Monthly Archives

July 2021

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୮ ଜଣ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୭୩୦କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭ଜଣ ରହିଥିବା ବେଳେ ଗଞ୍ଜାମ
Read More...

ବଜ୍ରପାତ ସମୟରେ କେଉଁ ପରିସ୍ଥିତିରେ କେତେ ବିପଦ, ଆସନ୍ତୁ ଜାଣିବା

ୱାଶିଂଟନ୍‌ : ଆମେରିକାର ନେସ୍‌ନାଲ୍‌ ୱେଦର୍‌ ସାର୍ଭିସ୍‌ (ଏନ୍‌ଡବ୍ଲୁଏସ୍‌) ଅନୁଯାୟୀ ବଜ୍ରପାତ ମଣିଷକୁ ଅନେକ ଦିଗରେ କ୍ଷତି ପହଂଚାଇଥାଏ । ବଜ୍ରପାତରେ ମୃତ୍ୟୁବରଣ କରିଥିବା ଅଧିକାଂଶଙ୍କ କ୍ଷେତ୍ରରେ ବଜ୍ରପାତ ଜଣେ ବ୍ୟକ୍ତିଙ୍କୁ ସିଧାସଳଖ ଆଘାତ କରେ । ତଥାପି, ଏପରି ମାମଲା ବିରଳ ।
Read More...

ଇରାକରେ ମର୍ମନ୍ତୁଦ ଦୁର୍ଘଟଣା : ନାସିରିଆ ସହରର କୋଭିଡ ହସ୍ପିଟାଲରେ ଘଟିଥିବା ଅଗ୍ନିକାଣ୍ଡରେ ୪୪ ଜଣଙ୍କର ମୃତ୍ୟୁ ଓ ୬୭…

ଇରାକ : ସୋମବାର ଇରାକର ଦକ୍ଷିଣ ସହର ନାସିରିଆର ଅଲ-ହୁସେନ୍‌ କୋଭିଡ ହସ୍ପିଟାଲରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୨ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କ ସମେତ ୪୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୭ ଜଣ ଆହତ ହୋଇଛନ୍ତି । ନିଆଁକୁ ଆୟତ୍ତ କରାଯାଇଛି । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି
Read More...

ତେଜରାଜଙ୍କ ହାତର କମାଲ : ମା’ କୁକୁଡା ବିନା ଫୁଟୁଛି ଚିଆଁ

ଟିଟିଲାଗଡ, (ଗୌରବ ଦର୍ଜୀ) : ଅଭାବ ଦେଖାଇଲା ବଞ୍ଚିବାର ରାସ୍ତା ପାଠ ପଢ଼ାକୁ ଅଧାରେ ଛାଡ଼ି କିଛି କରିବା ଲକ୍ଷ୍ୟରେ ବାହାରି ଥିଲେ ତେଜରାଜ ସାହୁ । ଆଜି ସେଥିରେ ସଫଳ ହୋଇଛନ୍ତି । ଆଉ ତିଆରି କରିଛନ୍ତି କୁକୁଡ଼ା ଚିଆଁ ଫୁଟା ମେସିନ୍‌ । ନାଁ ହେଉଛି ‘ଇନ୍‌କ୍ୟୁଭେଟର’ । ୟୁଟ୍ୟୁବ୍‌ରୁ ଦେଖି
Read More...

ପ୍ରଥମ ଥର ଦୁଇ ନାମୀ କଳାକାର ମିଶି ଗାଇଲେ ଗୀତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବହୁ ଦିନର ଅପେକ୍ଷା ପରେ ସମ୍ବଲପୁରୀ ସଙ୍ଗୀତ ଜଗତରେ ପ୍ରଥମ ଥର ପାଇଁ ଦୁଇ ନାମୀ କଳାକାର ଉମାକାନ୍ତ ବାରିକ ଓ ରୁକୁ ସୁନାକୁ ନେଇ ଆକୃତି ଭିଡିଓ ଫିଲ୍ମରେ ନିର୍ମିତ 'ରିଯେକ୍ଟ କଲି ନ' ଗୀତ ଶୁଭମୁକ୍ତି ହେବାକୁ ଯାଉଛି । ଗୀତ ଓ ସଙ୍ଗୀତ ନିର୍ଦ୍ଦେଶନା
Read More...

