Monthly Archives

July 2021

ତ୍ରିବେଣୀ ପତ୍ରିକାର ଶୁଭ ଉନ୍ମୋଚନ

ସମ୍ବଲପୁର, (କେପିଏନ୍‌ଏସ୍‌) : ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବାହୁଡା ଦଶମୀ ଯାତ୍ରା ଶୁଭ ଅବସରରେ ସମ୍ବଲପୁରରେ ଅବସ୍ଥାପିତ କବିତା ଝଙ୍କାର ସାହିତ୍ୟ ସଂସଦର ଇ-ପତ୍ରିକା ‘ତ୍ରିବେଣୀ’ ଶୁଭ ଉନ୍ମୋଚିତ ହୋଇଯାଇଛି । ସାହିତ୍ୟ ମଣିଷକୁ ସଂସ୍କୃତି ସଂପନ୍ନ କରେ । କବିତା ମଣିଷ ମନ ଓ ହୃଦୟର
Read More...

କ୍ୟାନ୍ସର ରୋଗୀଙ୍କୁ କେମୋ ଯୋଗାଇଦେଲେ ବରଗଡ଼ ବିଧାୟକ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହର ଉପକଣ୍ଠ ଖେଦାପାଲି ଗ୍ରାମର କ୍ୟାନ୍ସର ପିଡିତ ତୁଳାଧର ପଧାନ ଦୀର୍ଘ ଦିନ ହେଲା କେମୋ ନ ପାଇବାରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ଯାଇଥିବା ବେଳେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଷ୍ଟୋକ ନଥିବା କହି ବାରମ୍ବାର ତାଙ୍କୁ ଫେରାଇ
Read More...

ଆସନ୍ତା କାଲି ସକାଳ ୭ଟାରୁ ପୂର୍ବାହ୍ନ ସାଢେ଼ ୯ଟା ଯାଏଁ ବଲାଙ୍ଗିର ସହରରେ ବିଦ୍ୟୁତ ସରବରାହ ବନ୍ଦ ରହିବା ନେଇ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା କାଲି ସକାଳ ୭ଟାରୁ ପୂର୍ବାହ୍ନ ସାଢେ଼ ୯ଟା ପର୍ଯ୍ୟନ୍ତ ବଲାଙ୍ଗିର ସହର ଏବଂ ଆଖପାଖ ଗ୍ରାମାଂଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବା ନେଇ ସୋଇଆଲ ମିଡ଼ିଆ ମାଧ୍ୟମରେ ସୂଚନା ଦିଆଯାଇଛି । ଲାଲ୍‌ଟିକ୍ରା ଗ୍ରୀଡ୍‌ରେ ମରାମତି କାର୍ଯ୍ୟ ଯୋଗୁଁ ସଂପୃକ୍ତ
Read More...

କଟକଣା ଯୋଗୁଁ ବିଧି ରକ୍ଷା ସହ ଘରକୁ ବହୁଡ଼ିଲେ ତିନି ଦିଅଁ

ଦେଓଗାଁ, (ମନୀଷ କୁମାର ସାହୁ) : କରୋନା କଟକଣା ଯୋଗୁଁ ମଙ୍ଗଳବାର ଦିନ ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଦେଓଗାଁ ବ୍ଲକ ବିଭିନ୍ନ ଗାଁରେ ରଥଯାତ୍ରା ଭଳି ରଥଟଣା ବନ୍ଦ ରହିଥିଲା । କେବଳ ମନ୍ଦିର ଭିତରେ ପୂଜାର୍ଚ୍ଚନା କରି ପାଳନ କରାଯାଇଥିବା ଦେଖିବାକୁ ମିଲିଛି । ଦେଓଗାଁ ବ୍ଲକ କଛାରପାଲି ସହ
Read More...

ଉଦୟନାଥ ଫର୍ନିଚର୍‌ର ୨ୟ ପର୍ଯ୍ୟାୟର ପ୍ରଥମ ଲକି ଡ୍ର ଉଠାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର କପସିଲା ରୋଡ ସ୍ଥିତ ଉଦୟନାଥ ଫର୍ନିଚର୍ ତରଫରୁ ଆରମ୍ଭ ହୋଇଥିବା ୨ୟ ପର୍ଯ୍ୟାୟ ମାସିକ କିସ୍ତି ଯୋଜନାର ପ୍ରଥମ ଲକି ଡ୍ର ଆଜି ସନ୍ଧ୍ୟାରେ ଉଠାଣ ହୋଇଛି । ଏହାର ବିଜେତା ହେଉଛନ୍ତି ନୂଆପଡ଼ା ନିବାସୀ ଅଙ୍କିତ ଭୋଇ । ଏହି ଉଠାଣ
Read More...

