Daily Archives

ଭିଜିଲାନ୍ସ ଜାଲରେ ପଡିଲେ ପୁରୀ ଶିଳ୍ପ କେନ୍ଦ୍ର ଉନ୍ନୟନ ଅଧିକାରୀ ସୀତାରାମ ସାହୁ

ପୁରୀ : ଭିଜିଲାନ୍ସ ଜାଲରେ ପଡିଛନ୍ତି ପୁରୀ ଶିଳ୍ପ କେନ୍ଦ୍ର ଉନ୍ନୟନ ଅଧିକାରୀ ସୀତାରାମ ସାହୁ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ରେଡ୍‌ ମାରିଛି ଭିଜିଲାନ୍ସ ଟିମ୍ । ପୁରୀ, ଭୁବନେଶ୍ୱର ଓ ନୟାଗଡ଼ରେ ଏକକାଳୀନ ୫ଟି ସ୍ଥାନରେ ରେଡ୍ ଚାଲିଥିବା
Read More...

ଉତେଇ କେନାଲରୁ ଚାଷୀଙ୍କ ଭରସା ତୁଟୁଛି : ଶୀତଳ ଭଣ୍ଡାରରେ ପଡିରହିଛି ଉତେଇ-ରାହୁଲ ସଂଯୋଗୀକରଣ ପ୍ରସ୍ଥାବ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ଏକଦା ମରୁଡି କବଳିତ କର୍ଲାମୁଣ୍ଡା ଓ ମ.ରାମପୁର ବ୍ଳକର କିଛି ଅଂଚଳକୁ କେନାଲ ମାଧ୍ୟମରେ ଜଳ ଯୋଗାଣ କରିବାର ଲକ୍ଷ ନେଇ ସତୁରୀ ଦଶକରେ ଆରମ୍ଭ ହୋଇଥିଲା ଉତେଇ ମଧ୍ୟମ ଜଳସେଚନ ପ୍ରକଳ୍ପ । ସୂଚନାନୁସାରେ ମ.ରାମପୁର ବ୍ଳକର ଆମ୍ବଗାଁ ଠାରେ ଉତେଇ ନଦୀରେ ଆନିକଟ
Read More...

ଟୋକିଓ ଅଲିମ୍ପିକ୍ସ ଭାରତୀୟ ହକି ଖେଳାଳିଙ୍କ କାନ୍ଧରେ ପଡ଼ିଲା ସମ୍ବଲପୁରୀ ଉତ୍ତରୀୟ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବୟନଶିଳ୍ପ ଓ ହସ୍ତତନ୍ତରେ ବିଶ୍ୱ ଦରବାରରେ ସମ୍ବଲପୁରୀ ବସ୍ତ୍ରାଳୟର ସ୍ୱତନ୍ତ୍ର ପରିଚୟ ରହିଛି । ଏଠାକାର ବୟନକଳା ବିଶ୍ୱ ଦରବାରରେ ପ୍ରସିଦ୍ଧ । ସମ୍ବଲପୁରୀ ବାନ୍ଧକଳା ଦେଶ ବିଦେଶରେ ପରିଚିତ । ବିଭିନ୍ନ ସରକାରୀ ଉତ୍ସବ ହେଉ କିମ୍ବା ରାଜ୍ୟକୁ କୌଣସି
Read More...

ଭୁବନେଶ୍ୱରରୁ ଭଦ୍ରକ ଫେରିବା ବେଳେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଭଦ୍ରକ ବିଧାୟକ

ଯାଜପୁର : ଭୁବନେଶ୍ୱରରୁ ଭଦ୍ରକ ଫେରିବା ବେଳେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଳିକ । ତାଙ୍କ କାର୍‌କୁ ଏକ ଟ୍ରକ୍କ ଧକ୍କା ଦେବା ଫଳରେ କାର୍‌ଟି ଡିଭାଇଡର ଉପରେ ଚଢ଼ିଯାଇ ଚୁର୍‌ମାର୍‌ ହୋଇଯାଇଛି । ଏହି ଦୁର୍ଘଟଣା ଯାଜପୁର ଜିଲ୍ଲା ଜାରକା ପାଖରେ ଘଟିଥିବା
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୯୯୩ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୯୯୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୯୫୩୬କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୭୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୧୫ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ
Read More...

