Monthly Archives

July 2021

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଞ୍ଚଳ ୱାର୍ଡ ନଂ. ୭ରୁ ଜଣେ, ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଗ୍ରା.ପ.ରୁ ଜଣେ, ବେଲପଡା ବ୍ଲକ ପାର୍ଲିମାଲ ଗ୍ରା.ପ.ରୁ ଜଣେ,
Read More...

ଓଡ଼ିଶା ସାହିତ୍ୟ ଏକାଡେ଼ମୀର ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ପୁଇଁନ୍ତଲା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ସାହିତ୍ୟ ଏକାଡେ଼ମୀର ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ଗତକାଲି ଅନୁଷ୍ଠିତ ହୋଇଥିବା ବଲାଙ୍ଗିର ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ପୁଇଁନ୍ତଲା ବ୍ଲକର କୌଣସି ଛାତ୍ରଛାତ୍ରୀ ଯୋଗଦାନ କରି ନଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଜିଲ୍ଲାର ସମସ୍ତ ବ୍ଲକ ଓ
Read More...

ସ୍ୱର ଉଠାଇଲେ ବାମପନ୍ଥୀ : ‘ମୋଦି ସରକାର ଗାଦି ଛାଡ଼’

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କେନ୍ଦ୍ର ସରକାରଙ୍କ ଅହେତୁକ ଦରଦାମ୍‌ର ବୃଦ୍ଧି ଏକ ଅଗଣତାନ୍ତ୍ରିକ ନୀତି ବୋଲି ବାମପନ୍ଥୀ ଦଳ ଘୋର ସମାଲୋଚନା କରିଛି । ଅତ୍ୟାବଶ୍ୟକ ଖାଦ୍ୟ ଦ୍ରବ୍ୟ, ଡାଲି, ଚିନି, ଘିଅ, ଖାଇବା ତେଲ ଏବଂ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍‌ର ଅହେତୁକ ମୂଲ୍ୟ
Read More...

ଅଗଷ୍ଟ ୧ ଯାଏଁ ରାଜ୍ୟରେ ଆଂଶିକ ଲକ୍‌ଡାଉନ୍ ରହିବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର ୧୬ ଜୁଲାଇ ସକାଳ ୬ଟାରୁ ୦୧ ଅଗଷ୍ଟ, ୨୦୨୧ ସକାଳ ୬ଟା ପର୍ଯ୍ୟନ୍ତ ରାଜ୍ୟରେ ଆଂଶିକ ଲକଡାଉନ୍ ଘୋଷଣା କରିଛନ୍ତି । ପୂର୍ବ ନିଷ୍ପତ୍ତି ଅନୁଯାୟୀ ସଂକ୍ରମଣ ହାର କମ୍ ଥିବା ୨୦ଟି ଜିଲ୍ଲାକୁ କ୍ୟାଟେଗୋରି "ଏ" ତଥା ଅଧିକ ସଂକ୍ରମଣ ହାର ଥିବା
Read More...

ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ୨୦୨୧-୨୨ ବର୍ଷ ପାଇଁ ଖରିଫ ଧାନ ସଂଗ୍ରହ ୦୧-୧୧-୨୦୨୧ରୁ ୩୧-୦୩-୨୦୨୨ ମଧ୍ୟରେ ପରିଚାଳିତ ହେବ। ଏଥିପାଇଁ ଚାଷୀମାନେ ସେମାନଙ୍କ ନିକଟସ୍ଥ ଅନୁମୋଦିତ ପ୍ରାଥମିକ କୃଷି ସମବାୟ ସମିତି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅଥବା ପାଣି ପଞ୍ଚାୟତରେ ଆଗୁଆ
Read More...

ବିଜେପିକୁ ଶକ୍ତ କରିବାକୁ ଅଣ୍ଟା ଭିଡ଼ିଲେ ଜିଲ୍ଲା ସଭାପତି

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା ବିଜେପିର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକରେ ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ବିଜେପିକୁ ମଜବୁତ କରିବା ପାଇଁ ସାତ ଗୋଟି ପ୍ରସ୍ତାବ ସର୍ବସମ୍ମତି କ୍ରମେ ଅନୁମୋଦନ କରାଯାଇଛି ।
Read More...

ଜନସଂଖ୍ୟା ଆଇନ ପ୍ରଣୟନ ଦାବୀରେ ପ୍ରଧାନମନ୍ତ୍ରୀଙ୍କୁ ଦାବୀପତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଦିନ ୧୧.୩୦ ସମୟରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ବଲାଙ୍ଗିର ପକ୍ଷରୁ କଠୋର ଜନସଂଖ୍ୟା ଆଇନ ସଂସଦରେ ପ୍ରଣୟନ କରିବାକୁ ଦାବୀ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ
Read More...

ସିଏସସି ପକ୍ଷରୁ ଛାତ୍ରୀଙ୍କୁ ସାନିଟରି ପ୍ୟାଡ୍‌ ବଣ୍ଟନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଉରିଆ ଗ୍ରାମ ପଞ୍ଚାୟତ ଜନସେବା କେନ୍ଦ୍ର ପକ୍ଷରୁ ସମସ୍ତ କୋଭିଡ କଟକଣା ମାନି ଘୋରଡିଆ ନୋଡାଲ ହାଇ ସ୍କୁଲର ୫୦ ଜଣ ଛାତ୍ରୀଙ୍କୁ ୬୦୦ଟି ସାନିଟରି ପ୍ୟାଡ ବଣ୍ଟନ କରଯାଇଛି । ଛାତ୍ରୀମାନଙ୍କ ମାସିକ ୠତୁସ୍ରାବ
Read More...

ବିଦ୍ୟୁତ୍‌ ବିଲ୍‌ ବୃଦ୍ଧି ସହ ଟାଟା ପାୱାର କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ପାଇଁ ବିଜେପି ପକ୍ଷରୁ ଗଣଧାରଣା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଦ୍ୟୁତ୍‌ ବିଲ୍‌ ଦର ବୃଦ୍ଧି ସାଂଗକୁ ଟାଟା ପାୱାରର କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ଆଜି ବ୍ରହ୍ମପୁରରେ ଟାଟା ବିଜୁଳି ବିତରଣ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ଗଣଧାରଣା ଦିଆଯାଇଛି ।
Read More...

ସମଗ୍ର ରାଜ୍ୟରେ ଆସନ୍ତାକାଲି ଠାରୁ ବସ୍ ଚଳାଚଳ ଆରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସମଗ୍ର ରାଜ୍ୟରେ ଆସନ୍ତାକାଲି ଠାରୁ ବସ୍ ଚଳାଚଳ ଆରମ୍ଭ ହେବ । ରାଜ୍ୟରେ କୋଭିଡ ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି । ଅନ୍ୟପଟେ ରଥଯାତ୍ରା ପାଇଁ ପୁରୀକୁ ଜୁଲାଇ ୨୫ ଯାଏଁ ବସ୍ ଚଳାଚଳ କରିବନି । ସେହିପରି ଅଗଷ୍ଟ ୧ ତାରିଖ
Read More...