Monthly Archives

July 2021

ଘୁନସରରେ ବାହୁଡା ଯାତ୍ରା ସମ୍ପନ୍ନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଅନ୍ତର୍ଗତ ଘୁନସର ଗ୍ରାମର ଚଳିତ ବର୍ଷ କରୋନା କଟକଣାକୁ ପାଳନ କରି ବାହୁଡା ଯାତ୍ରା ସମ୍ପନ୍ନ ହୋଇଯାଇଛି । ମୁଖ୍ୟ ପୂଜକ ବିଷ୍ଣୁ ପ୍ରସାଦ ନାଏକ ପୂଜାର୍ଚ୍ଚନା କରିଥିବା ବେଳେ ପ୍ରମୋଦ ନାଏକ, ବାଞ୍ଛାନିଧି ମିଶ୍ର, ସୁଦାମ
Read More...

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ : ଡାକ୍ତରଖାନାରେ ଯୁବକ ଭର୍ତ୍ତି

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଳକ କୁମ୍ଭାରୀ ନିକଟ କାନ୍ଦୁଲସର ଠାରେ ଭାରସାମ୍ୟ ହରାଇ ଜଣେ ଯୁବକ ତା'ର ବାଇକକୁ ଗଛରେ ପିଟି ଦେଇଥିବା ବେଳେ ଆମ୍ବୁଲାନ୍ସ ଯୋଗୁଁ ତାକୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ପାଇଁ ନିଆଯାଇଥିବା ବେଳେ ତାର ପରିଚୟ ମିଳିପାରି ନାହିଁ । ଯୁବକ
Read More...

ବଲାଙ୍ଗିର ସହରର ଜଣାଶୁଣା ଚା’ ଦୋକାନୀ ରବି ସାହୁ ଆଉ ନାହାନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଡେଲି ମାର୍କେଟ ସ୍ଥିତ ଜଣାଶୁଣା ଚା’ ଦୋକାନୀ ରବି ସାହୁ ଆଉ ନାହାନ୍ତି । ଆଜି ସକାଳୁ ସାଢେ ୬ଟା ସମୟରେ ତାଙ୍କ ଦେହାନ୍ତ ହୋଇଯାଇଥିବା ତାଙ୍କ ପରିବାର ସୂତ୍ରରୁ ଜଣାପଡିଛି ।
Read More...

ପାଇକମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମ୍ବର୍ଦ୍ଧନା ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ(ଟିଓୟୁପି) ଠାରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁ ସଭାପତିତ୍ଵ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡାମଣି ବାରିକ,
Read More...

ଚାଷୀଙ୍କ ବକେୟା ପଇସା ସହ ଧାନ ଉଠାଣରେ ଏଫସିଆଇର ଅନିୟମିତତା ନେଇ ବିଜେଡିର ଗଣ ଧାରଣା

କଣ୍ଟାବାଞ୍ଜି, (ମନିଶ କୁମାର ହଂସ) : ଚାଷୀଙ୍କ ବକେୟା ପଇସା ସହ ଧାନ ଉଠାଣରେ ଏଫସିଆଇର ଅନିୟମିତତା ନେଇ କଣ୍ଟାବାଞ୍ଜି ବିଜେଡିର ମଙ୍ଗଳବାର ପୂର୍ବାହ୍ନରେ ସ୍ଥାନୀୟ ଇନ୍ଦିରାଛକ ନିକଟରେ ୨ଘଣ୍ଟିଆ ଗଣଧାରଣା ଦିଆଯାଇଛି । ଏପରିକି କେନ୍ଦ୍ର ସରକାରଙ୍କ ଚାଷୀ ମାରଣା ନୀତିକୁ ପ୍ରତିବାଦ କରି ଚାଷୀ
Read More...

ଏଫ୍‌ସିଆଇ ସମ୍ମୁଖରେ ବିଜେଡିର ବିକ୍ଷୋଭ : ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା, ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ର ସରକାରଙ୍କ ଚାଷୀମାରଣ ନିତୀ ବିରୁଦ୍ଧରେ ଯୁବ ନେତା ଅର୍କେଶ ସିଂଦେଓଙ୍କ ନେତୃତ୍ୱରେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ଏଫ୍‌ସିଆଇ ସମ୍ମୁଖରେ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଫ୍‌ସିଆଇ ଦ୍ୱାରା ଧାନ କିଣାରେ କେନ୍ଦ୍ର ସରକାରଙ୍କ ଭୁଲ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ବୋଲି ସରକାରୀ ସୂତ୍ରରେ କୁହାଯାଇଛି । ବେଲପଡା ବ୍ଲକ ମଣ୍ଡଲ ଗ୍ରା.ପ.ରୁ ୨ ଜଣ, ଖପ୍ରାଖୋଲ ବ୍ଲକ ଓଡିଆପାଲି ଗ୍ରା.ପ. ଏବଂ ରେଙ୍ଗାଲି ଗ୍ରା.ପ.ରୁ ଜଣେ ଲେଖାଏଁ, ସଇଁନ୍ତଲା ବ୍ଲକ ଧରପଗଡ
Read More...

ହଠାତ୍ ନିଆଁ ଲାଗି ଦୋକାନ ଛାରଖାର

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ ସହରର ହାଟପଦାପଡାରେ ଥିବା ମୁଖ୍ୟ ମାର୍କେଟରେ ଆଜି ହଠାତ୍‌ ନିଆଁ ଲାଗି ହୁ ହୁ ହୋଇ ଜଳୁଥିବା ଦେଖି ହଇଚଇ ଖେଳିଯାଇଛି । ହାଟପଦାପଡାସ୍ଥିତ ନ୍ୟୁ ବାବୁଲାଲ ଦୋକାନରେ ନିଆଁ ଲାଗିଥିବା ଜଣାପଡିଛି । ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଜଳି ପୋଡି ପାଉଁଶ
Read More...

ଦେଓଗାଁ ସିଏଚସିରେ ରୋଗୀ କଲ୍ୟାଣ ସମିତି ବୈଠକ : ରୋଗୀ କଳ୍ୟାଣ ଓ କେନ୍ଦ୍ରର ବିକାଶ ପାଇଁ ଉଦ୍ୟମ କରାଯିବ : ନରସିଂହ

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ୧୧ଟା ସମୟରେ ଦେଓଗାଁ ସିଏଚସି ସଭା କକ୍ଷରେ ରୋଗୀ କଲ୍ୟାଣ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଦେଓଗାଁ ବିଡିଓ ମୁରଳୀଧର ନାୟକ, ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ
Read More...

ଏଫସିଆଇ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ଗଣଧାରଣା

ଟିଟଲାଗଡ, (ଗୌରବ ଦର୍ଜୀ) : କେନ୍ଦ୍ର ସରକାରଙ୍କ ଭାରତୀୟ ଖାଦ୍ୟ ନିଗମ ବିଭାଗ ରାଜ୍ୟ ସରକାରଙ୍କ ପାଖରୁ ଧାନ ଓ ଚାଉଳ କ୍ରୟରେ ଅନିୟମିତତା କରୁଥିବା ବେଳେ କେନ୍ଦ୍ର ସରକାର ଚାଷୀ ମାନଙ୍କ ଉପଯୁକ୍ତ ମୂଲ୍ୟ ପ୍ରଦାନ କରୁନଥିବା ଅଭିଯୋଗରେ ସାରା ରାଜ୍ୟରେ ବିଜେଡି ଦଳ ତରଫରୁ ସମସ୍ତ ଏଫସିଆଇ
Read More...