Daily Archives

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮,୦୯୨ କୁ ବୃଦ୍ଧି ପାଇଛି । ତେବେ ଆଜି କଟକରୁ ସର୍ବାଧିକ ୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହପରି ବାଲେଶ୍ୱର, ଢେଙ୍କାନାଳ,
Read More...

ଆଜି ନୂଆଁଖାଇ : ଶୁଭେଚ୍ଛା ଜଣେଇଲେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ନୂଆଁଖାଇ । ଏହି ଅବସରରେ ଶୁଭେଚ୍ଛା ଜଣେଇଛନ୍ତି ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ । କୋଭିଡ କଟକଣା ଅନୁଯାୟୀ ଚଳିତ ବର୍ଷ ପାଳନ କରାଯାଉଛି ନୂଆଁଖାଇ । ଆଜି ଘରେ ଘରେ ସମସ୍ତେ ନୂଆ ଖାଇବେ ଓ ନୂଆ ବସ୍ତ୍ର ପରିଧାନ କରିବେ । ନୂଆଁଖାଇ ଅବସରରେ
Read More...

ଆଏଜ୍‌ କୋଶଲ୍‌ ବାହିର୍‌ ଶିଘା ପରବ୍‌ ନୂଆଁଖାଇ : ଉସତ୍‌ ଉସ୍‌ନାକ୍‌ ଥି ମହକୁଛେ ଗାଁ ଠାନୁ ସହର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଏଜ୍‌ କୋଶଲ୍‌ ବାହିର୍‌ ଶିଘା ପରବ୍‌ ନୂଆଁଖାଇ । ନୂଆଁଖାଇ ପାଲନ୍‌ କରୁଛେ ସାରା ପଶ୍ଚିମ୍‌ ଓଡ଼ିଶା । ସଭେ ଗହଗହ ମହମହ । ବଛର୍‌ ଟାକର୍‌ ପରବ୍‌ କେ ଟାକି କରି ବସିଥିସନ୍‌ ପଶ୍ଚିମ ଓଡ଼ିଶାବାସୀ । ନୂଆଁ ମନ୍‌, ନୂଆଁ ଭାବ୍‌, ନୂଆଁ ଭର୍‌ସାର୍‌ ପରବ୍‌
Read More...

ନୂଆଁଖାଇ ଦିନେ ପହଁ ପହଁ ନୁ କଟିଛେ ବିଜ୍‌ଲି : ବାଏବିଛୋ ସହର୍‌ବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଏଜ୍‌ ପଶ୍ଚିମ ଓଡ଼ିଶାର୍‌ ଶିଘା ପରବ୍‌ ନୂଆଁଖାଇ । ଭୋର୍‌ ବେଲୁ ସବେ ଗାଧିପାଧି କରି ନୂଆଁଖାଇ ଖଂଜା କର୍‌ବାର୍‌ ଥି ଲାଗିପଡ଼୍‌ସନ୍‌ । ମାଁ ବହେନ୍‌ ତ' ଦେବୀ ଦେବ୍‌ତାର୍‌ ଲାଗି ଖଂଜା ବନାବାର୍‌ ଥି ବଡ଼ା ଭିଡେ଼ ରହେସନ୍‌ ନୂଆଁଖାଇ ଦିନେ । ହେଲେ ଆଏଜ୍‌
Read More...