ହରଗୌରୀ ମନ୍ଦିର ‌ଦର୍ଶନ କଲେ ବିଧାୟକ ନରସିଂହ ମିଶ୍ର

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ଶିବତଳା, ଲୁଚକିବନ୍ଧ, ରଘୁମଣିପାଲି ମଧ୍ୟସ୍ଥ ଏକ ପାହାଡ଼ ଉପରେ ପ୍ରସିଦ୍ଧ ହରଗୈାରୀ ମନ୍ଦିର ଅବସ୍ଥିତ । ମନ୍ଦିର ଚତୁଃପାର୍ଶ୍ଵ ପ୍ରାକୃତିକ ସୌନ୍ଦର୍ୟ୍ୟରେ ଭରପୂର । ଏହି ମନ୍ଦିରକୁ ଜିଲ୍ଲା ତଥା ଜିଲ୍ଲା
Read More...

ଲେମ୍ବୁ ଗଛରୁ ବୃଦ୍ଧଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଘଟଣା : ସଂପୃକ୍ତ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ବଡମାଳ ଫାଣ୍ଡି ଅନ୍ତର୍ଗତ ବରାହମାଲ ଗାଁରେ ଚାଞ୍ଚଲ୍ୟକର ଘଟଣା ଗତକାଲି ଦେଖିବାକୁ ମିଳିଥିଲା । ଗୁଣି ଗାରେଡ଼ି ସନ୍ଦେହରେ ନିତ୍ୟା ଭୋଇ(୬୫)ଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ କରିଥିଲେ ତାଙ୍କର ପୁଅ ସୁନା ଧର ଭୋଇ ।
Read More...

ସରୁଖୁରୁରେ ବାହୁଡା ଯାତ୍ରା ସମାପନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବ୍ରାହ୍ମଣଡିହି ଗ୍ରାମରେ ଶ୍ରୀ ଜଗନ୍ନାଥଙ୍କର ବାହୁଡା ରଥଯାତ୍ରା ସୁରୁଖୁରୁରେ ସମାପନ ହୋଇଯାଇଛି । ମହିଳା ଏବଂ ପୁରୁଷ ଉଭୟ ଭକ୍ତଗଣ ରଥ ଟାଣିଥିବା ଚିତ୍ର ବେଶ ଆକର୍ଷଣିୟ ଥିଲା । ଗ୍ରାମଞ୍ଚଳରେ ଶିଶୁ ମାନଙ୍କୁ ରଥ ଛୁଆ ଯାଇଥିଲା
Read More...

ଅତାବିରା ଆଞ୍ଚଳିକ ବାରିକ ସଂଘର କାର୍ଯ୍ୟକାରୀ କମିଟିର ବିଶେଷ ଅଧିବେଶନ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଗୋଡ଼ଭଗା ମା' ସମଲେଇ ମନ୍ଦିର ପ୍ରାଙ୍ଗଣରେ ଅତାବିରା ଆଞ୍ଚଳିକ ବାରିକ ସଂଘର କାର୍ଯ୍ୟକାରୀ କମିଟିର ଏକ ବିଶେଷ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସଭାପତି ଭାବେ ହରାଧନ ବାରିକ ଓ କାର୍ଯ୍ୟକାରୀ ସଭାପତି
Read More...

ଭାଲୁମୁଣ୍ଡାରେ ନୂତନ ଯାତ୍ରୀ ବିଶ୍ରାମାଗାର ଉଦ୍‌ଘାଟିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡାସ୍ଥିତ ହନୁମାନ ମନ୍ଦିର ସମ୍ମୁଖରେ ନୂତନ ଯାତ୍ରୀ ବିଶ୍ରାମାଗାର ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାଲୁମୁଣ୍ଡା ପଞ୍ଚାୟତ ସରପଞ୍ଚ ତଥା
Read More...