Daily Archives

ସରକାରଙ୍କୁ ଗୁହାରି କରି ନିରାଶ ହେବା ପରେ ଗାଁ ଲୋକେ ଶ୍ରମଦାନ କରି ତିଆରି କଲେ କାଠର ପୋଲ

ଟିଟିଲାଗଡ, (ଗୌରବ ଦର୍ଜୀ) : ବଣ ପାହାଡ ଜଙ୍ଗଲ ଘେରା, ଆବଡ଼ ଖାବଡ ରାସ୍ତା । ତାହାରି ଭିତରେ ନଈ ନାଳ ଡେଇଁ ଯିବାକୁ ପଡିଥାଏ ଗାଁକୁ । ଦୀର୍ଘ ବର୍ଷ ଧରି ଗାଁ ଲୋକେ ଜିଲ୍ଲା ପ୍ରଶାସନ ଠୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ଏକ ପୋଲ ନିର୍ମାଣ ପାଇଁ ଦାବୀ କରି ଆସୁଥିଲେ ଗାଁ ଲୋକେ ।
Read More...

ସବୁଜ ଡେଲାଙ୍ଗ ଟ୍ରଷ୍ଟର ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ଗତକାଲି ପାଳନ କରାଯାଇଅଛି । ଏହି ଅବସରରେ ବୋଳକଣାଗ୍ରାମର ଆରାଧ୍ୟ ଦେବ ଇଶାଣେଶ୍ୱର ଦେବଙ୍କ ପ୍ରାଙ୍ଗଣରେ ତୁଳସୀ, ଈଶ୍ବରଜଟ ଓ ଚମ୍ପକ ବୃକ୍ଷ
Read More...

ଖଲ୍ଲିକୋଟ ବ୍ଲକର ବାଣିଆ ଗ୍ରାମ ପଞ୍ଚାୟତରେ ମନରେଗା କାର୍ଯ୍ୟରେ ମହାଦୁର୍ନୀତି ଅଭିଯୋଗ : ଉଚ୍ଚସ୍ତରୀୟ ତଦନ୍ତ ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କୋଭିଡ ସମୟରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକରେ ଲୋକଙ୍କୁ କାମ ଯୋଗାଇବା ପରିବର୍ତ୍ତେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା 'ମନରେଗା' ଯୋଜନାରେ ବାଣିଆ ଗ୍ରାମ ପଞ୍ଚାୟତରେ ବହୁ ଅର୍ଥ ଆତ୍ମସାତ ହୋଇଥିବା ଗ୍ରାମବାସୀ ତଥା
Read More...

ସତସଙ୍ଗ ବିହାର ଭିତ୍ତିପ୍ରସ୍ତର ସ୍ଥାପନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରସ୍ଥିତ ବିଞ୍ଚଣା ପଲ୍ଲୀଛକ ନିକଟରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସତସଙ୍ଗ ବିହାର ଭିତ୍ତିପ୍ରସ୍ଥର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବି.ଆଶିଷ କୁମାର ସାହୁ, ଜୟ ପ୍ରକାଶ ପାତ୍ର, ବିଜୟ ପଣ୍ଡା, ଭ୍ରମର ବର ସାହୁ ପ୍ରମୁଖ ଯୋଗଦେଇ
Read More...

ଗଞ୍ଜାମ ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ମହାବିଦ୍ୟାଳୟରେ ଗତକାଲି ଅପରାହ୍ନରେ ସ୍ଥାନୀୟ ଗ୍ରାସୀମ ଶିଳ୍ପ ଅନୁଷ୍ଠାନର ସହଯୋଗରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ପ୍ରବୀଣ କୁମାର ନନ୍ଦ ଯୋଗଦେଇ ଔଷଧୀୟ ଚାରା ରୋପଣ ପୂର୍ବକ ମହୋତ୍ସବର
Read More...