Daily Archives

ପଦ୍ମପୁର ବୈଦ୍ୟନାଥ ଅଗ୍ରୱାଲଙ୍କ ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସ୍‌ଟି ବିଭାଗର ଚଢାଉ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜିଏସ୍‌ଟି ଠକେଇ କରି ଜିଏସ୍‌ଟି ଫାଙ୍କିଥିବା ସନ୍ଦେହରେ ପଦ୍ମପୁର ସହରର ଜଗଦଳପୁର ରାସ୍ତାରେ ଥିବା ବୈଦ୍ୟନାଥ ଅଗ୍ରୱାଲଙ୍କ ଗଜଲଷ୍ମୀ ଷ୍ଟୋରରେ ଜିଏସ୍‌ଟି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିବା ନେଇ ଖବର ମିଳିଛି । ଜିଏସ୍‌ଟି ବିଭାଗର ବରଗଡ଼, ସମ୍ବଲପୁର ଓ
Read More...

ବିଶ୍ୱକର୍ମା ପୂଜା ଅବସରରେ ନିଷ୍ଠା ପରିବାରର ରକ୍ତଦାନ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ନିଷ୍ଠା ପରିବାର ଦ୍ୱାରା ବିଶ୍ୱର ନିର୍ମ‍ାଣକର୍ତ୍ତା ବାବା ବିଶ୍ୱକର୍ମାଙ୍କ ପୂଜନୋତ୍ସବ ଅବସରରେ ବିଶ୍ୱକର୍ମା ନଗର (ଗାଇସୀମା)ଠାରେ ଏକ ସ୍ୱେଚ୍‌ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ସାଂସଦ ତଥା
Read More...

ଅସହାୟଙ୍କ ଶବ ସତ୍କାର କଲା ବିଙ୍ଗ୍‌ ହ୍ୟୁମାନ ଫାଉଣ୍ଡେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ଏଲ୍‌ ଅନିଲ କୁମାର ଏବଂ ତାଙ୍କ ଭଉଣୀ ଏଲ ଶାନ୍ତି ଏକା ସଙ୍ଗରେ ରହୁଥିଲେ । ଅନିଲ ଡାଇଲେସିସ୍‌ ପାଇଁ ଗତକାଲି ବଲାଙ୍ଗିର ଡାକ୍ତରଖାନାକୁ ଆସିଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ଭଉଣୀ ଖବର ପାଇ ବଲାଙ୍ଗିର
Read More...

ବିଇଓଙ୍କ କାର୍ଯ୍ୟାଳୟ ସାମ୍ନାରୁ ୨ଲକ୍ଷ ଟଙ୍କା ଲୁଟିଲେ ଲୁଟେରା : ତଦନ୍ତ କରୁଛି ପୁଲିସ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବିଇଓ କାର୍ଯ୍ୟାଳୟ ସମ୍ନାରୁ ଜଣେ ଶିକ୍ଷୟିତ୍ରୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଦୁର୍ବୃତ୍ତ ମାନେ ଝାମ୍ପି ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନା ମତେ ସିଙ୍ଗବାହାଲି (ଭୁଏରପଡ଼ା) ଶିକ୍ଷୟିତ୍ରୀ ସସ୍ମିତା ତାଣ୍ଡି
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମ ଦିବସ ଅବସରରେ ଦେଓଗାଁ ବିଜେପି ପକ୍ଷରୁ ଶିବ ମନ୍ଦିରରେ ୭୧ଟି ଦୀପ…

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କରି ଦେଓଗାଁ ବିଜେପି ପକ୍ଷରୁ ସିକୁଆଁ ସ୍ଥିତ ଶିବ ମନ୍ଦିରରେ ୭୧ଟି ଦୀପ ପ୍ରଜ୍ୱଳନ କରାଯାଇଥିଲା । ଏହା ସହ ସାଲେପାଲି ସ୍ଥିତ
Read More...

