ଦେଓଗାଁ-ସୋନପୁର ରାସ୍ତାର ଉନ୍ନତିକରଣ ପାଇଁ ଚିଠି ଲେଖିଲେ ଦେଓଗାଁ ବ୍ଲକ ଅଧ୍ୟକ୍ଷା
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ରୀନା ମେହେର ଦେଓଗାଁ ବ୍ଳକର ଶେଷ ସୀମାରେ ଥିବା ଗୌଡ଼ଗୋଠ ପଞ୍ଚାୟତ ଅନ୍ତର୍ଗତ ରତାଖଣ୍ଡି ଗାଁଠାରୁ ସୋନପୁର ଜିଳ୍ଲା ସୀମା ଭାୟା ବଡବାହାଲ ବରାହାକନା, ମାଲପଡ଼ା, କୁନ୍ଦେଇମାଲ, ବନ୍ଧପାଲି, ଥାଲବନ୍ଧ, ଭୀମଡୁଙ୍ଗୁରୀ,!-->…
Read More...
Read More...