Daily Archives

ଗତ ୨୪ ଘଂଟାରେ ରାଜ୍ୟରେ ୬୦୯ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୦୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୭ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୫୨୮ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୫୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୫୫ ଜଣ ଆଂଚଳିକ
Read More...

ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ପଦ୍ମପୁରର ପ୍ଲାଟିନମ ଜୁବ୍‌ଲି ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ପ୍ଲାଟିନମ ଜୁବ୍‌ଲି ପାଇଁ ଏକ ପ୍ରସ୍ତୁତି ବୈଠକ ସଭାପତି ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଇହଲିଳା ସମ୍ଭରଣ କରିଥିବା ପୁରାତନ ଛାତ୍ର ଶୁଭ ସିଂ ଡନସନା,
Read More...

ଦେଓଗାଁରେ ଜେଏମ୍ଏଫ୍‌ସି କୋର୍ଟ ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁରେ ଜେଏମ୍‌ଏଫ୍‌ସି କୋର୍ଟର ଆବଶ୍ୟକତା ଥିଲେ ମଧ୍ୟ ଦୀର୍ଘ ବର୍ଷ ହେଲା ପ୍ରତିଷ୍ଠା କରାଯାଉନଥିବାରୁ ଦେଓଗାଁବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ ଦେଓଗାଁ ବ୍ଳକ ଏକ ଆଦିବାସୀ, ହରିଜନ ଅଧ୍ୟୁସିତ ଅଞ୍ଚଳ ଭାବେ ବେଶ ଜଣାଶୁଣା । ଦେଓଗାଁ
Read More...

ରକ୍ତ ଦେଇ ରୋଗୀଙ୍କ ଜୀବନ ବଞ୍ଚାଇଲେ ସୁରେନ୍ଦ୍ର ନାଗ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଜଣେ ରୋଗୀଙ୍କୁ ରକ୍ତ ଦରକାର ଥିବା ଜାଣି ଦେଓଗାଁ ବ୍ଲକ ମହଲେଇ ପଞ୍ଚାୟତ ପାଣ୍ଡେଲ ଗାଁର ସୁରେନ୍ଦ୍ର ନାଗ (୨୯) ଯାଇ ରକ୍ତଦାନ କରି ଉକ୍ତ ରୋଗୀଙ୍କ ଜୀବନ ବଞ୍ଚାଇଛନ୍ତି । ସେ ଆଗରୁ ମଧ୍ୟ ପାଞ୍ଚ ଥର ରକ୍ତ ଦେଇ
Read More...

ପଦ୍ମପୁର ବ୍ଲକ କଂଗ୍ରେସ ପକ୍ଷରୁ ଆଗାମୀ ପଞ୍ଚାୟତ ନିର୍ବାଚନ ରଣନୀତି ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପବିତ୍ର ଶୈବପୀଠ କଣ୍ଠେଶ୍ୱରପୁର ଠାରେ ପଦ୍ମପୁର ବ୍ଳକ କଂଗ୍ରେସ ଦଳର ସଭାପତି ଚମ୍ପକେଶ୍ୱର ପୁରୋହିତଙ୍କ ନେତୃତ୍ୱରେ କଂଗ୍ରେସ ଦଳର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତିର ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ
Read More...

ବର୍ଷିଆନ୍‌ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ଆଜି ୮୪ତମ ଜନ୍ମ ଦିବସ : ଅଜସ୍ର ଶୁଭକାମନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ପ୍ରତିଷ୍ଠାତା ସଦସ୍ୟ ତଥା ବର୍ଷିଆନ୍‌ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ଆଜି ୮୪ତମ ଜନ୍ମ ଦିବସ । ଏହି ଅବସରରେ ତାଙ୍କର ସୁସ୍ଥ ଓ ନିରାମୟ ତଥା ଦୀର୍ଘ ଜୀବନ ଯାତ୍ରା ପାଇଁ ସାମ୍ବାଦିକ ତଥା ବୁଦ୍ଧିଜୀବୀ ମହଲରେ
Read More...

ଏଏସ୍‌ଆଇ ଦୀପ୍ତିମୟୀଙ୍କ ପାଖକୁ ଶୁଭେଚ୍ଛାର ସୁଅ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗାଁର ଦେବତା ପରିବାର ବହୂ ତଥା ଡାକ୍ତର ନିର୍ମଲ କୁମାର ଦେବତାଙ୍କ ପତ୍ନୀ ଶ୍ରୀମତୀ ଦିପ୍ତିମୟୀ ମିଶ୍ର ବିଗତ ଦୁଇ ବର୍ଷ ହେଲା ବରଗଡ଼ ଟାଉନ ଥାନାରେ ଏଏସ୍‌ଆଇ ପଦବୀରେ କାର୍ଯ୍ୟରତ ଅଛନ୍ତି । ଆଜି
Read More...

ଆଜି ପବିତ୍ର ଜନ୍ମାଷ୍ଟମୀ : ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବକୁ ପାଳନ କରନ୍ତି ଭକ୍ତ ଓ ଶ୍ରଦ୍ଧାଳୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ଜନ୍ମାଷ୍ଟମୀ । ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବକୁ ଆଜି ପାଳନ କରନ୍ତି ଭକ୍ତ ଓ ଶ୍ରଦ୍ଧାଳୁ । ହିନ୍ଦୁ ରୀତି ଅନୁସାରେ ଆଜି ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀରେ ସଂସାରରୁ ଆସୁରିକ ଶକ୍ତିର ବିନାଶ ପାଇଁ ତଥା ସଂସାରରୁ ପାପଭାର ଲାଘବ ପାଇଁ ପାଳନକର୍ତ୍ତା
Read More...