Daily Archives

ସ୍ୱର୍ଗଦ୍ୱାରରେ ଶବ ସତ୍କାର ଓ ମହୋଦଧିରେ ଅସ୍ଥି ବିସର୍ଜନ କଟକଣା ପ୍ରତ୍ୟାହାର

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ସ୍ୱର୍ଗଦ୍ୱାରରେ ଶବ ସତ୍କାର ଓ ମହୋଦଧିରେ ଅସ୍ଥି ବିସର୍ଜନ ନେଇ ଥିବା କଟକଣାକୁ ପ୍ରତ୍ୟାହାର କରାଯାଇଛି । ଆସନ୍ତା ୧୬ ତାରିଖରୁ ବାହାର ଜିଲ୍ଲା ଓ ରାଜ୍ୟର ବ୍ୟକ୍ତି ଅଣକୋଭିଡରେ ମୃତ୍ୟୁବରଣ କରିଥିଲେ ସେମାନଙ୍କ ଶବ ସତ୍କାର ନିମନ୍ତେ ଅନୁମତି ମିଳିବ ।
Read More...

କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ହତ୍ୟା ଧମକ ଦେଇଥିବା ଖପ୍ରାଖୋଲ ରେଂଜରଙ୍କୁ ଗିରଫ ଦାବୀରେ ଜିଲ୍ଲା ପେସାଦାର…

ପାଟଣାଗଡ଼, (କେପିଏନ୍‌ଏସ୍‌) : ଗଣମାଧ୍ୟମ ପ୍ରତିନିଧିଙ୍କୁ ହତ୍ୟା ଧମକ ଦେଇଥିବା ଖପ୍ରାଖୋଲ ରେଂଜର ଶ୍ରୀବତ୍ସ କୁମୁରାଙ୍କୁ ଗିରଫ ଦାବୀ ତଥା ସାମ୍ବାଦିକଙ୍କ ଉପରେ ହୋଇଥିବା ମିଥ୍ୟା କେଶ ପ୍ରତ୍ୟାହାର ଦାବୀରେ ଆଜି ଜିଲ୍ଲା ପେସାଦାର ସାମ୍ବାଦିକ ସଂଘ ତରଫରୁ ବଲାଙ୍ଗିର ଏସ୍‌ପିଙ୍କ
Read More...

ଅଙ୍ଗଦାନ କରିଥିବା ସ୍ୱର୍ଗତ ବିପିନ ପ୍ରଧାନଙ୍କ ପତ୍ନୀ ରେଣୁ ପ୍ରଧାନ ସୂରଜ ସମ୍ମାନରେ ସମ୍ମାନିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ ଅଙ୍ଗଦାନ କରିଥିବା ସ୍ୱର୍ଗତ ବିପିନ ପ୍ରଧାନଙ୍କ ପତ୍ନୀ ରେଣୁ ପ୍ରଧାନଙ୍କୁ ‘ସୂରଜ ସମ୍ମାନ’ରେ ସମ୍ମାନିତ କରାଯାଇଛି । ସ୍ୱର୍ଗତ ବିପିନ ପ୍ରଧାନ
Read More...

ଗଞ୍ଜାମ ଜିଲ୍ଲାରେ ଉତ୍ସବମୁଖର ଭାବେ ୭୫ତମ ସ୍ୱାଧୀନତା ଦିବସ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଜିଲ୍ଲା ମହକୁମା ଛତ୍ରପୁରରେ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଅଭିବାଦନ ଗ୍ରହଣ କରିବେ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତ ବର୍ଷର ପ୍ରଥମ ବ୍ରିଟୀଶ ସାମ୍ରାଜ୍ୟଧୀନ ତଥା ରାଜ୍ୟର ବୃହତ୍ତମ ଓ ସର୍ବପୁରାତନ ଜିଲ୍ଲା ହେଡକ୍ୱାଟର ଭାବେ ପରିଚିତ ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର
Read More...

ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ଆଗଲପୁର ବ୍ଲକ ନୂଆଗାଁ (କ)ରୁ ଜଣେ, ଦେଓଗାଁ ବ୍ଲକ ଗାଇବାହାଲ ଗ୍ରା.ପ.ରୁ ଜଣେ, ଖପ୍ରାଖୋଲ ବ୍ଲକ ଓଡିଆପାଲି ଗ୍ରା.ପ.ରୁ ଜଣେ ଏବଂ ସଇଁନ୍ତଲା ବ୍ଲକ ବଡାଲ
Read More...

