Monthly Archives

July 2021

କରାଟେ ସ୍କୁଲ ତରଫରୁ ବନ ମହୋତ୍ସବ

ଦେଓଗାଁ, (ମନିଷ କୁମାର ସାହୁ) : ଗଛ ବିନା ଆମେ ବଞ୍ଚିବା ଅସମ୍ଭବ । ଗଛ ନଷ୍ଟ କଲେ ପରିବେଶ ନଷ୍ଟ ହେବ । ମୃର୍ତ୍ତିକା କ୍ଷୟଠାରୁ ଆରମ୍ଭ କରି ଉତ୍ତାପ ବୃଦ୍ଧି, ପାଣି ପାଗର ଅନିୟମତା, ବନ୍ୟା, ବାତ୍ୟା ମରୁଡି ଭଳି ପ୍ରାକୃତିକ ବିପର୍ଯୟ ବଢି ଚାଲିବ । ଏହି ସବୁ ପ୍ରକୃତିକ ଦୂର୍ବିପାକରୁ
Read More...

ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଓ ବ୍ଲକ ଘେରାଉ

ଆନ୍ଦୋଳନକାରିଙ୍କ ପ୍ରଶ୍ନରେ ଘାଇଲା ହେଲେ ବିଡ଼ିଓପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଟିଟିଲାଗଡ଼, (ଗୌରବ ଦର୍ଜୀ) : ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାର ଦ୍ବାରା ଯୋଗାଇ ଦେଇଥିବା ୨୬ ଲକ୍ଷରୁ ଉର୍ଦ୍ଧ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବ୍ୟାପକ ଦୁର୍ନୀତି ହୋଇଥିବା
Read More...

କରୋନା ଯୋଦ୍ଧା ଭାବେ ସୁନିତା ସାଂସଦଙ୍କ ଦ୍ଵାରା ସମ୍ମାନିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା କାଳରେ ଅନେକ ଲୋକଙ୍କ ଜୀବନ ରକ୍ତ ନ ମିଳିବା ଦ୍ଵାରା ଯାଇଛି ଓ ସମାଜସେବୀ ମାନଙ୍କ ସହଯୋଗ ଦ୍ଵାରା ଅନେକ ଲୋକଙ୍କ ଜୀବନ ମଧ୍ୟ ବଞ୍ଚି ପାରିଛି । ତେବେ ଏଭଳି ମୁହୂର୍ତ୍ତରେ ଦିନ ରାତି ଲୋକଙ୍କ ସେବା କରି ଚର୍ଚ୍ଚାରେ ସୁନିତା ଭୋଇ । ସେ କଣ୍ଟାବାଞ୍ଜି
Read More...

ହରଭଙ୍ଗା ସ୍କୁଲ ତରଫରୁ ବନ ମହୋତ୍ସବ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ ହରଭଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୟୁଥ ଏଣ୍ଡ ଇକୋ କ୍ଲବ ତରଫରୁ କୋଭିଡ ଗାଇଡଲାଇନ ଅନୁପାଳନ କରି ୭୨ ତମ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋବିନ୍ଦ ସାହୁଙ୍କ ସଭାପତିତ୍ୱରେ ହୋଇଥିବା ବୃକ୍ଷ ରୋପଣ
Read More...

ବିଶ୍ୱାତ୍ମ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ୭୨ତମ ବନ ମହୋତ୍ସବ ପାଳନ : ଆଇନ ସଚେତନତା ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଜଜ୍‌ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଲୋକନାଥ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଧିକରଣର ସଚିବ ଦେବାଶିଷ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବଲାଙ୍ଗିର ଜିଲ୍ଲାର ଆନନ୍ଦ ନିକେତନ ସ୍ଥିତ ବିଶ୍ୱାତ୍ମ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ବଲାଙ୍ଗିର ଜିଲ୍ଲା ଖୁଣ୍ଟପାଲି ଗ୍ରା.ପ.ରୁ ଜଣେ ଚିହ୍ନଟ ହୋଇଥିବା ବେଳେ ଖପ୍ରାଖୋଲ ବ୍ଲକ ବେନ୍ଦେର ଓ ବାଘମୁଣ୍ଡ ଗ୍ରା.ପ.ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ
Read More...

କେନ୍ଦ୍ର ସରକାର ବିରୁଦ୍ଧରେ ବ୍ଲକ କଂଗ୍ରେସର ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ରର ମୋଦୀ ସରକାରଙ୍କ ଜନମାରଣ ନିତୀ ବିରୁଦ୍ଧରେ ସାରା ରାଜ୍ୟ ସମେତ ବଲାଙ୍ଗିର ସମସ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକ କଂଗ୍ରେସ ତରଫରୁ ବିକ୍ଷୋଭ ଓ ଧାରଣ ପ୍ରଦର୍ଶନ କରାଯାଇଛି । ସେହିକ୍ରମରେ ବଲାଙ୍ଗିର ସଦର ବ୍ଲକ କଂଗ୍ରେସ ଅଧ୍ୟକ୍ଷ ରାମପ୍ରସାଦ
Read More...

ପୁଇଁନ୍ତଲା ବ୍ଲକ କଂଗ୍ରେସ ପକ୍ଷରୁ ଗଣ ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରଦେଶ କଂଗ୍ରେସ କମିଟି ଡାକରାରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ଖାଇବା ତେଲ ପ୍ରଭୃତି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଦରଦାମ ବୃଦ୍ଧି ବନ୍ଦ କରିବା ଏବଂ ସାର, ବିହନ ରିହାତି ଦରରେ ଯୋଗାଇ ଦେବା ଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବା
Read More...

ଟ୍ୱିଟର ଯୋଗେ ଉପାନ୍ତ ଗାଁର ସେଫାଳି ପାଇଲେ ସଫଳତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜିକାଲି ଯୁବପିଢ଼ି ସ୍ମାର୍ଟ ମୋବାଇଲ କେବଳ ସାମାଜିକ ଗଣମାଧ୍ୟମ ବ୍ୟବହାର କରିବା ପାଇଁ ରଖିଥାନ୍ତି । ଏହି ସାମାଜିକ ଗଣମାଧ୍ୟମର ଅପବ୍ୟବହାର ଯୋଗୁଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଅନେକ ଅସହାୟ ସାମାଜିକ ଗଣମାଧ୍ୟମ ପାଇଁ ସହାୟତା ପାଇ
Read More...

ମନ୍ତ୍ରୀ ଟୁକୁନିଙ୍କୁ ଗତକାଲି ବିରୋଧ, ଆଜି ସ୍ୱାଗତ : ଗୁଡ଼ଭେଲା ବ୍ଲକ ପାଇଁ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ପାଇଁ ୬୨ କୋଟି…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକ ଜଳସେଚନ ଓ ପାନୀୟ ଜଳର ସୁବିଧା ପାଇଁ ରାହୁଲ ଅନ୍ତଃନଦୀ ପ୍ରକଳ୍ପ ପାଇଁ ୬୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୁଡ଼ଭେଲା ବ୍ଲକ କନଫରେନ୍ସ ହଲ ପରିସରରେ ରାଜ୍ୟ ମହିଳା ଶିଶୁ ବିକାଶ
Read More...