Monthly Archives

July 2021

ଶେଷରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପାଇଲା ୟୁଜିସି ମାନ୍ୟତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୀର୍ଘ ବାଦ ବିବାଦ ପରେ ଆଜି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୟୁଜିସି ଅଧିନିୟମ ୧୯୫୬, ଧାରା ୨(ଏଫ୍) ଅନୁଯାୟୀ ୟୁନିଭରସିଟି ଗ୍ରାଣ୍ଟ କମିସନ (ୟୁଜିସି) ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ଅନ୍ତର୍ଭୃକ୍ତ କରିଛି । ଏନେଇ କେନ୍ଦ୍ର
Read More...

ଶିକ୍ଷକ ପ୍ରଦୀପ କୁମାର ଦାଶଙ୍କ ଦେହାନ୍ତ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ବ୍ଲକ ଅଧୀନସ୍ଥ ମେହେରମୁଣ୍ଡା ୟୁପି ସ୍କୁଲର ଶିକ୍ଷକ ପ୍ରଦୀପ କୁମାର ଦାଶ(୪୮)ଙ୍କ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ସ୍ୱାସ୍ଥ୍ୟଗତ କାରଣରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଥିବା ବେଳେ ବଲାଙ୍ଗିର ଜିଲ୍ଲାର ଶିକ୍ଷକ ଜଗତରେ
Read More...

ପଶ୍ଚିମ ଓଡ଼ିଶାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପ୍ରତିବାଦରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସ୍ୱାସ୍ଥ୍ୟ କ୍ଷେତ୍ରରେ ପଶ୍ଚିମ ଓଡ଼ିଶାକୁ ରାଜ୍ୟ ସରକାର ସବୁବେଳେ ଅବହେଳା କରିଆସୁଥିବା ବେଳେ ବରଗଡ଼ ଜିଲ୍ଲାର ମଧ୍ୟ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ସେହିପରି ଭିମସାର ବୁର୍ଲାରେ ଏକ୍‌ମୋ ମେସିନ ଲଗେଇବା ଦାବୀରେ ଆଜି ଭାଜପା ପକ୍ଷରୁ ବରଗଡ଼
Read More...

ପ୍ରାଥମିକ କୃଷି ସମବାୟ ସମିତିର ସଦସ୍ୟତା ଗ୍ରହଣ କଲେ ଲୋଇସିଂହା ବିଧାୟକ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁରୋଭାଡି ଗ୍ରାମର ପ୍ରାଥମିକ କୃଷି ସମବାୟ ସମିତିର ସଦସ୍ୟତା ଗ୍ରହଣ କରିଛନ୍ତି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ । ତେବେ ଏଥିରେ ତାଙ୍କ ସହ ବହୁ ବିଜେପି କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।
Read More...

ସରକାରୀ ଚାକିରିରୁ ଅବସର ନେଲେ କନିଷ୍ଠ ହିସାବ ରକ୍ଷକ ଉମାକାନ୍ତ ରାଉତ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଭିଡ ଗାଇଡ ଲାଇନ ଅନୁଯାୟୀ ଆଜି ବଲାଙ୍ଗିର ଜଙ୍ଗଲ ବିଭାଗର କନିଷ୍ଠ ହିସାବ ରକ୍ଷକ ଉମାକାନ୍ତ ରାଉତ୍ ସରକାରୀ ଚାକିରିରୁ ଅବସର ନେଇଛନ୍ତି । ଦୀର୍ଘ ୪୧ ବର୍ଷ ଧରି ଅନବରତ ଭାବେ ସେବା ଯୋଗାଇ ଆସୁଥିଲେ । ସେ ଜଣେ କତ୍‌ର୍ତ୍ତବ୍ୟନିଷ୍ଠ, ସମୟାନୁବର୍ତିତା,
Read More...