ଫାର୍ମାସିଷ୍ଟ ଭରସାରେ ଚାଲିଛି ସ୍ୱାସ୍ଥ୍ୟସେବା : ଡାକ୍ତର ନିଯୁକ୍ତି ପାଇଁ ଅଞ୍ଚଳବାସୀଙ୍କ ଦାବୀ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଡାକ୍ତରଖାନା ଅଛି ହେଲେ ନାହାନ୍ତି ଡ଼ାକ୍ତର । ଫାର୍ମାସିଷ୍ଟ ଭରସାରେ ଚାଲିଛି ଡ଼ାକ୍ତରଖାନା । ବାରମ୍ବାର ଅଭିଯୋଗ ପରେ ମଧ୍ୟ ଏଯାବତ୍ କୌଣସି ସୁଫଳ ମିଳିନାହିଁ । ଫଳରେ ୪ଟି ପଞ୍ଚାୟତର ପାଖାପାଖି ୨୦ ହଜାର ଲୋକ ଦୈନନ୍ଦିନ ଜୀବନରେ ନାହିଁ
Read More...

ପଦ୍ମପୁର ଉପଖଣ୍ଡରେ ମରୁଡି ଆଶଙ୍କା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଶାଢ ଶ୍ରାବଣ ଦୁଇଟି ନାଁରେ ଜୀବନ୍ତ ହୋଇ ଉଠେ ଚାଷୀ କୂଳର ସବୁ ଆଶା ଆକାଂକ୍ଷା । ବିଲରେ ଲହରି ମାରେ ସବୁଜ ଧାନର ଅମାର, ହେଲେ ଏ ବର୍ଷ କିନ୍ତୁ ସ୍ଥିତି ପୁରା ବିପରୀତ ଶ୍ରାବଣ ଯାଇ ଭାଦ୍ରବ ଆସିବା ଉପରେ ହେଲେ ବର୍ଷା ଅଭାବରୁ ଧାନ ବିଲ ଫାଟି ଆଁ କଲାଣି
Read More...

ପଦ୍ମପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି କର୍ମୀ ସମ୍ମିଳନୀ ଅନୁଷ୍ଠିତ

ପଦ୍ମପୁର, (କେପିଏନ୍‌ଏସ୍‌) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ବିଜେଡି ନେତା ପ୍ରିତମ ମେହେରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କର୍ମୀ ସମ୍ମିଳନିରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ, ଅର୍ଥମନ୍ତ୍ରୀ ନିରଞ୍ଜନ
Read More...

ଜଗନ୍ନାଥ ଯୁବ ପରିଷଦ ସରଗାଡ ଆନୁକୁଲ୍ୟରେ ଗଣଦୌଡ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଜଗନ୍ନାଥ ଯୁବ ପରିଷଦ ସରଗାଡ ଆନୁକୁଲ୍ୟରେ ସରଗାଡ ହାଇସ୍କୁଲ୍ ପଡିଆ ଠାରେ ଗଣଦୌଡ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ କେମିତି ସମସ୍ତେ ସ୍ଵସ୍ଥ ଓ ନିରୋଗୀ ରହିବେ ସେ ବିଷୟରେ ଅନ୍ୟ ମାନଙ୍କୁ ସଚେତନ କରିବା ସଙ୍ଗେ
Read More...

ଅନୁଗୁଳ ନେହେରୁ ଯୁବ କେନ୍ଦ୍ର ଓ ଅନୁଗୁଳ ସ୍ଵୟଂଶାସିତ ମହବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମର…

ଅନୁଗୁଳ : ଅନୁଗୁଳ ନେହେରୁ ଯୁବ କେନ୍ଦ୍ର ଓ ଅନୁଗୁଳ ସ୍ଵୟଂଶାସିତ ମହବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ସ୍ୱାଧୀନତାର ୭୫ ବର୍ଷ ପାଳନ ଅବସରରେ ଫିଟ୍ ଇଣ୍ଡିଆ ରନ -୨୦୨୧ର କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ରର ସମସ୍ତ ସ୍ଵେଚ୍ଛାସେବୀ ଅନୁଗୁଳ
Read More...