Daily Archives

ଦାଦନ ଶ୍ରମିକ ରୋକି ମନରେଗା ଯୋଜନାରେ କାମ ଯୋଗାଇ ଦେବାକୁ ବିଡ଼ିଓଙ୍କୁ ଦେଓଗାଁ ବ୍ଳକ ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ…

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଦିନ ୧୨ଟା ସମୟରେ ବଲାଙ୍ଗିର ଆଦିବାସୀ କଲ୍ୟାଣ ସଂଘର ଦେଓଗାଁ ଶାଖା ପକ୍ଷରୁ କୋଭିଡ଼ ୧୯ସମୟରେ ଦାଦନ ଶ୍ରମିକ ରୋକି ମନରେଗା ଯୋଜନାରେ କାମ ଯୋଗାଇ ଦେବାକୁ ଦେଓଗାଁ ବିଡ଼ିଓଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ଦେଓଗାଁ ବ୍ଲକର
Read More...

ରାମଙ୍କ ବିନା ଅଯୋଧ୍ୟା, ଅଯୋଧ୍ୟା ନୁହେଁ : ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଲକ୍ଷ୍‌ନୌ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ଦିନ ଅଯୋଧ୍ୟା ଗସ୍ତ କରି ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟମାନଙ୍କ ଉପସ୍ଥିତିରେ ରାମାୟଣ ସେମିନାର ଆରମ୍ଭ କରିଥିଲେ । ଏହି ସହର ପରିପ୍ରେକ୍ଷୀରେ ପ୍ରଭୁ ରାମଙ୍କ ଚରିତ୍ରକୁ ଗୁରୁତ୍ୱ
Read More...

ହରଗୌରୀ ମନ୍ଦିରକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବୀ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ସଦର ବ୍ଲକ ଅନ୍ତର୍ଗତ ଶିବତଲା ଲୁଚକିବନ୍ଧ, ରଘୁମଣିପାଲି ସ୍ଥିତ ଏକ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପାହାଡ଼ ଉପରେ ନିର୍ମିତ ହୋଇଛି ହାରଗୌରୀ ମନ୍ଦିର । ୨୦୧୪ ମସିହାରେ ଅଞ୍ଚଳବାସୀଙ୍କ ଉଦ୍ୟମରେ ପ୍ରତିଷ୍ଠିତ ମନ୍ଦିର ବେଶ ସୁନାମ ଅର୍ଜନ କରିଛି । ପୁନଶ୍ଚ
Read More...

ମନବୋଧ ବାଗଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଲେ ଯୁବ ସମାଜସେବୀ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଟିଟିଲାଗଡ଼ ଅନ୍ତର୍ଗତ ବାଲପଦର ଗାଁର ମନବୋଧ ବାଗ ଦୀର୍ଘ ୩ ବର୍ଷ ଆଗରୁ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ସହ ତାଙ୍କର ସାକ୍ଷାତ ହୁଏ । ତାଙ୍କ ମୁହଁରେ ଅସମ୍ଭାଳ ଭାବରେ ବଢି ଚାଲୁଥିଲା ମାଂସ ପିଣ୍ଡୁଳା । ସେହି ସମୟରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତାଙ୍କୁ
Read More...

ବୌଦ୍ଧ ଜିଲ୍ଲା ୱେବ ମିଡିଆ ସଂଘ ଗଠିତ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ମନମୁଣ୍ତା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ବୌଦ୍ଧ ଜିଲ୍ଲା ୱେବ ମିଡିଆ ସଂଘର ଏକ ସାଧାରଣ ବୈଠକ ବରିଷ୍ଠ ସାମ୍ବାଦିକ ସତ୍ୟଜିତ ପଣ୍ତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ୱେବ ମିଡିଆ ପ୍ରତିନିଧିଙ୍କ ବିଭିନ୍ନ ସମସ୍ୟା ବିଷୟରେ
Read More...

