Daily Archives

ସହର ମଧ୍ୟର ଜବର ଦଖଲ ଉଚ୍ଛେଦ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସହର ଲେଙ୍ଗୁ ମିଶ୍ର ଛକର ଜବର ଦଖଲ ଉଛେଦ ମ୍ୟୁନିସିପାଲଟି ତରଫରୁ ଆରମ୍ଭ ହୋଇଛି । ଏହି କାର୍ଯ୍ୟ ପୋଲିସ ଫୋର୍ସ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କରାଯାଇଥିଲା । ସହର ମଧ୍ୟରେ ଏହି ସ୍ଥାନରେ ଗୋଟିଏ ଲୁହା ଦୋକାନ ଏବଂ ଚା' ଦୋକାନ ରହିଥିବା ବେଳେ
Read More...

ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରହି : ପୁରୁଣା କଟକ ବିଜେପିର ସଜବାଜ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା ପୁରୁଣା କଟକ ମଣ୍ଡଳର ପ୍ରଥମ ବିଜେପି କାର୍ଯ୍ୟକରିଣୀ ବୈଠକ ମଣ୍ଡଳ ସଭାପତି ବାମନ ଚରଣ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି ଯୋଗଦେଇ ଆଗାମୀ ଦିନରେ ଦଳର କାର୍ଯ୍ୟପନ୍ଥା ଓ ନୀତି ଆଦର୍ଶ ଉପରେ ଆଲୋକପାତ
Read More...

କରୋନା ଯୋଦ୍ଧା ହୋମିଓପାଥି ଡାକ୍ତର ସନ୍ତୋଷ କୁମାର ସାହୁ ସମ୍ମାନିତ

ସମ୍ବଲପୁର, (କରୁଣାକର ବୁଡେକ) : ହୀରାକୁଦ ଲାୟନ୍ସ କ୍ଲବ ପକ୍ଷରୁ କରୋନା ଯୋଦ୍ଧା ହୋମିଓପାଥି ଡାକ୍ତର ସନ୍ତୋଷ କୁମାର ସାହୁଙ୍କୁ ସମ୍ମାନିତ କରାଯାଇଛି । କରୋନା ମହାମାରୀ ସମୟରେ ସମର୍ପିତ ସେବା ଓ ଚିକିତ୍ସା ପ୍ରଦାନ ଯୋଗୁଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ତାଙ୍କ
Read More...

ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ ତରଫରୁ ହେଲ୍ପ ଡେସ୍କ ବ୍ୟବସ୍ଥାର ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଜୁ ଛାତ୍ର ଜନତା ଦଳ ତରଫରୁ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କ ଆଦେଶରେ ଏକକ ପିଜି ପ୍ରବେଶିକା ପରୀକ୍ଷା ନିମନ୍ତେ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ ତରଫରୁ ଛାତ୍ରଛାତ୍ରୀମାନଙ୍କ ସୁବିଧା ନିମନ୍ତେ ରାଜେନ୍ଦ୍ର
Read More...

ଆସନ୍ତା ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ୧୮ରୁ ଅଧିକ ନାଗରିକଙ୍କ ପାଇଁ ୯୨ କେନ୍ଦ୍ରରେ ଟିକାକରଣ

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟିକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା ତା ୨୭/୦୮/୨୧ରୁ ତା ୩୧/୦୮/୨୧ରିଖ ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଲକ ଓ ସୋନପୁର
Read More...

ଲୋକାର୍ପିତ ହେଲା ବହୁ ପ୍ରତିକ୍ଷିତ ଜଗର୍ସ ପାର୍କ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବହୁ ପ୍ରତିକ୍ଷିତ ଜଗର୍ସ ପାର୍କ ଆଜି ସଂନ୍ଧ୍ୟାରେ ଲୋକାର୍ପିତ ହୋଇଯାଛି । ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ଫିତା କାଟି ଏହାକୁ ଲୋକାର୍ପିତ କରିଛନ୍ତି । ଏହି ପାର୍କକୁ ପ୍ରାତଃ ଓ ସାନ୍ଧ୍ୟ ଭ୍ରମଣ ସହିତ ଯୋଗ ଶିକ୍ଷା ଓ ସଭା ସମିତି ପାଇଁ ମଧ୍ୟ ବ୍ୟବହାର
Read More...

ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରିଣୀ ବୈଠକ ଓ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦଳର ପ୍ରତ୍ୟେକ ସଦସ୍ୟ ନିଜ ପଦ ପଦବୀ ଭୁଲି ଲୋକଙ୍କ ପାଇଁ କାମ କରୁଥିବା ବେଳେ ନିଜ ଭିତରେ ଥିବା ସେବା ମନୋଭାବକୁ ଜାଗ୍ରତ କରନ୍ତୁ । ଆଗାମୀ ଦିନରେ କୌଣସି ପ୍ରକାର ପ୍ରାର୍ଥୀ ଚୟନ ହେଉ କି ମନୋନୟନ ହେଉ ସବୁବେଳେ ପ୍ରାର୍ଥୀ ସାଧାରଣ ଲୋକଙ୍କ ଦ୍ୱାରା କେତେ
Read More...

ପ୍ରଧାନମନ୍ତ୍ରୀଙ୍କ ଠାରେ ଜିଲ୍ଲା ଯାଦବ ସମାଜର ଦୃଢ ଦାବୀ : ଜାତିଭିତ୍ତିକ ଜନଗଣନା ସହ ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ଦ୍ୱାରା ଅନୁଷ୍ଠିତ ହେବାକୁ ଥିବା ଜନଗଣନା ୨୦୨୧ରେ ଓବିସି ଅନ୍ୟାନ୍ୟ ପଛୁଆ ବର୍ଗ ସହ ଜାତିଭିତ୍ତିକ ଜନଗଣନାକୁ ଅନ୍ତର୍ଭୁକ୍ତ କରାଯିବା ପାଇଁ ବଲାଙ୍ଗିର ଜିଲ୍ଲା ଯାଦବ ସମାଜ ଜିଲା ପ୍ରଶାସନ ଠାରେ ଦାବୀ ଉପସ୍ଥାପନ କରିଛି । ଜିଲ୍ଲା
Read More...

ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ରକ୍ତଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅମାମୁଣ୍ଡା ଗ୍ରାମର ସାବିତ୍ରୀ ଜାଲ (୬୨) କିଡିନି ରୋଗରେ ପିଡିତ ଥିବାରୁ ଗତ ୨୫ ତାରିଖରୁ ଭୀମ ଭୋଇ ମେଡିକାଲ ହସ୍‌ପିଟାଲ ବଲାଙ୍ଗିରରେ ଚିକିତ୍ସିତ ହେଉଥିଲେ । ତାଙ୍କ ଶରୀରରେ ରକ୍ତର ପରିମାଣ କମିବାକୁ ଲାଗିବା ଫଳରେ ସାବିତ୍ରୀ ଜାଲଙ୍କ ପୁତ୍ର ଦିଲିପ ଜାଲ
Read More...

ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ସ୍କୁଲ ଗୃହ ଉଦ୍‌ଘାଟନ କଲେ ନରସିଂହ

ନିମ୍ନମାନର କାମ ଯୋଗୁଁ କ୍ଷୋଭ ପ୍ରକାଶ କଲେ ବିଧାୟକ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଓଗାଁ ବ୍ଲକ ସ୍ଥିତ ରାମଚନ୍ଦ୍ରପୁର ଠାରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧିନରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂତନ ସ୍କୁଲ ଗୃହ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ କର
Read More...