Monthly Archives

August 2021

ଟ୍ରେନରୁ ପଡ଼ି ଜଣେ ଯୁବକ ଗୁରୁତର ଆହାତ

ଛତ୍ରପୁର ରେଳଷ୍ଟେସନ ରେ ଘଟିଛି ଏହି ଅଘଟଣ ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରେଳଷ୍ଟେସନ ନିକଟରେ ଗତକାଲି(ରବିବାର) ଏକ ଅଘଟଣ ଘଟିଛି, ଖବର ନେବାରୁ ଜଣାଯାଇଛି, ଯେ, ଜଣେ ଯୁବକଙ୍କୁ ଚଳନ୍ତା ଟ୍ରେନରୁ ଠେଲି ଦେଇଥିବା ଅଭିଯୋଗ ହୋଇଛି । ସେ ଟ୍ରେନ ଲାଇନ୍ କଡେ ପଡି ଗୁରୁତର
Read More...

ଗଞ୍ଜାମ ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ଝୁଲଣ ଉତ୍ସବ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ମନ୍ଦିର ମାଳିନୀ ଗଞ୍ଜାମ ସହରାଞ୍ଚଳରେ ବିଭିନ୍ନ ସାହି ମାନଙ୍କରେ ରହିଥିବା ଶ୍ରୀ ରାଧାକୃଷ୍ଣ ମନ୍ଦିର ମାନଙ୍କରେ ଝୁଲଣ ଉତ୍ସବ ଆୟୋଜିତ ହୋଇଥିବା ଦେଖିବାକୁ ମିଳିଛି । ସହରରେ ରହିଥିବା ଶ୍ରୀ ଚୈତନ୍ୟ ମଠ, ଶ୍ରୀ ଜଗନ୍ନାଥ ମନ୍ଦିର ଓ ରାଉଳ ସାହିରେ ରହିଥିବା
Read More...

ଅଣ୍ଡାଗ୍ରାମ ଜନସେବା କେନ୍ଦ୍ର ଓ ତପସ୍ୟା ପାଠାଗାର ପକ୍ଷରୁ ବୃକ୍ଷକୁ ରାକ୍ଷୀ ବନ୍ଧନ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ରବିବାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଖୋର୍ଦ୍ଧା ଜିଲ୍ଲା ଅଣ୍ଡାଗ୍ରାମ ସ୍ଥିତ ଜନସେବା କେନ୍ଦ୍ର ଓ ତପସ୍ୟା ପାଠାଗାରର ମିଳିତ ଆନୁକୂଲ୍ୟରେ ବୃକ୍ଷଦେବତାଙ୍କୁ ବିଧିବଦ୍ଧ ଭାବେ ପୂଜନ ହୋଇ ବୃକ୍ଷ ସହିତ ରାକ୍ଷୀ ବନ୍ଧନ କାର୍ଯ୍ୟକ୍ରମ ଏକ
Read More...

ବେହେରାପାଲିଠାରେ ମେହେର ଜୟନ୍ତୀ ପାଳନ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ସୋହେଲା ବେହେରାପାଲିଠାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ଗିରିଜା ଶଙ୍କର ଆଚାର୍ଯ୍ୟ, ସମ୍ମାନିତ
Read More...

ଗୋପପୁର ଆଶ୍ରମରେ ନୂଆଁଖାଇ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଅନ୍ତର୍ଗତ ଗୋପପୁର ମହିମା ଆଶ୍ରମଠାରେ ନୂଆଁଖାଇ(ନବାନ୍ନ) ଉତ୍ସବ ପାଳିତ ହୋଇଯାଇଛି । ବିଗତ ଶତାଧିକ ବର୍ଷ ହେବ ଏହି ଆଶ୍ରମରେ ଶ୍ରାବଣ ପୂର୍ଣ୍ଣିମାରେ ମହିମା ଧର୍ମାବଳମ୍ବୀ ନୂଆଁଖାଇ ପାଳନ କରି ଆସୁଛନ୍ତି । ପବିତ୍ର
Read More...

