଵାରୋପ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ
Read More...