Daily Archives

ଦୀପାଙ୍କ ଉଦ୍ୟମ କ୍ରମେ ଆନ୍ଧ୍ରପ୍ରଦେଶରୁ ଉଦ୍ଧାର ହେଲେ କଳାହାଣ୍ଡି ଜିଲ୍ଲାର ଦୁଇ ଦାଦନ ଶ୍ରମିକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଟେମରି ଗ୍ରାମର ସାମାଜିକ କର୍ମୀ ଦୀପା ବାରିକଙ୍କ ପ୍ରୟାସ କ୍ରମେ ଆନ୍ଧ୍ରପ୍ରଦେଶ ରାଜ୍ୟର ପୂର୍ବ ଗୋଦାବରୀ ଜିଲ୍ଲାର କାକିନାଡ଼ାରେ ବନ୍ଧକ ଥିବା ଦୁଇ ଦାଦନ ଶ୍ରମିକ ଉଦ୍ଧାର ହୋଇ ନିଜସ୍ଵ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ପ୍ରାପ୍ତ
Read More...

ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ ଅଫ୍‌ ରାଉରକେଲାର ସାଧାରଣ ସମ୍ପାଦିକା ହେଲେ ସଂଗୀତା ଜେନା

ରାଉରକେଲା : ରାଉରକେଲାର ଅଗ୍ରଣୀ ସାମ୍ବାଦିକ ସଂଗଠନ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ ଅଫ୍‌ ରାଉରକେଲାରେ ନିତିଦିନ ସମ୍ବାଦପତ୍ର ରାଉରକେଲା ଜିଲ୍ଲା ପ୍ରତିନିଧି ସଂଗୀତା ଜେନାଙ୍କୁ ସାଧାରଣ ସମ୍ପାଦିକା ଭାବେ ମନୋନୀତ କରାଯାଇଛି । ସେକ୍ଟର ୨୧ ସ୍ଥିତ ସଂଘ କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ ଏହାର
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ନୂତନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ଟିଟିଲାଗଡ଼ ବ୍ଲକ ମନିଗାଁ ଓ ବାନ୍ଧୁପଲା ଗ୍ରା.ପ.ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଟିଟିଲାଗଡ଼ ପୌରାଞ୍ଚଳ ୱାର୍ଡ ନଂ.୧୫ରୁ ୨ ଜଣ କରୋନାରେ
Read More...

ସୁନୀଲ ସାହୁଙ୍କ ଇଂରାଜୀ କବିତା ଉଚ୍ଚ ପ୍ରଶଂସିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ପଶ୍ଚିମ ଓଡ଼ିଶାର ଉଦୀୟମାନ ଇଂରାଜୀ ସାଲିଫର ଯୁବକବି ସୁନୀଲ ସାହୁଙ୍କ ଇଂରାଜୀ କବିତା ନିଉ ବାର୍ଡ ହେଭେନ୍ସ ଆନ୍ତର୍ଜାତୀୟ କବିତା ଗ୍ରୁପର ହେଭେନ୍ସ ଉଇକଲି ଚଏସରେ ସ୍ଥାନୀତ ହୋଇଛି । ଏହି ଗ୍ରୁପର ଏଡମିନ ସାଇ ପ୍ରକାଶ ଉଚ୍ଚ ପ୍ରଶଂସା କରିବା ସହିତ
Read More...

ବଜ୍ରପାତରେ ବିବାହିତ ଯୁବକଙ୍କ ମୃତ୍ୟୁ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ଆଜି ଅପରାହ୍ନ ସମୟରେରେ ବଜ୍ରପାତରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ଜଣାଯାଇଛି । ସୂଚନା ମତେ କର୍ଲାମୁଣ୍ଡା ବ୍ଲକର ପୌରକେଲା ଗ୍ରାମର ଲିଙ୍ଗରାଜ ରଣା (୩୭) ନିଜ କ୍ଷେତରେ ଥିବା ବେଳେ ହଠାତ୍‌ ବଜ୍ରପାତ ଘଟି ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର ପତ୍ନୀ
Read More...