ରାଷ୍ଟ୍ରୀୟ କ୍ରୀଡା ଦିବସ ଅବସରରେ ସାଇକେଲ ଶୋଭାଯାତ୍ରା

କଳାହାଣ୍ଡି, (ନରୋତ୍ତମ ସେଲମା) : ରାଷ୍ଟ୍ରୀୟ କ୍ରୀଡା ଦିବସ ଉପଲକ୍ଷେ ସ୍ଥାନୀୟ ମାରୱାଡି ଯୁବା ମଞ୍ଚ ମ.ରାମପୁର ପକ୍ଷରୁ ଏକ ସାଇକଲ ରାଲି ଅନୁଷ୍ଠିତ ହୋଇଯାଇଛି । ଆଜି ମେଜର ଧାନ ଚାନ୍ଦଙ୍କ ଜନ୍ମଦିନ ତଥା ରାଷ୍ଟ୍ରୀୟ କ୍ରୀଡ଼ା ଦିବସ । ଏଣୁ ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଭାରତୀୟ
Read More...

ଭିଜିଲାନ୍ସ ଜାଲରେ ପଡ଼ିଲେ ବିଜେପୁର ବିଡ଼ିଓ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତ କିଛି ଦିନ ହେବ ବରଗଡ଼ ଜିଲ୍ଲାର ଦୁର୍ନୀତି ଖୋର ସରକାରୀ କର୍ମଚାରୀ ଉପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ଆୟ ବହିର୍ଭୁତ ସମ୍ପତ୍ତି ଜବତ କରିଯିବା ଘଟଣା ଦୁର୍ନୀତି ଖୋର ସରକାରୀ ବାବୁଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି ।
Read More...

ନାଟ୍‌ର ଦ୍ଵିବାର୍ଷିକ ସାଧାରଣ ପରିଷଦ ବୈଠକ : ଲୋକାର୍ପଣ ହେଲା ଦେୟମୁକ୍ତ ଅମ୍ଲଜାନ ସେବା ‘ଅଟଳ ଜୀବନ’

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ ) : ସମାଜସେବା ଏବଂ ସାହିତ୍ୟ ପ୍ରତି ସମର୍ପିତ ସୁବର୍ଣ୍ଣପୁରର ଅଗ୍ରଣୀ ଅନୁଷ୍ଠାନର ଦ୍ଵିବାର୍ଷିକ ସାଧାରଣ ପରିଷଦ ବୈଠକ ସ୍ଥାନୀୟ ଲୋକନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ଏକ ସଭାରେ ଅଟଳ ଜୀବନ ନାମରେ ଏକ ଦେୟମୁକ୍ତ
Read More...

ଲକ୍ଷାଧିକ ଟଙ୍କା ନେଇ ଭଡ଼ା କାର୍‌ରେ ଯାଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ ବିଡିଓ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଲକ୍ଷାଧିକ ଟଙ୍କା ନେଇ ଭଡ଼ା ଗାଡ଼ିରେ ଯାଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ବରଗଡ଼ ଜିଲ୍ଲା ବିଜେପୁର ବିଡିଓ ପଦ୍ନନାଭ ସାମନ୍ତ । ତେବେ ଟଙ୍କାର ହିସାବ ଦେଇ ନ ପାରିବାରୁ ଭିଜିଲାନ୍ସ ଟିମ୍‌ ତାଙ୍କୁ ଅଟକ ରଖିଥିବା ମିଳିଛି । ସୂଚନା ଅନୁସାରେ, ଏକ
Read More...

ପୂର୍ବତନ ବିଧାୟକଙ୍କ ଠାରୁ ୮୦ ହଜାର ଟଙ୍କା ଲୁଟ୍

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ଗମ୍ଭାରିଆ-ବ୍ରାହ୍ମଣବୋଷ ରାସ୍ତା ଉପରେ ପୂର୍ବତନ ରାଇରଙ୍ଗପୁର ବିଧାୟକ ସାଇବା ସୁଶିଲ କୁମାର ହାଁସଦାଃ’ଙ୍କ ଠାରୁ ୮୦’ ହଜାର ଟଙ୍କା ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଶନିବାର ଦିନ ଗମ୍ଭାରିଆ ଗ୍ରାମର ସେକ୍
Read More...