Daily Archives

ବିକଳ୍ପ କଣ୍ଟାବାଞ୍ଜି ପକ୍ଷରୁ ଟିକାକରଣ ଉପରେ ଏକ ସମୀକ୍ଷା ବୈଠକ

ଆଗଲପୁର, (କେପିଏନଏସ୍‌) : ଆଜି ଆଗଲପୁର ବ୍ଳକର ମନୁପାଲି ଗ୍ରାମରେ ବିକଳ୍ପ କଣ୍ଟାବାଞ୍ଜି ପକ୍ଷରୁ ଟିକାକରଣ ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଂଚଳର ସମସ୍ତ ପ୍ରଭାବଶାଳୀ ପଞ୍ଚାୟତିରାଜ ମେମ୍ବର, ଅଙ୍ଗନୱାଡି କର୍ମୀ, ଆଶା, ଏସ୍‌ଏଚ୍‌ଜି ନେତ୍ରୀ
Read More...

ଅଗଷ୍ଟରେ ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଳକରେ ସର୍ବନିମ୍ନ ବର୍ଷା : ଶୁଖିଲା ପଡ଼ିଛି ସୋନଗଡ଼ ନଦୀ, ଅଧାପନ୍ତରିଆ ରହିଛି…

ପାଣି ଅଭାବରୁ ସାଢ଼େ ୧୧ଶହ ହେକ୍ଟର ଜମିରେ ହୋଇପାରିଲା ନି ଚାଷ ଦେଓଗାଁ, (ମନୀଷ କୁମାର ସାହୁ) : ଚଳିତ ବର୍ଷ ଦେଓଗାଁ ବ୍ଳକରେ ଧାନ ଚାଷକୁ ନେଇ ଚିନ୍ତାରେ ଚାଷୀ । ପ୍ରତିବର୍ଷ ଜୁନ ଶେଷରେ ସୋନଗଡ଼ ନଦୀରେ ପାଣି ଯାଉଥିବା ବେଳେ ଚଳିତ ବର୍ଷ ଅଗଷ୍ଟ ଶେଷ ସୁଦ୍ଧା ପାଣି ଯିବା ଆରମ୍ଭ ହୋଇ ନ
Read More...

ଯଶୋବନ୍ତଙ୍କ ଅଭିଯୋଗ ପରେ ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ଦୁଇ ଅନାଥ ଶିଶୁ

ନୂଆପଡା : ଅଭିଯୋଗ ଯଶୋବନ୍ତଙ୍କ ଅନୁମୋଦନ ପରେ ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ଦୁଇ ଅନାଥ ଶିଶୁ । ସୂଚନା ଅନୁସାରେ ବର୍ଷକ ତଳେ ବାପା ହାଇଦ୍ରାବାଦ ଦାଦନ ଖଟିବାକୁ ଯାଇ ମୃତ୍ୟୁ ବରଣ କରିଥିବା ବେଳେ କିଛିଦିନ ତଳେ ତାଙ୍କର ମା'ଙ୍କ ଦେହାନ୍ତ ହେଲା । ମା' ବାପାଙ୍କୁ ହରାଇ ଦୁଇ ଶିଶୁ ବୃଦ୍ଧ
Read More...

ସମାଜସେବୀଙ୍କ ହସ୍ତକ୍ଷେପ ପରେ ପ୍ରଭାକରଙ୍କୁ ମିଳିବ ଉନ୍ନତ ଚିକିତ୍ସା

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ କିକିଆ ଗ୍ରାମ ପଞ୍ଚାୟତ ଅଧୀନ ଗରିଆପଦର ଗାଁର ପ୍ରଭାକର ବଗର୍ତି ସ୍ଵାସ୍ଥ୍ୟ ସମସ୍ୟା ହେତୁ ଘରର ଏକ କୋଣରେ ପଡି ରହିଥିଲେ । କେବଳ ତାଙ୍କର ସ୍ତ୍ରୀ ହିଁ ସାହା ଭରସା । ତାଙ୍କ ସ୍ତ୍ରୀ ସ୍ୱାମୀଙ୍କ ଉନ୍ନତ ଚିକିତ୍ସା ପାଇଁ ବିଭିନ୍ନ
Read More...

