Monthly Archives

August 2021

କରୋନା କଟକଣାକୁ କୋହଳ କଲେ ରାଜ୍ୟ ସରକାର : ସେପ୍ଟେମ୍ବର ମାସ ପାଇଁ ଆସିଲା ନୂଆ ଗାଇଡଲାଇନ୍‌

ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ମାସ ପାଇଁ କରୋନା କଟକଣାକୁ କୋହଳ କରିବା ସହ ଆଜି ନୂଆ ଗାଇଡଲାଇନ୍‌ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ଏହି ନୂଆ ଗାଇଡଲାଇନ ଅନୁସାରେ ସେପ୍ଟେମ୍ବର ୧ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବାକୁ ଥିବା ବେଳେ ନାଇଟ୍ କର୍ଫ୍ୟୁରେ ମଧ୍ୟ
Read More...

ଛତ୍ରପୁର ଏନ୍‌ଏସି ମ୍ୟୁନିସିପାଲିଟିରେ ପରିଣତ ହେବ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅବା ଏନ୍‌ଏସିକୁ ମ୍ୟୁନିସିପାଲିଟିରେ ପରିଣତ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ଦସ୍ତାବିଜ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି । ଠିକ୍‌ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସଠିକ ନିର୍ଣ୍ଣୟ ନିଆଯିବ
Read More...

ପ୍ରଶାସନର ଅବହେଳା : ଗ୍ରାମବାସୀ ତିଆରିଲେ ରାସ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗ୍ରାମମାନଙ୍କୁ ସହର ମୁଖ୍ୟ ସ୍ରୋତ ସହ ଯୋଡିବା ପାଇଁ ସରକାର ବହୁ ପ୍ରକାର ଯୋଜନା ମାନର ବ୍ୟବସ୍ଥା କରୁଛନ୍ତି । ଏହା ସହ କୋଟି କୋଟି ଟଙ୍କାର ବଜେଟ ପ୍ରତି ବର୍ଷ ଏହି ଯୋଜନାମାନଙ୍କୁ କାର୍ଯ୍ୟକାରୀ କରିବା ପାଇଁ ଖର୍ଚ୍ଚ ହେଉଛି, କିନ୍ତୁ ବର୍ତ୍ତମାନ ମଧ୍ୟ
Read More...

ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତିଙ୍କ ମରୁଡି ଅଞ୍ଚଳ ପରିଦର୍ଶନ : ସଂପୂର୍ଣ୍ଣ ମରୁଡି ଘୋଷଣା ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ପଦ୍ମପୁର ସବ ଡିଭିଜନର ଝାରବନ୍ଧ, ପାଇକମାଲ, ପଦ୍ମପୁର, ବିଜେପୁର, ଗାଇସିଲେଟ ଅଞ୍ଚଳରେ ଭୟଙ୍କର ମରୁଡି ପରିସ୍ଥିତି ଦେଖା ଦେଇଛି । ଚାଷୀ ମାନେ ଏବେ ମୁଣ୍ଡରେ ହାତ ଦେଇ ବସି ସାରିଲେଣି । ଆଜି ପଦ୍ମପୁର ପୂର୍ବତନ ବିଧାୟକ ତଥା
Read More...

୩ ବାଇକ ସହ ୨୬ କେଜି ଗଞ୍ଜେଇ ଜବତ : ଗଞ୍ଜେଇ ମାଫିଆ ଫେରାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ବଢି ବଢି ଚାଲିଥିବା ବେଳେ ଆଜି ୩ ଟି ବାଇକ ସହ ୨୬ କେଜି ଗଞ୍ଜେଇକୁ ଅବକାରୀ ବିଭାଗ ପକ୍ଷରୁ ଜବତ କରାଯାଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଗଞ୍ଜେଇ ମାଫିଆ ମାନେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ନେଇ କୌଣସି ସୂତ୍ରରୁ
Read More...

ପାଟଣାଗଡ଼ ଏନ୍ଏସି ପକ୍ଷରୁ ୫୯ ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ : ଐତିହାସିକ ପାଟଣାଗଡ଼ ସୌନ୍ଦର୍ଯ୍ୟ ଓ ଶ୍ରୀବୃଦ୍ଧି…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ୫୯ ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ପ୍ରଶାସକ ତଥା ଭାରପ୍ରାପ୍ତ ଉପଜିଲ୍ଲାପାଳ ଚେୟାରମେନ ଡ଼ ପୁଷ୍ପାଞ୍ଜଳି ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସକାଳ ୯ ଟାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ
Read More...

ବ୍ରହ୍ମପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀକୁ ନେଇ ଗଞ୍ଜାମ ଜିଲ୍ଲା ଓକିଲ ସଙ୍ଘର ଜରୁରୀ ବୈଠକ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀକୁ ନେଇ ଆଜି ଗଞ୍ଜାମ ଜିଲ୍ଲା ଓକିଲ ସଙ୍ଘର ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ ଗଞ୍ଜାମ ଜିଲ୍ଲା ଓକିଲ ସଂଘ ୨୦୦୮ ମସିହା ଠାରୁ ଏହି ଦାବୀ ଉଠାଇ ଆନ୍ଦୋଳନ କରୁଥିବା ବେଳେ ପ୍ରତ୍ୟେକ
Read More...

ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ : ୫ଟି ରୁପାନ୍ତିକରଣରେ ସାମିଲ ନେଇ ମନ୍ତ୍ରୀଙ୍କ…

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟର ୫୦ବର୍ଷ ପୂର୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ପବିତ୍ର ଜନ୍ମାଷ୍ଟମୀରେ ପାଳିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ଉତ୍କଳ ସ୍ୱାଭିମାନ ମଚଂର ସଭାପତି ରାଧାକାନ୍ତ ଦାଶ
Read More...

ସଂଖୋଳିଆ ମିଲର ପର୍ଦାଫାସ : ମିଲ୍‌ ଓଜନ କଣ୍ଟାରେ ଧକ୍କା ଖାଉଛନ୍ତି ଚାଷୀ

ବରଗଡ, (ନିରୋଜ କୁମାର ପାଣୀ) : ଓଡ଼ିଶାର ଭାତ ହାଣ୍ଡି ତଥା ଚାଷୀ ବହୁଳ ଅଞ୍ଚଳ ଭାବେ ବେଶ ପରିଚିତ ବରଗଡ଼ ଜିଲ୍ଲା । ଅତାବିରା ବ୍ଲକ ସରଣ୍ଡା ଛକ(ଏନ୍‌ଏଚ୍‌୬) ପେଟ୍ରୋଲ ଟାଙ୍କି ନିକଟସ୍ଥ ସଂଖୋଳିଆ ମିଲ୍‌ରେ ଜଣେ ଚାଷୀ ୧୧ ପକେଟ୍‌ ଧାନ ବିକ୍ରି କରି ଯାଇଥିବା ବେଳେ ୧୧ ପକେଟ ଧାନ ଓ ଏକ ଡାଲା
Read More...

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦,୯୪୧ କରୋନା ଆକ୍ରାନ୍ତ ଚିହ୍ନଟ : ୩୫୦ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦,୯୪୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ଆକ୍ରାନ୍ତ ମାମଲା ୩,୨୭,୬୮,୮୦୦ ଓ ମୃତ୍ୟୁସଂଖ୍ୟା ୪,୩୮,୫୬୦ରେ ପହଞ୍ଚିଛି । ସେହିଭଳି, ଗତ ୨୪ ଘଣ୍ଟା
Read More...