ଛାତ୍ର କଂଗ୍ରେସ ତରଫରୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ ଥିବା ବେଳେ ମୋଟ ୧୭ଟି ବିଭାଗରେ ଥିଲା ୟୁଜି ଓ ପିଜି ପାଠ୍ୟକ୍ରମ । ସେଥିମଧ୍ୟରୁ ମୋଟ ୪ଟି ବିଭାଗରେ ପିଜି ପାଠ୍ୟକ୍ରମ ଆରମ୍ଭ ହୋଇନଥିଲା । ୧ଜୁନ ୨୦୨୦ରେ ରାଜେନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ ବିଧିବଦ୍ଧ ଭାବରେ
Read More...

ବଙ୍ଗୋମୁଣ୍ଡା ସାହିତ୍ୟ କଳା ପରିଷଦର ଭୂମି ପୂଜନ

ବଙ୍ଗୋମୁଣ୍ଡା : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସାହିତ୍ୟ କଳାପରିଷଦର ଭୂମିପୁଜନ ହୋଇଯାଇଛି । ଏଥିରେ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣୀ ସୁନାନୀ ମୁଖ୍ୟ ଅତିଥି ରୁପେ ଯୋଗଦାନ ଦେଇ ସାହିତ୍ୟ କଳା ପରିଷଦର ଭୂମି ପୁଜନ କରିଥିଲେ । ପରିଷଦର ସଭାପତି ଡ଼. ନାରାୟଣ ମିଶ୍ର, ଉପସଭାପତି ସୁରେଶ ଭୋଇ,
Read More...

ଭିନ୍ନକ୍ଷମ ପରିବାରକୁ ୩ ମାସର ରାସନ ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶୁକ୍ରବାର ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ଛତ୍ରପୁରଠାରେ ଅବସ୍ଥାପିତ ଗଞ୍ଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ତରଫରୁ ଛତ୍ରପୁର ବ୍ଲକର ପୋଟଲାମପୁର ଓ ଭିକାରିପଲ୍ଲୀ ଏହି ଦୁଇ ଗ୍ରାମପଞ୍ଚାୟତ ୧୦୦ ଭିନ୍ନକ୍ଷମ ପରିବାରକୁ ୩ ମାସର ରାସନ
Read More...

ମିନି ଟ୍ରକରୁ ୧୮୦ ବସ୍ତା ନବରତ୍ନା ଡିଏପି ସାର ଜବତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ପୋଲିସ ଛତିଶଗଡ଼ ପଟରୁ ଆସୁଥିବା ନବରତ୍ନା ଡିଏପି ସାର ୧୮୦ ବସ୍ତା ସାର ଧଉରାଭଟା ଛକ ନିକଟରେ ଏକ ମିନି ଟ୍ରକ ଓଡି ୦୩ ସି ୭୫୬୯କୁ ଜବତ କରି ଜଗଦଲପୁର ଥାନାକୁ ଆଣିଥିଲେ ଜଗଦଲପୁର ପୋଲିସ ଦଳ ରାତ୍ରରେ ପେଟ୍ରୋଲିଂ
Read More...

ମୁଖ୍ୟ ଡାକ୍ତରଖାନାରେ ଅଲ୍ଟ୍ରାସାଉଣ୍ଡ ସେବା କେବେ ଚାଲୁ ହେବ : ଆମ୍ ଆଦମୀ ପାର୍ଟି

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି । ଟୁକୁର୍ଲା- ଖେଦାପାଲି ସ୍ଥିତ ଜିଲ୍ଳା ମୁଖ୍ୟ ଡାକ୍ତରଖାନାରେ ଅଲ୍ଟ୍ରା ସାଉଣ୍ଡ ସେବା ନଥିବାରୁ ରୋଗୀମାନେ ବରଗଡ଼ ପୁରୁଣା ହସ୍ପିଟାଲକୁ ଆସୁଛନ୍ତି ଅଲ୍ଟ୍ରା
Read More...