କୋଶଳ ସେନା ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନଏସ୍‌) : ଲୋଇସିଂହା ବ୍ଲକ ଘୁଙ୍ଗି ଗ୍ରାମ ଖେଳ ପଡିଆ ଓ ନିକଟସ୍ଥ କାପୁ ଡଙ୍ଗର ଠାରେ କୋଶଳ ସେନା ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାୟ ୪ ଶହରୁ ଅଧିକ ଗଛ ଲଗାଯାଇଥିଲା । କୋଶଳ ସେନାର କୌସ୍ତୁଭ ସାହୁଙ୍କ ନେତୃତ୍ୱରେ ସରୋଜ ପଧାନ, ଅକ୍ଷୟ
Read More...

ରୋଟାରୀ କ୍ଲବ ପକ୍ଷରୁ ବୃକ୍ଷ ରୋପଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରୋଟାରୀ କ୍ଲବ ଛତ୍ରପୁର ପକ୍ଷରୁ ଛତ୍ରପୁର ବ୍ଳକ ଅନ୍ତର୍ଗତ ବିପୁଳିଙ୍ଗି ପଞ୍ଚାୟତର କରାତଳି ଗ୍ରାମ୍ୟ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଭାନେତ୍ରୀ ଏସ. ରେଖା ମହାନ୍ତିଙ୍କ ନେତୃତ୍ୱରେ ରୋଟାରୀଆନ୍ ସର୍ବଶ୍ରୀ
Read More...

ରାଜ୍ୟରେ କୋଭିଡ଼ ସଂକ୍ରମଣ : ଗତ ୨୪ ଘଂଟାରେ ୧୯୩୦ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରୁ ଗତ ୨୪ ଘଂଟା ମଧ୍ୟରେ ୧୯୩୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୧୧୭ କ୍ୱାରେନ୍‌ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୮୧୩ ଆଂଚଳିକ ସଂକ୍ରମଣର ଶିକାର ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି
Read More...

ସମୟ ହିଁ ସାହିତ୍ୟର ଶ୍ରେଷ୍ଠ ବିଚାରକ

କଂଟାବାଞ୍ଜି, (ମନିଷ କୁମାର ହଂସ) : ସମୟ ହିଁ ସାହିତ୍ୟର ଶ୍ରେଷ୍ଠ ବିଚାରକ । ସାମୟିକ, ଯଶ ପ୍ରଶଂସା କବି ପାଇଁ ମୂଳ୍ୟହୀନ । ଏମତ ପ୍ରକାଶ ପାଇଛି କବି ଅଧ୍ୟାପକ ଡ. ସଂଜୟ କୁମାର ମିଶ୍ରଙ୍କ ଜନ୍ମଦିନ ଉପଲକ୍ଷେ କୋଶଳି ଭାଷା ଓ ସାହିତ୍ୟ ଶୀର୍ଷକରେ ଆୟୋଜିତ ୱେବିନାରରେ । କୋଶଳ ଭାରତୀ ସାହିତ୍ୟ
Read More...

କଣ୍ଟାମାଳରେ କାର୍ ସମେତ ୭୭ କେଜି ଗଞ୍ଜେଇ ଜବତ : ୨ଗିରଫ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାର ବିଭିନ୍ନ ରାସ୍ତା ଦେଇ ପଡୋସୀ ଜିଲ୍ଲାରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣର ଚେର ଲମ୍ବିଥିବା ବେଳେ ପୋଲିସ ପାଇଁ ଚାଲାଣକାରୀଙ୍କୁ ଧରିବା ଚ୍ୟାଲେଜିଂ ହୋଇପଡିଛି । ତେବେ ଆଜି କଣ୍ଟାମାଳ ପୋଲିସକୁ ଏକ ବଡ ସଫଳତା ମିଳିଛି । ଆଜି ପୋଟ୍ରୋଲିଂ
Read More...