Monthly Archives

July 2021

କସ୍ତୁରବା ଗାନ୍ଧୀ ମାତୃ ନିକେତନରେ ନିଆରା ବାହାଘର

ପଦ୍ମପୁର, (ନିରୋଜ କୁମାର ପାଣୀ) : ନାଁ ତାଙ୍କର କିରଣ । ପିଲାବେଳୁ ସେ ନିଜ ମା ' ବାପାଙ୍କୁ ଦେଖିନାହାନ୍ତି । ୨୦୦୦ ମସିହା ଜାନୁଆରୀରୁ ସେ ବରଗଡ଼ ଜିଲା କସ୍ତୁରବା ଗାନ୍ଧୀ ମାତୃ ନିକେତନରେ ରହି ଆସୁଥିଲେ । ବୁଧବାର ଦିନ କିରଣଙ୍କୁ ମିଳିଛି ତାଙ୍କ ଜୀବନସାଥୀ । ସେ ଦଶମ ଶ୍ରେଣୀର
Read More...

ଜିଲ୍ଲାପାଳ ଅଫିସ ସମ୍ମୁଖରେ ଏସ୍‌ୟୁସିଆଇର ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏସ୍‌ୟୁସିଆଇ(ସି) ରାଜ୍ୟ କମିଟି ଆହ୍ୱାନରେ ଆଜି ସାରା ଓଡିଶାରେ ପ୍ରତିବାଦ ଦିବସ ପାଳିତ ହୋଇଯାଇଛି । ଏସ୍‌ୟୁସିଆଇ ବଲାଙ୍ଗିର ଶାଖା ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରି ପ୍ରତିବାଦ କରାଯାଇଛି । କୋଭିଡ୍‌ ପରିସ୍ଥିତିର ମୁକାବିଲାରେ
Read More...

ଚାଷୀ ପଞ୍ଜିକରଣ ପାଇଁ ସଚେତନତା ରଥ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ୨୦୨୧-୨୨ ଖରିଫ୍ ଋତୁରେ ଧାନ ବିକ୍ରି ପାଇଁ ଚାଷୀଙ୍କ ନାମ ପଞ୍ଜିକରଣ ଆରମ୍ଭ ହୋଇଯାଇଛି । ବରଗଡ଼ ଏବଂ ଅତାବିରା ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ବିଭିନ୍ନ ସ୍ଥାନରେ ପଞ୍ଜିକରଣ କରାଯାଉଅଛି । ଏହି ଅବସରରେ ଚାଷୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଆଜି
Read More...

ଲୋୟର ସୁକତେଲ ପ୍ରସଙ୍ଗ : ପୁନଃର୍ବାସ, ଥଇଥାନ ପ୍ରକଳ୍ପ ନିର୍ଦ୍ଦେଶକ ଓ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀଙ୍କ ସହ ଆଲୋଚନା…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଅପରାହ୍ନ ଘ.୫ ସମୟରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ପୁନଃର୍ବାସ, ଥଇଥାନ ପ୍ରକଳ୍ପ ନିର୍ଦ୍ଦେଶକ ମହେନ୍ଦ୍ର ମହାପାତ୍ର ଏବଂ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ କୁମାର ନାଗଭୂଷଣଙ୍କ ସହିତ ଲୋୟର ସୁକତେଲ ପୁନଃର୍ବାସ ଥଇଥାନରେ
Read More...

ବରିଷ୍ଠ କଂଗ୍ରେସ ନେତା ସୂର୍ଯ୍ୟଭାନୁ ମିଶ୍ରଙ୍କ ବିୟୋଗରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବରିଷ୍ଠ କଂଗ୍ରେସ ନେତା ସୂର୍ଯ୍ୟଭାନୁ ମିଶ୍ରଙ୍କ ବିୟୋଗରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଶୋକସଭା ପାଳନ କରାଯାଇଛି । ସଭା ପ୍ରାରମ୍ଭରେ ତାଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ଏବଂ ବକ୍ତାମାନେ ସ୍ମୃତି ଚାରଣ
Read More...