୨୪ ଘଣ୍ଟା ମଧ୍ୟରେ ଦେଶରେ ୪୬,୧୬୪ ନୂଆ ସଂକ୍ରମିତ ଚିହ୍ନଟ : ମୃତ୍ୟୁସଂଖ୍ୟା ୬୦୭

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୬,୧୬୪ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୦୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୨୫,୫୮,୫୩୦ ଓ ମୃତ୍ୟୁସଂଖ୍ୟା ୪,୩୬,୩୬୫ରେ ପହଞ୍ଚିଛି । ଗତ
Read More...

ସମାଜସେବୀ ଯଶୋବନ୍ତ ରଣାଙ୍କ ଅଭିଯୋଗ ପରେ ଗାଁକୁ ପହଁଞ୍ଚିଲା ମେଡିକାଲ ଟିମ୍‌

ଗଜପତି : ଗଜପତି ଜିଲ୍ଲା ମୋହନା ବ୍ଲକରେ ଅଚିହ୍ନ ରୋଗରେ ଲୋକେ ଆତଙ୍କିତ ହୋଇଥିଲେ । ଏଥିରେ ଗତ ଦୁଇମାସ ମଧ୍ୟରେ ୧୦ଜଣଙ୍କ ମୃତ୍ୟୁ ଘଟିଛି । ମୋହନା ବ୍ଲକ ଅଳିଣ୍ଡା ଗାଁରେ ଅଜଣା ରୋଗରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରଥମେ ଲୋକଙ୍କୁ ସାମାନ୍ୟ ଜ୍ୱର ହେଲା ପରେ ଏହା ବଢି ଚାଲିଲା । ଏହା ଫଳରେ
Read More...

ପ୍ରେମିକ ଘରୁ ଗର୍ଭବତୀ ପ୍ରେମିକା ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ପରେ ଡାକ୍ତରଖାନାରେ ମୃତ୍ୟୁ

ପ୍ରେମିକ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ଝିଅର ବାପାପ୍ରେମିକ ସହ ୩ଜଣ ଥାନାରେ ଅଟକ ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅଫାମରା ଗାଁରେ ପ୍ରେମିକ ରଜତ ପଧାନଙ୍କ ଘର ନିକଟରୁ ଗର୍ଭବତୀ ପ୍ରେମିକା ସୌଦାମିନୀ ନାଏକଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର
Read More...

ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଳିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ କୁଇକେଡା ପଞ୍ଚାୟତ ରେଙ୍ଗାଲି ଉଚ୍ଚ ବିଦ୍ୟାଳୟ କୁଇକେଡା ଠାରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ କୁଳମଣି ଯୋଶୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍କୁଲ
Read More...

ପ୍ରଧାନମନ୍ତ୍ରୀ ବିମାରାଶି ପାଇଲେ ସଂଯୁକ୍ତା

ବୌଦ୍ଧ, (ବଂଶୀଧର ମାଝୀ) : ଜନସାଧାରଣଙ୍କ ହିତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ଓ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ନା'ରେ ଦୁଇଟି ବୀମା ଯୋଜନା ୨୦୧୪ ମସିହାରୁ ପ୍ରଣୟନ କରିଛନ୍ତି । ଯେଉଁଥିରେ କି ଉଭୟ ଯୋଜନାରେ ମୃତ୍ୟୁ ପରେ
Read More...

ଦେଓଗାଁ ବ୍ଲକରେ ୟୁରିଆ ସାରର କଳାବଜାରୀ : ଭିନ୍ନ ସ୍ଥାନ-ଭିନ୍ନ ଦରରେ ବିକ୍ରି ହେଉଛି ୟୁରିଆ ସାର : କାର୍ଯ୍ୟାନୁ‌ଷ୍ଠାନ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକରେ ୟୁରିଆ ସାର କଳାଜବାଜାରୀକୁ ନେଇ ଚାଷୀ ମହଳରେ ଅସନ୍ତୋଷ ଦେଖାଯାଇଛି । ୟୁରିଆ ସାରର ସରକାରୀ ମୂଲ୍ୟ ୨୬୬ରୁ ୨୭୦ଟଙ୍କା ମଧ୍ୟରେ ଥିବା ବେଳେ କିଛି କଳାବଜାରୀ ବ୍ୟବସାୟୀ ପୂର୍ବରୁ ସାର ଆଣି ଗୋଦାମରେ ଷ୍ଟକ ରଖି ଏବେ ଚଢ଼ା ଦରରେ ବିକ୍ରୟ
Read More...