Monthly Archives

August 2021

ଅନୁଗୁଳ ନେହେରୁ ଯୁବ କେନ୍ଦ୍ର ଓ ଅନୁଗୁଳ ସ୍ଵୟଂଶାସିତ ମହବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମର…

ଅନୁଗୁଳ : ଅନୁଗୁଳ ନେହେରୁ ଯୁବ କେନ୍ଦ୍ର ଓ ଅନୁଗୁଳ ସ୍ଵୟଂଶାସିତ ମହବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ସ୍ୱାଧୀନତାର ୭୫ ବର୍ଷ ପାଳନ ଅବସରରେ ଫିଟ୍ ଇଣ୍ଡିଆ ରନ -୨୦୨୧ର କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ରର ସମସ୍ତ ସ୍ଵେଚ୍ଛାସେବୀ ଅନୁଗୁଳ
Read More...

ଜିଲ୍ଲା ବାଜା ମାଲିକ ସଂଘର ବୈଠକ ଅନୁଷ୍ଠିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ଡାକ ବଙ୍ଗଳା ଠାରେ ଜିଲ୍ଲା ବାଜା ମାଲିକ ସଂଘ ର ଏକ ବୈଠକ ଅନୁଷ୍ଠିତ ହୋଯାଇଛି । ଦୀର୍ଘ ଦୁଇବର୍ଷ ହେଲା କୋରୋନା କଟକଣା ହେତୁ ବ୍ୟାଣ୍ଡ ପାର୍ଟି,ଦୁଲ୍‌ଦୁଲି, ଡିଜେ ଇତ୍ୟାଦି ସବୁ ପ୍ରକାରର ବାଜା ବନ୍ଦ ରହିଛି । ବୌଦ୍ଧ
Read More...

କେଶରୀୟା ହିନ୍ଦୁ ବାହିନୀ ଓଡ଼ିଶା ରାଜ୍ୟ ସଭାପତି ସନ୍ତୋଷ ଭୋଳଙ୍କ ଢେଙ୍କାନାଳ ଜିଲ୍ଲା ଗସ୍ତ

ଢେଙ୍କାନାଳ : ଆଜି କେଶରୀୟା ହିନ୍ଦୁ ବାହିନୀ ଓଡ଼ିଶା ରାଜ୍ୟ ସଭାପତି ସନ୍ତୋଷ ଭୋଳ ଢେଙ୍କାନାଳ ଜିଲ୍ଲା ଗସ୍ତ କରିଛନ୍ତି । ଏହି ଅବସରରେ ତାଙ୍କୁ ଢେଙ୍କାନାଳ ସ୍ଥିତ ଯାଉଁଳି ପୋଖରୀ ମଠ ଠାରେ ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ସସ୍ମିତା ସାମଲ ଏବଂ ଜିଲ୍ଲାର ଅନ୍ୟାନ୍ୟ
Read More...

ଅସହାୟ ମୃତକ କଲ୍ୟାଣର ପରିବାରକୁ ସହଯୋଗର ହାତ ବଢ଼େଇଲା ସେବା ଚେରିଟେବୁଲ ଟ୍ରଷ୍ଟ

ପାଟଣାଗଡ଼, (ଗୋରେଖନାଥ ବରିହା) : ଗତ ୮ତାରିଖରେ ଅସମୟରେ ମୃତ୍ୟୁ ବରଣ କରିଥିଲେ ଅସହାୟ କଲ୍ୟାଣ ସୋନି । ମୃତକ କଲ୍ୟାଣର ପରିବାର କହିଲେ ସ୍ତ୍ରୀ ସୀତା ସୋନି, ଝିଅ ଲକ୍ଷ୍ମୀ ସୋନି(୧୪), ସୁମନ୍ତ ରାଜ ସୋନି(୧୨), ଉର୍ମିଳା ସୋନି (୧୦) ଏବଂ ଶିବ ନାରାୟଣ ସୋନି (୮) । ଆଜି ପର୍ଯ୍ୟନ୍ତ ମୃତକ
Read More...

ଆସନ୍ତା ୧୬ରେ ଜିଲ୍ଲାରେ ୧୮ରୁ ଅଧିକ ନାଗରିକଙ୍କ ପାଇଁ ୩୬କେନ୍ଦ୍ରରେ ଟୀକାକରଣ : ଦ୍ଵିତୀୟ ଡୋଜ଼ ନିମନ୍ତେ ଯୋଗ୍ୟ…

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁତା.୧୬/୦୮/୨୧ ରିଖ ଦିନ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଲକ ଓ ସୋନପୁର ମ୍ୟୁନିସିପାଲିଟିର ବ୍ୟବସ୍ଥିତ ୩୬ କେନ୍ଦ୍ରରେ ଯଥା-ସୋନପୁର ବ୍ଲକରେ ୦୪ଟି କେନ୍ଦ୍ର, ଡୁଙ୍ଗୁରିପାଲି ବ୍ଲକ
Read More...

ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ଅଚାନକ ବିଜେପୁର ଗସ୍ତ : ବିଭିନ୍ନ ଉଚ୍ଚ ବିଦ୍ୟାଳୟ କଲେ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାପାଳ ମନୀଷା ବାନାର୍ଜୀ ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକକୁ ଅଚାନକ ଗସ୍ତ କରି ବିଜେପୁର ବ୍ଲକ ଅଞ୍ଚଳରେ ମୋ ସ୍କୁଲ ଯୋଜନା ତଥା ରାଜ୍ୟ ସରକାର ପ୍ରଦାନ କରିଥିବା ଅର୍ଥ ବିନିଯୋଗରେ ନିର୍ମାଣ ଏବଂ ମୋଡିଟାଇସନ ଚାଲିଥିବା ବିଭିନ୍ନ ବିଦ୍ୟାଳୟମାନ
Read More...

ଦୟା ସେତୁ ନିର୍ମାଣରେ ଅହେତୁକ ବିଳମ୍ବ ନେଇ ଜୋର୍‌ ଧରିଛି ଜନ ଅସନ୍ତୋଷ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଘୋରଡିଆ ଗ୍ରାମର ପଶ୍ଚିମ ପାଶ୍ୱର୍ରେ ପ୍ରବାହିତ ଦୟାନଦୀର ଗୋପଘାଟ ଠାରେ ହେବାକୁଥିବା ବହୁ ପ୍ରତିକ୍ଷତ ଘୋରଡିଆ-ଯୋରକଣୀ ରାସ୍ତାକୁ ସଂଯୋଗ କରୁଥିବା ଦୟା ସେତୁ ନିର୍ମାଣରେ ବିଳମ୍ବ ଯୋଗୁଁ ସ୍ଥାନୀୟ
Read More...

ନରସିଂହଙ୍କ ଚୁଡାପାଲି ଗସ୍ତ : ରୋଗୀ କଲ୍ୟାଣ ସମିତି ଓ ଅନୁସୂଚିତ ଜନଜାତି ବିଦ୍ୟାଳୟ ବୈଠକରେ ଯୋଗଦେଲେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ଅପରାହ୍ନ ୪ ଘଣ୍ଟା ସମୟରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଚୁଡାପାଲି ଗସ୍ତରେ ଯାଇ ସେଠାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ କଲ୍ୟାଣ ସମିତି ବୈଠକ ଏକ ଅନୁସୂଚିତ ଜାତି ଓ ଜନଜାତି ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ କର୍ମଚାରୀ ଏବଂ ସ୍ଥାନୀୟ
Read More...

ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ ପାଇଲା : କଳାରେ ପାସ ହାର ୯୮.୫୮ ପ୍ରତିଶତ

ଭୁବନେଶ୍ୱର : ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ ପାଇଛି । ରେଜଲ୍ଟ ପୁସ୍ତିକାକୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉନ୍ମୋଚନ କରିଥିବା ବେଳେ ଓ୍ୱେବସାଇଟ www.orissaresults.nic.inରୁ ଫଳାଫଳ ଜାଣି ପାରିବେ ଛାତ୍ରଛାତ୍ରୀ । ଚଳିତ ବର୍ଷ କଳାରେ ରେଗୁଲାର ପାସ ହାର ୯୮.୫୮%
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଘର ବଣ୍ଟନରେ କୋଶଳାଂଚଳକୁ ଉପେକ୍ଷା ପ୍ରତିବାଦରେ ଖୁବ୍‌ ଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଗତ କୋଶଳ ସ୍ୱାଭିମାନ ଯାତ୍ରାର ସମୀକ୍ଷା ଓ ଆଗାମୀ କାର୍ଯ୍ୟକ୍ରମ ପାଇଁ କୋସଲ ଯୁବ ସମନ୍ୱୟ ସମିତିର ରାଜ୍ୟ ନେତୃତ୍ୱ ମଣ୍ଡଳୀର ଏକ ବୈଠକ ଗତକାଲି ସ୍ଥାନୀୟ ଯାଦବ ଭବନରେ ଅନୁଷ୍ଠିତ ହୋଇଯାଇଛି । କୋଶଳ ଯୁବ ସମନ୍ୱୟ ସମିତିର ରାଜ୍ୟ ସଭାପତି ଡୋଳାମଣି
Read More...