Monthly Archives

August 2021

ଫଟାମୁଣ୍ଡା ପଞ୍ଚାୟତର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ସାମିଲ

ପାଟଣାଗଡ, (ଗୋରେଖନାଥ ବରିହା) : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଉପସ୍ଥିତିରେ ପାଟଣାଗଡ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଫଟାମୁଣ୍ଡା ପଞ୍ଚାୟତର ୬୮ ଜଣ ବିଜେପି ଓ କଂଗ୍ରେସ ଦଳ ଛାଡି
Read More...

ସମ୍ବର୍ଦ୍ଧନା ସଭାରେ ବ୍ଳକ ସଭାନେତ୍ରୀ ଜୋଷ୍ଣ।ଙ୍କୁ ସମ୍ବର୍ଦ୍ଧିତ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଳକ ସ୍ଥାନୀୟ ଡାକ ବଙ୍ଗଳା ଠାରେ ଆଜି ବିଜୁ ଜନତା ଦଳ ପକ୍ଷରୁ ନୂତନ ଭାବେ କର୍ମକର୍ତ୍ତାମାନଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଥିବା ବେଳେ ବ୍ଳକ ସଭାନେତ୍ରୀ ଜୋଷ୍ଣ।ମୟୀ ନାଗଙ୍କୁ ବିଜେଡି ଦଳ ପକ୍ଷରୁ ସମ୍ବର୍ଦ୍ଧନା ସଭାରେ
Read More...

ଓଡ଼ିଶା କୁକୁଡ଼ା ଚାଷୀ ଉନ୍ନୟନ ଫୋରମର ବୈଠକ ଅନୁଷ୍ଠିତ

ପିପିଲି, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ପୋଲେଟ୍ରି ଫାର୍ମ ଡେଭଲପମେଣ୍ଟ ଫୋରମ, ଓଡିଶା ଆନୁକୂଲ୍ୟରେ ପିପିଲି ୟୁନିଟର ଫନି କ୍ଷତିଗ୍ରସ୍ତ କୁକୁଡା ଚାଷୀ ମାନଙ୍କର ଏକ ବୈଠକ ପିପିଲି ସ୍ଥିତ ରୟାଲ୍ ପ୍ୟାଲେସ୍ କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପିଏଫ୍‌ଡିଏଫ୍‌ର ଅଧ୍ୟକ୍ଷ
Read More...

ମିଳିତ ମଂଚ ଗଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟଡିୟମ ଠାରେ ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ସଂଘ ତଥା ପଶ୍ଚିମାଂଚଳ ଅବସରପ୍ରାପ୍ତ କର୍ମଚାରୀ ସଂଘର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇ ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ମିଳିତ ମଂଚ ନାମରେ ଏକ ବୃହତ ସଂଘ ଗଠିତ ହୋଇଯାଇଛି । ଏଥିରେ
Read More...

ମହିଳା ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଗୁଆଳିପଡା ଗ୍ରାମ ପଞ୍ଚାୟତ କଲ୍ୟାଣମଣ୍ଡପ ପରିସରରେ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭାନ୍ରେତୀ ବାସନ୍ତୀ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡେଲାଙ୍ଗ ବ୍ଳକ ବିଜେଡି ସଭାପତି ବୈରାଗୀ
Read More...

ସୋନପୁର ମହାବିଦ୍ୟାଳୟ ଓଡିଆ ବିଭାଗ ତରଫରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୋନପୁର ମହାବିଦ୍ୟାଳୟ ଓଡିଆ ବିଭାଗ ତରଫରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଅଦ୍ୟ ତା୨୫/୮/୨୧ ଥିବା ୧୧ଘଣ୍ଟା ସମୟରେ ପାଳିତ ହୋଇଯାଇଛି । ବିଭାଗୀୟ ମୁଖ୍ୟ ଡକ୍ଟର ସୌରଭ ରଞ୍ଜନ ଖମାରୀଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି
Read More...

ଚାଲିଛି ସଚେତନତାଧର୍ମୀ ସର୍ଟ ଫିଲ୍ମ ‘ଇସ୍କୁଲ୍ ଡାକୁଛେ ଆ’ର ସୁଟିଂ

ଭବାନୀପାଟଣା : ସଂପ୍ରତି କରୋନା ମହାମାରୀ ଯୋଗୁଁ ଅନେକ ଛାତ୍ରଛାତ୍ରୀ ପାଠପଢ଼ା ଛାଡ଼ି ଅନ୍ୟ କାର୍ଯ୍ୟରେ ନିୟୋଜିତ ହେଉଥିବା ଦେଖିବାକୁ ମିଳୁଛି । ଏଥିପାଇଁ ଡ୍ରପ୍‌ଆଉଟ୍ ହାର ପୂର୍ବାପେକ୍ଷା ବଢ଼ିବାରେ ଲାଗିଛି । ସେହି ପିଲାମାନଙ୍କୁ କେମିତି ପୁନଃ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିହେବ, ଏହାକୁ
Read More...

ଏବିଇଓ ଠାକୁର ସାହୁଙ୍କୁ ବିଦାୟ ସମ୍ବର୍ଦ୍ଧନା

ଭବାନୀପାଟଣା : ସ୍ଥାନୀୟ ଗଣନାଥୁର ହାଇସ୍କୁଲରେ ଭବାନୀପାଟଣା ଏବିଇଓ ଠାକୁର ଚରଣ ସାହୁଙ୍କୁ ବିଦାୟକାଳୀନ ସମ୍ୱର୍ଦ୍ଧନା ଦିଆଯାଇଛି । ଶ୍ରୀ ସାହୁ ବର୍ତ୍ତମାନ ମ.ରାମୁରରେ ବିଇଓ ଭାବେ ପଦୋନ୍ନତି ପାଇଛନ୍ତି । ସେ ଏହି ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ
Read More...

ବୁର୍ଡ।ରେ ବିଜେଡିର ସମ୍ବର୍ଦ୍ଧନା ଉତ୍ସବ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଳକ ବୁର୍ଡ। ଡାକ ବଙ୍ଗଳା ଠାରେ ବିଜୁ ଯୁବ ଜନତା ଦଳର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଲୋଇସିଂହା ବ୍ଲକ ସଭାପତି ପ୍ରକାଶ ମହାରଣାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ
Read More...

ଜନମତ ଓ ନରସିଂହ ବିଧାନସଭା ପୂର୍ବରୁ ସଂଗଠନ ଓ ବୁଦ୍ଧିଜୀବୀଙ୍କ ଠୁ ପ୍ରସ୍ତାବ ଗ୍ରହଣ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିରରେ ଥିବା ଅଗ୍ରଣୀ ସାମାଜିକ, ସାଂସ୍କୃତିକ ସଂଗଠନ, ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକଙ୍କ ଠୁ ଆଗାମୀ ବିଧାନସଭା ଅଧିବେଶକୁ ଆଖି ଆଗରେ ରଖି ବଲାଙ୍ଗିରର କ’ଣ ସବୁ ସମସ୍ୟା ରହିଛି ସେ ଉପରେ ଆଲୋଚନା ତଥା ଲୋକଙ୍କ
Read More...