Daily Archives

ପଶ୍ଚିମବଙ୍ଗରେ ଅଗଷ୍ଟ ୧୫ ଯାଏ ବଢିଲା ଲକ୍‌ଡାଉନ୍‌

କୋଲକାତା : ପଶ୍ଚିମବଙ୍ଗରେ ଅଗଷ୍ଟ ୧୫ ଯାଏ ଲକ୍‌ଡାଉନ୍‌କୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ତେବେ ରାଜ୍ୟ ସରକାର ରାଜ୍ୟରେ କୋଭିଡ୍‌ ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିଥିବା ବେଳେ ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
Read More...

ବରଗଡ଼ ଜିଲ୍ଲାରେ ପଲିଥିନ୍ କଟକଣା ଅଧପନ୍ତରିଆ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଏକକ ବ୍ୟବହୃତ ପଲିଥିନ୍ ନିଷେଧକୁ ପ୍ରାୟ ଅଢେଇ ବର୍ଷ ବିତିବାକୁ ଯାଉଥିବା ବେଳେ ଏହାର କଟକଣା ଏକ ପ୍ରକାର ଅଧପନ୍ତରିଆ । କଟକଣା ଲାଗୁର ୧ ବର୍ଷ ପର୍ଯ୍ୟନ୍ତ ବରଗଡ଼ ଜିଲ୍ଲାରେ ଥିବା ୪ଟି ପୌର ପ୍ରଶାସନ ପକ୍ଷରୁ ସ୍ଥାନୀୟ ପୌରାଂଚଳର ବିଭିନ୍ନ ବ୍ୟବସାୟିକ
Read More...

ସାଉଣ୍ଡ ଓ ଲାଇଟ ଆସୋସିଏସନ ତରଫରୁ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର

ଟିଟିଲାଗଡ, (ଗୌରବ ଦର୍ଜୀ) : ସାଉଣ୍ଡ ଓ ଲାଇଟ ଆସୋସିଏସନର ସମସ୍ତ କାର୍ଯ୍ୟକର୍ତା ମାନେ ଆକାରରେ ଟିଟିଲାଗଡ ଉପଜିଲ୍ଲାପାଳଙ୍କୁ ଜଣାଇଛନ୍ତି ଯେ, ବିଗତ ବର୍ଷ ୨୦୨୦ ମାର୍ଚ୍ଚ ମାସଠାରୁ ଆଜି ପର୍ଯ୍ୟନ୍ତ ସାରା ବିଶ୍ୱରେ ମହାମାରୀ ହୋଇଥିବା ଯୋଗୁଁ ସରକାରଙ୍କ (ଉଙଠଓଊ - ୧୯) ସମସ୍ତ ନିୟମ ମାନି ଆମ
Read More...

ବୁଣାକାରଙ୍କ ଭାଗ୍ୟ ବଦଳିବ କେବେ ?

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବହୁ ଘାତ ପ୍ରତିଘାତ ମଧ୍ୟରେ ପୂର୍ବପୁରୁଷ ଅମଳରୁ ଆମ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ଆସିଥିବା ବୁଣାକାର ଜାତିର ସାମଗ୍ରୀକ ଅବଦାନକୁ ସମ୍ମାନ ଜଣାଇ କେନ୍ଦ୍ର ସରକାର ପ୍ରତିବର୍ଷ ଅଗଷ୍ଟ ମାସ ୭ ତାରିଖକୁ ଜାତୀୟ ହସ୍ତତନ୍ତ ଦିବସ ଭାବେ ଘୋଷଣା କରିଛନ୍ତି
Read More...

‘ନବୀନ’ର ୯୨ତମ ପ୍ରତିଷ୍ଠା ଦିବସରେ ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚନ

ପ୍ରତିଷ୍ଠାତା କୃପାସିନ୍ଧୁ ନରେନ୍ଦ୍ର ଦେବ ସ୍ମୃତି ସମ୍ମାନ ପ୍ରଦାନ ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସାପ୍ତାହିକ 'ନବୀନ' ସମ୍ବାଦପତ୍ରର ୯୨ତମ ସ୍ୱନକ୍ଷତ୍ର ଦିବସ ପାଳନ ଅବସରରେ ଏକ ସ୍ୱତନ୍ତ୍ର ସଂଖ୍ୟା ବୁଧବାର ଉନ୍ମୋଚିତ ହୋଇଯାଇଛି । ନବୀନ ଭବନ ପରିସରରେ ନବୀନର ସମ୍ପାଦକ ରବି ରଥଙ୍କ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୫ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୫ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୭୬୮କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୯ଜଣ ରହିଥିବା ବେଳେ ବରଗଡ଼ ଜିଲ୍ଲାରୁ
Read More...

ରାଜ୍ୟ ୱେବ ମିଡିଆ ସଂଘର ଡେଲାଙ୍ଗରେ କାର୍ଯ୍ୟକାରିଣୀ ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଗଡମୋଟରୀ ପଂଚାୟତର କଲ୍ୟାଣ ମଣ୍ଡପଠାରେ ରାଜ୍ୟ ୱେବ ମିଡିଆ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ପ୍ରମୁଖ ସଂଯୋଜକ ପ୍ରଦୀପ କୁମାର ନାୟକଙ୍କ ଆବାହକରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ମିଶନ ଶକ୍ତି ମହିଳା
Read More...

ମରୁଡି ସମୟରେ ବର୍ଷା ପାଇଁ ଆଦିବାସୀଙ୍କ ପ୍ରକୃତି ଦେବତାଙ୍କୁ ପୂଜା

ଟିଟିଲାଗଡ, (ଗୌରବ ଦର୍ଜୀ) : ପ୍ରକୁତିର ଉପାସକ ଆଦିବାସୀ । କେତେବେଳେ ପାହାଡ଼ ପର୍ବତକୁ ନେଇ ପୂଜା ତ ଆଉ କେତେବେଳେ ସୂର୍ଯ୍ୟ, ଚନ୍ଦ୍ର, ଆକାଶକୁ ନେଇ । ପୁଣି କେତେବେଳେ ଗଛଳତା ପାଣି ପବନକୁ ନେଇ ପୂଜାର୍ଚ୍ଚନା କରିବା ସହ ଅନେକ ପରମ୍ପରାର ଛବି ବି ଦେଖିବାକୁ ମିଳିଥାଏ । ସେଥିପାଇଁ ତ
Read More...

‘କୋଶଳ ପ୍ରବାହର ପ୍ରଭାବ’ : ମେରାବାହାଲ ଗାଁରେ ମନରେଗା ମହା ଦୁର୍ନୀତି ଘଟଣା, ତଦନ୍ତ କଲା ବ୍ଳକ ପ୍ରଶାସନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଏକ ଦାଦନପ୍ରବଣ ଅଞ୍ଚଳ ହେଇଥିବା ବେଳେ ଏଠାରେ ମନରେଗା କାମ କେତେକ ଅଞ୍ଚଳରେ ଠିକ ଢ଼ଙ୍ଗରେ ସମ୍ପାଦନ ହୋଇ ପାରୁନଥିବା ଦେଖିବାକୁ ମିଳିଥିଲା । ତେବେ ମେସିନରେ କାମ ହେଉଥିବା ବେଳେ ଶ୍ରମିକ ମାନେ କାମ କରିବାରୁ ବଞ୍ଚିତ ହେଉଥିବା ନେଇ
Read More...

ରାଜ୍ୟରେ କୋଭିଡ଼ ସଂକ୍ରମଣ : ଗତ ୨୪ ଘଂଟାରେ ୧୬୧୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୬୧୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୧୭୨୬୨କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୩୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୬୭୮ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...