Monthly Archives

July 2021

‘ଦୈନିକ ଆଶା’ର ପୁନଃସଂସ୍ଥାପନ ଡିଜିଟାଲ ୱେବସିରିଜର ଉନ୍ମୋଚନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ସର୍ବ ପୂରାତନ ପ୍ରତିଷ୍ଠିତ ଦୈନିକ ଖବରକାଗଜ 'ଦୈନିକ ଆଶା'ର ଡିଜିଟାଇଜେସନ ସୋପାନରେ ପାଦ ଦେଇଛି । ଦୈନିକ ଆଶା ପ୍ରତିଷ୍ଠାନ ବହୁଦିନ ଧରି ସୁପ୍ତ ଅବସ୍ଥାରେ ରହି ଆସିଥିବା ବେଳେ ଏହାର ନବକଳେବର ରୂପ ୱେବସିରିଜ ଭାବେ ଆତ୍ମ ପ୍ରକାଶ କରିଛି
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୩ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୩ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୬୬୨କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩ଜଣ ରହିଥିବା ବେଳେ ବରଗଡ଼
Read More...

ଧାନ ଚାଷ ହୋଇଥିବା ଗୋଚର ଜମିରେ ଗୋରୁ ଚରେଇଲେ ଗାଁ ମହିଳା

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରା ପଞ୍ଚାୟତ ସିଲେଟପଡାଠାରେ ଗୋଚର ଜମିରେ କିଛି ବ୍ୟକ୍ତି କରିଥିବା ଧାନ ଚାଷକୁ ଗାଁର ଏସଏଚଜି ମହିଳାମାନେ ଗାଈ ଗୋରୁ ଚରେଇ ଚାଷକୁ ନଷ୍ଟ କରିଥିବା ସୂଚନା ମିଳିଛି । ସୂଚନା ମତେ ଏହି ଗାଁରେ ଥିବା
Read More...

ସମୟ ହିଁ ସାହିତ୍ୟର ଶ୍ରେଷ୍ଠ ବିଚାରକ

କଂଟାବାଞ୍ଜି, (କୈଳାଶ ସଗ୍ରିଆ) : ସମୟ ହିଁ ସାହିତ୍ୟର ଶ୍ରେଷ୍ଠ ବିଚାରକ । ସାମୟିକ, ଯଶ ପ୍ରଶଂସା କବି ପାଇଁ ମୂଳ୍ୟହୀନ । ଏମିତି ପ୍ରକାଶ ପାଇଛି କବି ଅଧ୍ୟାପକ ଡ. ସଂଜୟ କୁମାର ମିଶ୍ରଙ୍କ ଜନ୍ମଦିନ ଉପଲକ୍ଷେ କୋଶଳି ଭାଷା ଓ ସାହିତ୍ୟ ଶୀର୍ଷକରେ ଆୟୋଜିତ ୱେବିନାରରେ । କୋଶଳ ଭାରତୀ ସାହିତ୍ୟ
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୧୯୯୩ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୯୯୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୨୪୫୬୭କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୫୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୮୩୯ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ପ୍ରକଳ୍ପକୁ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଯୋଗ ଦେଇ ଉଦ୍‌ଘାଟନ କରିଛନ୍ତି । ଏଥିରେ ପ୍ରଥମେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାମଖୁଣ୍ଟା
Read More...

ଡ.ଏପିଜେ ଅବଦୁଲ କାଲାମ ଜନ କଲ୍ୟାଣ ପରିଷଦ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଖଲ୍ଲିକୋଟ ବ୍ଲକର ଭରସା ଗ୍ରାମ ନିକଟସ୍ଥ ପେଟ୍ରୋଲ ପମ୍ପ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ଯଥା ଅଁଳା, ଡାଲିମ୍ବ, ପିଜୁଳି, ଅମୃତଭଣ୍ଡା, ସଜନା ଇତ୍ୟାଦି ବୃକ୍ଷମାନ ରୋପଣ କରାଯାଇଥିଲା
Read More...

ଲୋହାରପାଲି ପଞ୍ଚାୟତ ସ୍ତରୀୟ ସଂଘ ତରଫରୁ ଖାଦ୍ୟ ସୁରକ୍ଷା, ସ୍ୱାସ୍ଥ୍ୟ ଓ ପରିମଳ ତାଲିମ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଲୋହାରପାଲି ପଞ୍ଚାୟତ ଅଧୀନସ୍ଥ କବିବରପୁର, ଗାମ୍ଭାରୀଡିହି, ସର୍ଗିଯୋରୀ, ଲୋହାରପାଲି ଗ୍ରାମ ଠାରେ ଗତ ୫ ରୁ ୧୧ ତାରିଖ ପର୍ୟ୍ୟନ୍ତ ଖାଦ୍ୟ ସୁରକ୍ଷା, ଶିକ୍ଷା, ସ୍ବାସ୍ଥ୍ୟ ଓ ପରିମଳ ଉପରେ ବ୍ୟାପକ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏହି
Read More...

କଟକ ୱଡସ ସମ୍ବଲପୁର ଓଡ଼ିଆ ଚଳଚ୍ଚିତ୍ରର ପାଣ୍ଡୁଲିପି ପୂଜୋନତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସ୍ଥିତ ମାଁ ଶ୍ୟାମାକାଳୀଙ୍କ ମନ୍ଦିରରେ ଆଜି କଟକ ୱଡସ ସମ୍ବଲପୁର ଓଡ଼ିଆ ଚଳଚ୍ଚିତ୍ରର ପାଣ୍ଡୁଲିପି ପୂଜା ଆରାଧନା କରାଯିବା ସହ ମୁହୁରତ ଅନୁଷ୍ଠିତ ହୋଇଯାଇଛି । ଏହି ଚଳଚ୍ଚିତ୍ରରେ ପୂର୍ବ ଏବଂ ପଶ୍ଚିମ ଓଡ଼ିଶାର ସପ୍ସସ୍କୃତି ପରମ୍ପରାର ଝଲକ ରହିବ ।
Read More...

ବିଜେଡି ଯୁବ ଓ ଛାତ୍ର ଶାଖା ପକ୍ଷରୁ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କରୋନା ସମୟରେ ରକ୍ତାଭାବକୁ ଦୁର କରିବା ପାଇଁ  ବରଗଡ଼ ବିଧାୟକ ଦେବେଶ ଆଚାର୍ୟ୍ୟଙ୍କ ତତ୍ବାବଧାନରେ ଆଜି ବରଗଡ଼ ବ୍ଲକ ଅନ୍ତର୍ଗତ ବରଗାଁ ପଞ୍ଚାୟତ ଠାରେ ଜିଲ୍ଲା ବିଜୁ ଯୁବ, ଛାତ୍ର ଜନତା ଦଳ ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।
Read More...