Daily Archives

ପାଟଣାଗଡରେ ବିଭିନ୍ନ ପ୍ରକଳ୍ପର ଡିଜିଟାଲ ଶିଲାନ୍ୟାସ ସହ ସ୍ମାଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ପାଟଣାଗଡ, (ଗୋରେଖନାଥ ବରିହା) : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଜିଲ୍ଳା ଗସ୍ତ କରି ପାଟଣାଗଡରେ ଦିବା ୧୨.୧ ମିନିଟରେ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ସ୍ଥାନୀୟ ରମାଇଁ ହାଇସ୍କୁଲ ପଡିଆ ଠାରେ ଅବତରଣ କରିଥିଲେ । ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ୧୧୫.୬୯ କୋଟି ବିନିମୟରେ ୨୩ ଟି
Read More...

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ନିଶ୍ଚିତ ଭାବରେ ରାଜ୍ୟ ସରକାର ଧନ୍ୟବାଦର ପାତ୍ର : ନରସିଂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ନିଶ୍ଚିତ ଭାବରେ ରାଜ୍ୟ ସରକାର ଧନ୍ୟବାଦର ପାତ୍ର ବୋଲି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କହିଛନ୍ତି । କିନ୍ତୁ କଥା ଓ କାର୍ଯ୍ୟରେ ଠିକ ଭାବେ ଏହାର କାର୍ଯ୍ୟକାରୀ ହୋଇପାରିଲେ ହିଁ ଗରିବ ଲୋକେ ଏହାର୍ ଲାଭ ପାଇବେ ବୋଲି
Read More...

ଟିଟିଲାଗଡରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ଆଜି ଦିନିକିଆ ବଲାଙ୍ଗିର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବ ନିର୍ଦ୍ଧାରିତ ସମୟନୁଯାୟୀ ତୁଷୁରା ଏୟାରଷ୍ଟ୍ରୀପରେ ଏକ ସ୍ୱତନ୍ତ୍ର ବିମାନରେ ପହଞ୍ଚିବା ପରେ ସେଠାରୁ ହେଲିକେପ୍ଟର ଯୋଗେ ଟିଟିଲାଗଡ଼ ସଭାସ୍ଥଳରେ ପହଞ୍ଚିଥିଲେ । ପହଞ୍ଚିବା ପରେ
Read More...

ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ ପହଞ୍ଚି ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ ପହଞ୍ଚି ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକଙ୍କ ଗସ୍ତକୁ ନେଇ ବଲାଙ୍ଗିରରେ ବେଶ୍‌ ଉତ୍ସାହ ପରିଲିକ୍ଷିତ ହେଉଛି । ବିଜେଡି କର୍ମକର୍ତ୍ତାମାନେ ନବୀନ ପଟ୍ଟନାୟକଙ୍କୁ ସ୍ୱାଗତ
Read More...

ବଲାଙ୍ଗିର ବିଜେପିର ଯୁବ ନେତା ଦିନେଶ ଶର୍ମାଙ୍କ ପିତୃ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳୁ ୮ଟା ସମୟରେ ବିଜେପିର ଯୁବ ନେତା ଦିନେଶ ଶର୍ମାଙ୍କ ପିତା ମହାବୀର ଶର୍ମାଙ୍କ କେଆର୍‌ ହସପିଟାଲରେ ହୃଦଘାତରେ ପରଲୋକ ହୋଇଯାଇଛି । ତାଙ୍କର ଦେହାନ୍ତରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
Read More...

ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାମାନ୍ୟ ବିଳମ୍ବ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ ପହଞ୍ଚିଛନ୍ତି ଏବଂ ମଞ୍ଚରେ ନିଜର ଆସନ ଗ୍ରହଣ କରି ସାରିଛନ୍ତି ।
Read More...

ଆଦର୍ଶ ଶିକ୍ଷକ ବିନାୟକ ବିଶ୍ୱାଳଙ୍କ ଦେହାନ୍ତ

ଲୋଇସଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ରତାଖଣ୍ଡି ଗ୍ରା.ପ. ଅନ୍ତର୍ଗତ ଫଲସାମାଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବିନାୟକ ବିଶ୍ୱାଳ(୩୮)ଙ୍କ ଗତକାଲି ସକାଳ ୭ଘଂଟା ସମୟରେ ଦେହାନ୍ତ ହୋଇଥିବା ଖବର ମିଳିଛି । ପ୍ରାୟ ୩ ମାସ ହେବ ସେ କିଡିନି ରୋଗରେ ଆକ୍ରାନ୍ତ ହେବା ପରେ କଟକ, ଭୁବନେଶ୍ୱର
Read More...

ପାଇକମାଲ ୟୁକୋ ବ୍ୟାଙ୍କ ସାମ୍‌ନାରେ ଦୁର୍ଘଟଣା : ୩ ଜଣ ଗୁରୁତର ଆହତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପୂର୍ବାହ୍ନ ୧୦ଟା ସମୟରେ ପାଇକମାଲ ୟୁକୋ ବ୍ୟାଙ୍କ ବିଜୁ ଏକ୍ସପ୍ରେସ ୱେ ମୁଖ୍ୟ ରାସ୍ତାସାମ୍‌ନାରେ ମୋଟର ସାଇକେଲ ଦୁର୍ଘଟଣା ଘଟି ୩ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି । ବରତୁଣ୍ଡା ଗ୍ରାମ ପଞ୍ଚାୟତ ମର୍ଯ୍ୟାଦାପାଲି ପ୍ରେମାନନ୍ଦ କେଶରା,
Read More...

ଅଗସ୍ତିନୂଆଗାଁ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଭାରତୀୟ ଜନତା ପାର୍ଟିର କର୍ମୀ ସମ୍ମିଳନୀ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅଗସ୍ତିନୂଆଗାଁ ବାତ୍ୟା ଆଶ୍ରୟସ୍ଥଳୀଠାରେ ଭାରତୀୟ ଜନତା ପାର୍ଟିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପଦ୍ମ ଚରଣ ସାହୁ କଣମଣା ମଣ୍ଡଳ ସଭାପତିଙ୍କ ନେତୃତ୍ୱରେ ଅନୁଷ୍ଠିତ ସଭାରେ ଉପସ୍ଥିତ ପ୍ରଶାନ୍ତ କୁମାର କର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ
Read More...