ଶକ୍ତି ବିଭାଗ ସଚିବ ନିକୁଞ୍ଜ ଧଳଙ୍କ ଦେଓଗାଁ ବ୍ଳକ ପରିଦର୍ଶନ : ଛେଳି କ୍ଳଷ୍ଟର, ଛତୁ ଓ ମାଛ ଚାଷ ସହ ବହୁ କାମରେ ତଦାରଖ…

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ୧୦ଟା ସମୟରେ ଓଡ଼ିଶା ସରକାରଙ୍କ ଶକ୍ତି ସଚିବ ନିକୁଞ୍ଜ ଧଳ ଦେଓଗାଁ ବ୍ଳକ ଗାଈବାହାଲ ପଞ୍ଚାୟତର ଘୁଚିପାଲି ଓ ରତନପୁର ଗାଁକୁ ପରିଦର୍ଶନରେ ଆସିଥିଲେ । ଗାଁରେ ଚାଲିଥିବା ଜୀବନ ଜୀବିକା କାର୍ଯ୍ୟକ୍ରମର ବିଭିନ୍ନ କାର୍ଯ୍ୟକ୍ରମ ତଦାରଖ କରିଥିଲେ ।
Read More...

ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁଁ ପ୍ରତିବର୍ଷ ଚାଷୀ ଦୁର୍ଦ୍ଦଶା ଭୋଗୁଥିବା ଅଭିଯୋଗ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସଦ୍ୟ ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଡେଲାଙ୍ଗ ଅଞ୍ଚଳର ଚାଷଜମି ଜଳାର୍ଣ୍ଣବ ଓ ବର୍ଷାଜଳ ନିଷ୍କାସନ ହୋଇନପାରି ହଜାର ହଜାର ଏକର ଚାଷଜମି ଜଳବନ୍ଦୀ ଅବସ୍ଥାରେ ଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଡେଲାଙ୍ଗ-କଣାସ ମୁଖ୍ୟ ରାସ୍ତାର ଲୁଣା ନଦୀକୁ
Read More...

ରାଜ୍ୟରେ ଗତ ୨୪ ଘଣ୍ଟାରେ ୬ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି ପାଇଛି । କଟକ, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, କୋରାପୁଟ ଏବଂ ମୟୂରଭଞ୍ଜ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ
Read More...

ମୋଟର ଚାଳକଙ୍କ ସାମଜିକ ସୁରକ୍ଷା ନେଇ ଦାବୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ମୋଟର ଚାଳକ ସଂଘର ଡେଲାଙ୍ଗ ଶାଖା ପକ୍ଷରୁ ମୋଟର ଚାଳକଙ୍କ ସାମାଜିକ ସୁରକ୍ଷା ପାଇଁ ବାବା ବଣୀବକ୍ରେଶ୍ୱେର ପୀଠସ୍ଥଳୀ କୁଆପଦା ଠାରେ ସ୍ଥାନୀୟ ସଭାପତି ସନ୍ତୋଷ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଉପଦେଷ୍ଟା
Read More...

ଶରତ ଋତୁରେ ଶରତଙ୍କୁ ବିଦାୟ

ସୁରେନ୍ଦ୍ର ହୋତା, ସାମ୍ବାଦିକ, ବରଗଡ଼ ଶରତ ଋତୁରେ ପାର୍ବଣର ଆଗମନ ଠିକ ପୂର୍ବରୁ ବରଗଡ଼ ସହରରୁ ଚିରଦିନ ପାଇଁ ଶରତ ଉଭେଇ ଗଲେ । ଆପଣମାନଙ୍କ ମନରେ ପ୍ରଶ୍ନ ଉଠୁଥିବ, ଏ ଶରତ କିଏ ? ତାଙ୍କ କଣ କିଛି ସ୍ୱାତନ୍ତ୍ରତା ଥିଲା ଯେ, ତାଙ୍କ ସମ୍ପର୍କରେ ଫେସବୁକରେ ଚର୍ଚ୍ଚା ହେଉଛି । ସହରରେ ଅନେକ
Read More...