ଭାଗୀରଥି ନେପାକ ସାହିତ୍ୟ ସମ୍ମାନ ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ପାଠାଗାର ସମ୍ମିଳନୀ କକ୍ଷରେ ଅଭିନନ୍ଦନ ସାହିତ୍ୟ ପରିଷଦର ବିଶେଷ ଅଧିବେଶନ ସତ୍ୟବନ୍ତ ବେଦବାକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ବିବେକ ରଥ, ମୁଖ୍ୟବକ୍ତା ତରୁଣ ମିଶ୍ର, ସଂପାଦକ ଦିବାକର
Read More...

ବିଜେପି କୃଷକ ମୋର୍ଚ୍ଚା ତରଫରୁ ପାଇକମାଲ ସେବା ସମବାୟ ସମିତି ଅଫିସକୁ ଘେରାଉ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସଂଯୋଜକ ଯୋଗେନ୍ଦ୍ର ଭୋଇଙ୍କ ନେତୃତ୍ୱରେ ଆଜି ଶତାଧିକ ଚାଷୀ ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଗହଣରେ ପାଇକମାଲ ସେବା ସମବାୟ ସମିତି କାର୍ଯ୍ୟାଳୟକୁ ଘେରାଉ କରି ସମ୍ପାଦକଙ୍କୁ ପାଞ୍ଚ ଦଫା ଦାବୀ ସମ୍ବଳିତ ଏକ ଦାବୀପତ୍ର
Read More...

ଗଞ୍ଜାମ ମହାବିଦ୍ୟାଳୟର ପୁରାତନ ଛାତ୍ରଙ୍କ ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ମହାବିଦ୍ୟାଳର ପୁରାତନ ଛାତ୍ରଙ୍କ ଏକ ବୈଠକ ଗତକାଲି କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ୱତନ୍ତ୍ର ଅତିଥି ଭାବେ କଲେଜ ଅଧ୍ୟକ୍ଷ ଡ଼. ପ୍ରବୀଣ କୁମାର ନନ୍ଦ ଓ ରାଜନୀତି ବିଜ୍ଞାନ ବିଭାଗ ରିଡର ଅମର ପ୍ରସାଦ ବିଶୋ ଯୋଗ ଦେଇଥିଲେ ।
Read More...

ଛାତ୍ରଛାତ୍ରୀଙ୍କ ପାଇଁ ଜୀବିକା ପରାମର୍ଶ କାର୍ଯ୍ୟକ୍ରମ

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ୟୁଥ୍ ଫର୍ ଭିଲେଜ୍ ଓ ଦିଗ ଦର୍ଶନ ୟୁଥ୍ କ୍ଳବ୍ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଜୀବିକା ପରାମର୍ଶ କାର୍ଯ୍ୟକ୍ରମ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ହୋଇଥିଲା । ଛାତ୍ର ଜୀବନରେ ଭବିଷ୍ୟତ ସ୍ୱପ୍ନ ଦେଖିବା
Read More...

ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିଧି ଓ ସମନ୍ୱିତ ଶିଶୁ ବିକାଶ ବିଭାଗ ତରଫରୁ ଅଙ୍ଗନବାଡି କେନ୍ଦ୍ର ଠାରେ ପୃଷ୍ଟିକର ଖାଦ୍ୟ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆଜି ମୁରିବାହାଲ ବ୍ଲକର ପତ୍ରାପଲ୍ଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲିମ୍ବପଡା ଗ୍ରାମର ଅଙ୍ଗନବାଡି କେନ୍ଦ୍ର ଠାରେ ପୃଷ୍ଟିକର ଖାଦ୍ୟ ସପ୍ତାହ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିଧି ଓ ସମନ୍ୱିତ ଶିଶୁ ବିକାଶ ବିଭାଗର ମିଳିତ ସହଯୋଗରେ ପାଳନ ହୋଇଯାଇଛି । ଏହି
Read More...