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଶପଥ ସେବା ସଂସ୍ଥା ପ୍ରତିଷ୍ଠାର ଦ୍ଵିତୀୟ ବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି । ଏହି ପ୍ରତିଷ୍ଠା ଉତ୍ସବ ଦିବସକୁ ମନେରଖିବା ଅବସରରେ ରେମଣ୍ଡା ସେବା ଶପଥ ସଂସ୍ଥା ଓ ଓଡ଼ିଶା ମୋ ପରିବାରର ଜୀବନ ବିନ୍ଦୁର ମିଳିତ
Read More...

ଜିଲ୍ଳପାଳଙ୍କ ଗୁଦେରପାଲି ହାଇସ୍କୁଲ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ବାପୁଜୀ ଉଚ୍ଚବିଦ୍ୟାଳୟକୁ ମଙ୍ଗଳବାର ଅଚାନକ ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜୀ, ଗାଇସିଲେଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବୀଣ କୁମାର ବଣୁଆଁ, ସମାଜସେବୀ କିଶୋର ଚନ୍ଦ୍ର
Read More...

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କନ୍ଦରାଭଟା ଜଳମହାଦେବ ପୀଠ

ରାଜ୍ୟ ପର୍ଯ୍ୟଟନ ବିଭାଗର ସାମାନ୍ୟତମ ଦୃଷ୍ଟିକୁ ଆସିଲେ ଗୌରବଶାଳୀ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଗଣିତ ହୋଇ ପାରିବ ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ହରିଶଙ୍କର ପୀଠ ଗନ୍ଧମାର୍ଦ୍ଦନ ପାଦଦେଶରେ ଅବସ୍ଥିତ । ପର୍ବତର ପଶ୍ଚିମ ଦିଗର
Read More...

ସଂଗ୍ରାମ ସ୍ପୋର୍ଟସ କ୍ଲବର ଆଧୁନିକ ଜିମ୍ ବିଧାୟକଙ୍କ ଦ୍ୱାରା ଉଦ୍‌ଘାଟିତ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଯୋଗ ଓ ବ୍ୟାୟାମର ଆବଶ୍ୟକତା ରହିଛି । ରୋଗମୁକ୍ତ ରହିବା ନିମନ୍ତେ ସମସ୍ତେ ସୁଷମ ଖାଦ୍ୟପେୟ ସାଂଗକୁ ନିୟମିତ ବ୍ୟାୟାମ କରିବା ଆବଶ୍ୟକ । ବ୍ୟାୟାମ କରିବା ଦ୍ୱାରା କେବଳ ସୁନ୍ଦର ସ୍ୱାସ୍ଥ୍ୟ ଗଢି ହୁଏ ତାହା ନୁହେଁ ବରଂ ଏହା
Read More...

ଆର୍‌ବି ହାଇ ସ୍କୁଲ ପ୍ଲାଟିନମ୍ ଜୁବିଲି ସ୍ମରଣିକା ନିମିତ୍ତ ଲେଖା ଆବଶ୍ୟକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୁବିଲି ଡିସେମ୍ବର ଶେଷ ସୁଦ୍ଧା ପାଳିତ ହେବ ବୋଲି ସ୍ଥିର ହୋଇଛି । ଏ ଉପଲକ୍ଷେ ଏକ ଭବ୍ୟ ଓ ତଥ୍ୟାତ୍ମକ ସ୍ମରଣିକା ପ୍ରକାଶିତ ହେବ । ବୋଡ଼ା ସମ୍ବରର କଳା, ସାହିତ୍ୟ, ସଂସ୍କୃତି, ଇତିହାସ, ଶିକ୍ଷା
Read More...