Daily Archives

ଗତ ୨୪ ଘଂଟାରେ ରାଜ୍ୟରେ ୭୭୯ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୭୭୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ୭୯୯୬କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୫୪ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୨୫ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ
Read More...

ନିଜ ଜନ୍ମ ଦିନ ଅବସରରେ ସମ୍ପୂର୍ଣ୍ଣ ଅଙ୍ଗ ଦାନ କଲେ ସୁଚିସ୍ମିତା ଷଡ଼ଙ୍ଗୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୀମ ଭୋଇ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ସୁଚିସ୍ମିତା ଷଡ଼ଙ୍ଗୀ ତାଙ୍କର ଜନ୍ମ ଦିନରେ ନିଜର ସମ୍ପୂର୍ଣ୍ଣ ଶରୀରକୁ ଦାନ କରିଛନ୍ତି । ଭୀମ ଭୋଇ ହସ୍ପିଟାଲ୍ ଓ ମେଡିକାଲ କଲେଜର ଅଟୋନୋମି ବିଭାଗର ସହକାରୀ ପ୍ରଫେସର୍ ଡା. ମନୋଜ କୁମାର ଦେହୁରୀ ଓ ଶ୍ରୀକାନ୍ତ
Read More...

ଜେଲ ସୁଇପରଙ୍କ ଘରୁ ମିଳିଲା ୨ ହଜାର କଫ ସିରଫ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ସହରରେ ଚାଳିଛି ନିଶା କାରବାର । ଥାନା ନିକଟରେ ଥିବା ଉପ କାରାଗାର(ସବ୍‌ଜେଲରେ) ପରିସର ମଧ୍ୟ ବାଦ ପଡିନାହିଁ । ଗତକାଲି ବରଗଡ଼ ଟାଉନ ପୋଲିସ ଜେଲରେ ଅତର୍କିତ ଚଢାଉ କରିଥିଲେ । ଚଢାଉ ବେଳେ ସବ୍‌ଜେଲରେ କାର୍ୟ୍ୟରତ ସୁଇପର ଆକାଶ ସିନ୍ଦ୍ରିଆଙ୍କ
Read More...

ଉଦ୍‌ଘାଟନ ଅପେକ୍ଷାରେ ଶୌଚାଳୟ : ମହିଳାମାନେ ହିନସ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ବସଷ୍ଟାଣ୍ଡରେ ଦୀର୍ଘ ଏକ ବର୍ଷ ହେବ ପଞ୍ଚାୟତିରାଜ ବିଭାଗ ତରଫରୁ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ପ୍ରାୟ ଦୁଇ ଲକ୍ଷ ଟଙ୍କାର ଏକ ଶୌଚାଳୟ ନିର୍ମାଣ କରାଯାଇଛି, ହେଲେ ତାଲା ପଡିଛି ତାହା କେବେ
Read More...

ଉଠା ଜଳସେଚନ ପ୍ରକଳ୍ପ ଶୀଘ୍ର କାର୍ଯ୍ୟକ୍ଷମ ପାଇଁ ଦାବୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ଅମ୍ଭାଭୋନା ବ୍ଲକରେ ବର୍ଷା ଅଭାବରୁ ଆସନ୍ନ ମରୁଡ଼ି ଆଶଙ୍କାରେ ରହିଥିବା ବେଳେ ଏଠାରେ ଅଧାପନ୍ତରିଆ ଭାବେ ପଡି ରହିଥିବା ମେଗା ଉଠା ଜଳସେଚନ ପ୍ରକଳ୍ପ ଗୁଡ଼ିକୁ ଶୀଘ୍ର କାର୍ୟ୍ୟକ୍ଷମ କରିବାକୁ ଭାଜପା ପକ୍ଷରୁ ଦାବୀ କରାଯାଇଛି । ବ୍ଲକ
Read More...

ଆଚଂଳିକ ଶାନ୍ତି କମିଟି ସମନ୍ୱୟ ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ, ଜିଲ୍ଲା ଡେଲାଙ୍ଗ ବ୍ଲକର ସର୍ବ ବୃହତମ ଗ୍ରାମ ଘୋରଡିଆ । ଭିନ୍ନ ଭିନ୍ନ ସଂପ୍ରଦାୟ ଓ ଜାତିର ଲୋକ ବାସ କରୁଥିଲେ ମଧ୍ୟ ସାଂସ୍କୃତିକ ଭାଇଚାରାର ଏକ ଆଦର୍ଶ ପରମ୍ପରା ଗ୍ରାମରେ ରହିଛି । କିନ୍ତୁ ୨୦୧୭ ମସିହାରେ ସଂଘଟିତ ଏକ ଅଭାବନୀୟ ଘଟଣା କ୍ରମରେ
Read More...