Monthly Archives

July 2021

ଡକାୟତି ଘଟଣାରେ ୬ ଗିରଫ, ମୋଟର ସାଇକେଲ ସହ ଖଣ୍ଡା ଓ ଖେଳଣା ପିସ୍ତଲ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏକ ଡକାୟତି ଘଟଣାରେ ପୁଇଁନ୍ତଲା ପୋଲିସକୁ ମିଳିଛି ଏକ ବଡ ସଫଳତା ଏହି ମାମଲାରେ ୬ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ସେମାନଙ୍କ ଠାରୁ ଗୋଟିଏ ମୋଟର ସାଇକେଲ, ଗୋଟିଏ ଖଣ୍ଡା ଏବଂ ଗୋଟିଏ ଖେଳଣା ପିସ୍ତଲ ଜବତ ହୋଇଥିବା ସଦର ଏସ୍‌ଡିପିଓ ତୋଫାନ୍‌ ବାଗ ସୂଚନା
Read More...

ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ସଇଁନ୍ତଲା ବିଡିଓଙ୍କ କାର୍ଯ୍ୟାଳୟକୁ ପରିଦର୍ଶନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବିଡିଓଙ୍କ କାର୍ଯ୍ୟାଳୟକୁ ଆଜି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ପରିଦର୍ଶନ କରି ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଉପସ୍ଥିତରେ ବିଡ଼ିଓ ଦେବାଶିଷ ସାମଲଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ
Read More...

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷଙ୍କ ଦିନିକିଆ କନ୍ଧମାଳ ଗସ୍ତ : କନ୍ଧମାଳରେ ଇକୋରିଟ୍ରିଟ୍ ପାଇଁ ଖୋଜା ଚାଲିଛି…

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ପାଇଁ ଇକୋରିଟ୍ରିଟ୍ କରାଯିବ । ଏଥିପାଇଁ ଅନ୍ୟ ଏକ ଆକର୍ଷଣୀୟ ସ୍ଥାନର ସନ୍ଧାନ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ
Read More...

ଆଜି ସଇଁନ୍ତଲା ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧

ବଲାଙ୍ଗିର, (ଅଜିତ କୁମାର ସାହୁ) : ଆଜି ସଇଁନ୍ତଲା ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ସଇଁନ୍ତଲା ବ୍ଲକ ସଇଁନ୍ତଲା ଗ୍ରା.ପ.ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ଆଗଲପୁର ବ୍ଲକ ସାଲେଭଟା ଗ୍ରା.ପ.ରୁ ଜଣେ, ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ. ୭ ଏବଂ ୱାର୍ଡ ନଂ. ୨୦ରୁ ଜଣେ ଲେଖାଏଁ, କଣ୍ଟାବାଞ୍ଜି ଏନ୍‌ଏସି ୱାର୍ଡ ନଂ ୫.ରୁ
Read More...

କରମତଲାଠାରେ ମନ୍ତ୍ରୀ ଟୁକୁନି ଓ ବିକାଶ ପରିଷଦ ଅଧ୍ୟକ୍ଷ ଅସିତଙ୍କ ଦ୍ଵାରା ଲୋକାର୍ପିତ ହେଲା ବିଦ୍ୟୁତ ସବଷ୍ଟେସନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲାଠାରେ ଆଜି ୩୩/୧୧ କେଭି ସବଷ୍ଟେସନ ଲୋକାର୍ପିତ ହୋଇଯାଇଛି । ତେବେ ଓଡ଼ିଶା ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ଅତିଥି
Read More...

ମେଦ ମିର୍ଦ୍ଧାଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଗଡ଼ା ଗାଁର ସ୍ୱର୍ଗତ ଯୁଧିଷ୍ଠିର ମିର୍ଦ୍ଧାଙ୍କ ଧର୍ମପତ୍ନୀ ମେଦ ମିର୍ଦ୍ଧା(୭୫) ଗତ ରବିବାର ଦିନ ଇହଧାମ ତ୍ୟାଗ କରିଛନ୍ତି । ମେଦଙ୍କ ତିନି ପୁଅ, ତିନି ଝିଅ ଥିଲେ । ହେଲେ ତାଙ୍କ ମୃତ୍ୟୁ ସମୟରେ ବଡ ପୁଅ, ମଝିଆ ପୁଅ ସହ ବହୁ ଓ ନାତି
Read More...

ଦୁର୍ଘଟଣାରେ ଯୁବକ ମୃତ

କଳାହାଣ୍ଡି, (ପି.କେ. ସାହୁ) : ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ମୂଷାନାଳ ଓ ବନ୍ଧପାରି ମଝିରେ ଥିବା ରାଏଲଝୁଲା ନିକଟରେ ଭାରସାମ୍ୟ ହରାଇ ବାଇକରୁ ପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ରାତୁଲ ଗ୍ରାମର ଡାଲ ଦୋରା(୪୮) ବୋଲି
Read More...

ବିଡ଼ିଓଙ୍କୁ ଗାଁ ସାଥୀ ସଙ୍ଘର ଦାବୀପତ୍ର

ଆଗଲପୁର, (କେପିଏନ୍‌ଏସ୍‌) : କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ତଥା ପରିଚୟ ପତ୍ର ଦାବୀରେ ଆଗଲପୁର ବ୍ଲକ ଗାଁ ସାଥୀ(ମେଟ) ସଙ୍ଘ ପକ୍ଷରୁ ବିଡ଼ିଓଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସଙ୍ଘର ସମ୍ପାଦକ ଆନନ୍ଦ ପଧାନଙ୍କ ନେତୃତ୍ୱରେ ଆଗଲପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ମନରେଗା କାର୍ଯ୍ୟରେ
Read More...

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବିଦ୍ୟାଳୟ ପ୍ରବେଶ ସମୟରେ ସ୍ୱାଗତ

ସାଲେଭଟା, (କେପିଏନ୍‌ଏସ୍‌) : କୋଭିଡ କଟକଣା ଯୋଗୁଁ ଚଳିତ ବର୍ଷ ମାର୍ଚ୍ଚ ମାସରୁ ସ୍କୁଲ ପାଠପଢା ବନ୍ଦ ହୋଇଯାଇଥିଲା । କରୋନା ସ୍ଥିତିରେ ସୁଧାର ହେବା ପରେ ଆଜିଠାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶ୍ରେଣୀ ଗୃହ ପାଠପଢାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଏଣୁ ଆଜି ସାଲେଭଟା କୃଷ୍ଣ
Read More...