ଭିଲେଜର୍ସ ଇଣ୍ଡିଆ ପାର୍ଟିର ସ୍ଥାପନା ଦିବସ ପାଳନ

ଓଡିଶାର ପେଣ୍ଡିଙ୍ଗ ପ୍ରକଳ୍ପର କାର୍ଯ୍ୟକ୍ଷମ ପାଇଁ ଓଡିଶା ଗାନ୍ଧୀ ପଦଯାତ୍ରା ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଭିଲେଜର୍ସ ଇଣ୍ଡିଆ ପାର୍ଟି ଦ୍ୱାରା ପଞ୍ଚମ ସ୍ଥାପନା ଦିବସ ବଲାଙ୍ଗିରସ୍ଥିତ ଯାଦବ ଭବନରେ ପାଳନ କରାଯାଇଛି । ପାର୍ଟିର ଅଧ୍ୟକ୍ଷ ଡ. ବିପିନ କୁଶୁଲିଆଙ୍କ ସହ ଭିଆଇପି
Read More...

ଦୀପାଙ୍କ ପ୍ରୟାସରେ ଦିବ୍ୟାଙ୍ଗ ପାଇଲେ ହୁଇଲ ଚେୟାର : ଆଶୀର୍ବାଦ ଯୋଜନାରେ ସାମିଲ ପାଇଁ ନଥିପତ୍ର ସଂଗ୍ରହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରି ଗ୍ରାମର ସାମାଜିକ କର୍ମୀ ଦୀପା ବାରିକଙ୍କ ପ୍ରୟାସ ଯୋଗୁଁ ଜଣେ ଦିବ୍ୟାଙ୍ଗ ଶିଶୁ ହୁଇଲ ଚେୟାର ପାଇଛନ୍ତି ଏହା ସହ ଆଶୀର୍ବାଦ ଯୋଜନାରେ ସାମିଲ ହୋଇ ଆର୍ଥିକ ସହାୟତା ସହିତ ଅନ୍ୟାନ୍ୟ ସରକାରୀ ସହାୟତା ପାଇବା ପାଇଁ
Read More...

ଏସ୍‌ୟୁସିଆଇ ପକ୍ଷରୁ ଓଡ଼ିଶା ବନ୍ଦ ପାଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପେଟ୍ରୋଲ ଡିଜେଲ ରନ୍ଧନଗ୍ୟାସ ଓ ଅତ୍ୟାବଶ୍ୟକୀୟ ଦ୍ରବ୍ୟର ମୂଲ୍ୟ ହ୍ରାସ ଦାବୀରେ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ପକ୍ଷରୁ ସାରା ଓଡିଶା ପ୍ରତିବାଦ ଦିବସ ଅବସରରେ ଆଜି ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ଗଞ୍ଜାମ ଜିଲ୍ଲା ସାଙ୍ଗଠନିକ କମିଟି ତରଫରୁ
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ବିଳାସିନୀ ଏବଂ ଯଶୋବନ୍ତଙ୍କ ଟ୍ୱିଟ୍‌ ପରେ ଉଦ୍ଧାର ହେଲେ ଦିବ୍ୟାଙ୍ଗ ମନୋଜ

ସୋନପୁର, (ପ୍ରଭୁଦତ୍ତ ରଥ ରଥ) : ସୋନପୁର ବସଷ୍ଟାଣ୍ଡ ନିକଟ ପଞ୍ଚରଥ ମନ୍ଦିର ଠାରେ ଅସହାୟ ଅବସ୍ଥାରେ ବଲାଙ୍ଗିର ଜିଲ୍ଲାର ୨୩ ବର୍ଷୀୟ ଭିନ୍ନକ୍ଷମ ଯୁବକ ମନୋଜ ରହି ଆସୁଥିଲେ । ମନୋଜଙ୍କ ବାପା ମାଆ ଆନ୍ଧ୍ରପ୍ରଦେଶର ଏକ ଇଟାଭାଟିରେ ଦାଦନ ଖଟନ୍ତି । ମନୋଜ ନିଜର ଜେଜେବାପା ସହିତ ରୁହନ୍ତି । ସେ
Read More...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଗୋବିନ୍ଦ ନାୟକଙ୍କୁ ସହାୟତା ରାଶି ପ୍ରଦାନ

ଡ଼େଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡ଼େଲାଙ୍ଗ ତହସିଲ ଅନ୍ତର୍ଗତ ଡ଼େଲାଙ୍ଗ କୋଠବାଡ ପଞ୍ଚାୟତର ବଡଆଙ୍କୁଲା ଗ୍ରାମର ଗୋବିନ୍ଦ ନାୟକଙ୍କୁ ଆଜି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଡ଼େଲାଙ୍ଗ ତହସିଲଦାର ମହେନ୍ଦ୍ର ବଢେଇ ୧୦ ହଜାର
Read More...