Daily Archives

ମା’ ସନ୍ତୋଷୀଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ମୋ ଲେଖା ମୋ ଦୁନିଆ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ କବିତା ଆସର

ବଲାଙ୍ଗିର, (କେପିଏନଏସ୍‌) : ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦ ତରଫରୁ ପବିତ୍ର ଗହ୍ମାପୂର୍ଣ୍ଣିମା ତଥା ମା' ସନ୍ତୋଷୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଏକ ଅନଲାଇନ କବିତା ଆସର ଆୟୋଜିତ ହୋଇଯାଇଛି । ଏହି ଅସାରରେ ମୁଖ୍ୟ ଅତିଥି ଭାବେ କୋଶଳ ସାହିତ୍ୟ ଏକାଡେମୀର ରାଜ୍ୟ ସଭାପତି ଦେବେନ୍ଦ୍ର କୁମାର
Read More...

ଭିଜିଲାନ୍ସ ଜାଲରେ ପଡିଲେ ସିଡିପିଓ କାର୍ଯ୍ୟାଳୟର ସୁପରଭାଇଜର ମଲ୍ଲିଲତା ଦାସ

ଭଦ୍ରକ : ଭିଜିଲାନ୍ସ ଜାଲରେ ପଡିଛନ୍ତି ଭଦ୍ରକ ସିଡିପିଓ କାର୍ଯ୍ୟାଳୟର ସୁପରଭାଇଜର ମଲ୍ଲିଲତା ଦାସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁପରଭାଇଜର ମଲ୍ଲିଲତା ଦାସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ଼୍‌ କରାଯାଉଛି । ବାସଭବନ ସମେତ ୪ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ । ଏହି
Read More...

ସଂସ୍କୃତ ଭାରତୀ ଦ୍ୱାରା ବିଶ୍ୱ ସଂସ୍କୃତ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଂସ୍କୃତର ପ୍ରଚାର କରି ନିତ୍ୟ ବ୍ୟବହାରରେ ଆଣିବା ପାଇଁ ସଂସ୍କୃତ ଭାରତୀ ଦ୍ୱାରା ସଂସ୍କୃତ ସମାରୋହର ଆୟୋଜନ ଗୁଗୁଲ୍‌ମିଟ୍‌ ଦ୍ୱାରା କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଓଡିଆ ତଥା କୋଶଲୀ ସିନେମା ଜଗତର ପ୍ରସିଦ୍ଧ ସଙ୍ଗୀତଜ୍ଞ ପଙ୍କଜ ଜାଲ ଯୋଗଦେଇ ଆଧୁନିକ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୭ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ଵର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ୬୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୪୯୩ ଜଣକୁ ବୃଦ୍ଧି ପାଇଛି । କଟକ ଜିଲ୍ଲାରୁ ସର୍ବାଧିକ ୨୦ଜଣ, ଜଗତସିଂହପୁର ଜିଲ୍ଲାରୁ ୧୪ଜଣ, ଢେଙ୍କାନାଳ ଜିଲ୍ଲାରୁ ୮ଜଣ, ଯାଜପୁର
Read More...

ଜିଲ୍ଲା ସରକାରୀ ହାଇସ୍କୁଲ ସିନିୟର ଏସ୍‌ଇଏସ୍‌ ଏସ୍‌ସି/ଏସ୍‌ଟି ପ୍ରଧାନ ଶିକ୍ଷକ ସଂଘ ଗଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସରକାରୀ ହାଇସ୍କୁଲରେ କାର୍ଯ୍ୟରତ ଏସ୍‌ସି/ଏସ୍‌ଟି ସିନିୟର ଏସ୍‌ଇଏସ୍‌(ମାଧ୍ୟମିକ ଶିକ୍ଷା ସେବା) ପ୍ରଧାନ ଶିକ୍ଷକମାନଙ୍କୁ ନେଇ ଗୁଗୁଲମିଟ୍‌ ଭର୍‌ର୍ଚୁଆଲ ମୋଡ ଜରିଆରେ ପ୍ରଧାନ ଶିକ୍ଷକ ସଦାନନ୍ଦ ଭୋଇଙ୍କ ସଭାପତିତ୍ୱରେ ଏକ ବୈଠକ
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୬୨୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୨୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ୮୪୪୩କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୬୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୫୯ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ
Read More...

ଦୋକାନର ତାଲା ଭାଙ୍ଗି ଚୋରି କରି ଧରାପଡିଲେ ୨ଜଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଚଣ୍ଡୀଭଟା ପଞ୍ଚାୟତ ଚଣ୍ଡୀଭଟା ଗ୍ରାମରେ ଏକ ଗ୍ରୋସୋରୀ ଦୋକାନରେ ଗତ ରବିବାର ଦିନ ରାତିରେ ତାଲା ଭାଙ୍ଗି ଭିତରକୁ ପଶି କେତେକ ସାମଗ୍ରୀ ଚୋରି କରି ନେଇ ପଳାଇ ଯାଇଥିଲେ । ତେବେ ଏହି ସମ୍ପର୍କରେ ଦୋକାନ
Read More...

ଡେଲାଙ୍ଗରେ ପ୍ରସିଦ୍ଧ ଝୁଲଣ ପର୍ବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଘୋରଡିଆ ଗ୍ରାମର ପ୍ରସିଦ୍ଧ ଝୁଲଣଯାତ୍ରା ରାଧାକାନ୍ତ ଦେବ ମଠ ଓ ରାଧାମୋହନ ଦେବ ମଠରେ କୋଭିଡ କଟକଣା ମାନି ଚଳିତ ବର୍ଷ ଶ୍ରାବଣ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଅନୁଷ୍ଠିତ ହୋଇ ରବିବାର ଦିନ ଶେଷ ହୋଇଯାଇଛି ।
Read More...

୭ ଫୁଟର ଅଜଗର ସାପ ଉଦ୍ଧାର କଲେ ବିକି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବଡ଼ମାଲ ଗୋଳାବାରୁଦ କାରଖାନାରେ ଜଣେ କର୍ମଚାରୀଙ୍କ ଘରେ ଏକ ଅଜଗର ସାପ ରହିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ପରେ ସାପ ଧରାଳୀ ବିକି ଜି ନାଗଙ୍କୁ ଖବର ଦେଇଥିଲେ । ଖବର ଦେବା ପରେ ବିକି ଘଟଣା ସ୍ଥାନରେ ପହଁଚି
Read More...

ରିଲିଜ ହେଲା ନାଚବାଲି କ୍ଷୁଦ୍ର ଚଳଚିତ୍ର : ଛତ୍ରପୁରର ସୁଧାଂଶୁଙ୍କ ଅଭିନୟ ଦର୍ଶକ ମାନଙ୍କୁ ବେଶ୍ ଆକୃଷ୍ଠ କରିଛି

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଗୋଟେ ନାଚବାଲିର ଦୁଃଖ କାହାଣୀକୁ ଆଧାର କରି ରବିବାର ଭୁବନେଶ୍ୱରର ଏସଜେଆଇ ପ୍ରଡକ୍ସନ ହାଉସ୍ ଠାରେ ନାଚବାଲି ନାମକ କ୍ଷୁଦ୍ର ଚଳଚିତ୍ର ରିଲିଜ୍ ହୋଇଯାଇଛି । ଏହି ଚଳଚିତ୍ରରେ ଖ୍ୟାତିନାମ ଅର୍ଜନ କରିଥିବା ଆନ୍ତଃର୍ଜାତୀୟ ନୃତ୍ୟ ଗୁରୁ ଶାଶ୍ୱତ ଯୋଶୀ
Read More...