ରମ୍ଭା ଗାୟତ୍ରୀ ଶକ୍ତିପୀଠ ଓ ସମ୍ବାଦ ସାହିତ୍ୟ ଘର ରମ୍ଭା ତରଫରୁ ବରିଷ୍ଠ ନାଗରିକ ଦିବସ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ସହରର ଗାୟତ୍ରୀ ଶକ୍ତିପୀଠ ପ୍ରଜ୍ଞା ଭବନ ପରିସରରେ ଗାୟତ୍ରୀ ଶକ୍ତିପୀଠ ଓ ସମ୍ବାଦ ସାହିତ୍ୟ ଘର ରମ୍ଭା ଏନଏସିର ମିଳିତ ସହଯୋଗରେ ୨୫ତମ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ସହ ପୂଜ୍ୟପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗାୟତ୍ରୀ
Read More...

ବ୍ରହ୍ମାକୁମାରୀ ସଂସ୍ଥାନ ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ ତରଫରୁ ପବିତ୍ର ରକ୍ଷାବନ୍ଧନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସମସ୍ତ ଭାଇ, ଭଉଣୀ ଓ ମାଆମାନଙ୍କୁ ସଭିଙ୍କୁ ପାରମ୍ପରୀକ ଭାବେ
Read More...

କୋଶଳୀ କ୍ଷୁଦ୍ର ଚଳଚିତ୍ର ‘କାନ୍ଦୁଛେ ରାକ୍ଷୀ’ ଉନ୍ମୋଚିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗ୍ରାମର ତଥା ଅଞ୍ଚଳର ଅନେକ ଛୋଟ ବଡ଼ କଳାକାରକୁ ନେଇ ଆଜି କୋଶଳୀ କ୍ଷୁଦ୍ର ଚଳଚିତ୍ର କାନ୍ଦୁଛେ ରାଖୀ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଘୁନସର ସରପଞ୍ଚଙ୍କ ପ୍ରତିନିଧି ତଥା ସମାଜସେବୀ
Read More...

ସେପ୍ଟେମ୍ବର ୬ ଯାଏଁ ହରିୟାଣାରେ ବଢ଼ିଲା ଲକଡାଉନ ଅବଧି

ଚଣ୍ଡିଗଡ଼ : ସେପ୍ଟେମ୍ବର ୬ ଯାଏଁ ହରିୟାଣାରେ ବଢ଼ିଛି ଲକଡାଉନ ଅବଧି । ଏନେଇ ହରିୟାଣା ସରକାର ଘୋଷଣା କରିଛନ୍ତି । ଦେଶରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଉଛି । ତେବେ ଏହି ନୂଆ ଗାଇଡଲାଇନ୍ ଅନୁସାରେ, କଟକଣାରେ କିଛିଟା କୋହଳ କରିଛନ୍ତି ରାଜ୍ୟ ସରକାର । ଲକଡାଉନ ସମୟରେ ହୋଟେଲ
Read More...

ପାଟଣାଗଡ଼ ବିଧାୟକଙ୍କ ବାସଭବନରେ ରକ୍ଷାବନ୍ଧନ ପର୍ବ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ସ୍ନେହ ମମତା ତଥା ଭଲପାଇବାର ପର୍ବ ଏହି ରାକ୍ଷୀ ପୂର୍ଣ୍ଣିମା । ଏହି ରାକ୍ଷୀ ପୂର୍ଣ୍ଣିମାରେ ସମସ୍ତ ଭାଇ ଓ ଭଉଣୀ ମାନଙ୍କ ମଧ୍ୟରେ ରାକ୍ଷୀର ଡୋରି ଭଳି ସମ୍ପର୍କ ମଜଭୁତ ହୋଇ ରହୁ ଏବଂ ପ୍ରତ୍ୟେକ ଭାଇ ତା'ର ଭଉଣୀର ସୁରକ୍ଷା କରିବାର ସଂକଳ୍ପ ନେବା ସହ
Read More...