ମେଦ ମିର୍ଦ୍ଧାଙ୍କ ପରଲୋକ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଗଡ଼ା ଗାଁର ସ୍ୱର୍ଗତ ଯୁଧିଷ୍ଠିର ମିର୍ଦ୍ଧାଙ୍କ ଧର୍ମପତ୍ନୀ ମେଦ ମିର୍ଦ୍ଧା(୭୫) ଗତ ରବିବାର ଦିନ ଇହଧାମ ତ୍ୟାଗ କରିଛନ୍ତି । ମେଦଙ୍କ ତିନି ପୁଅ, ତିନି ଝିଅ ଥିଲେ । ହେଲେ ତାଙ୍କ ମୃତ୍ୟୁ ସମୟରେ ବଡ ପୁଅ, ମଝିଆ ପୁଅ ସହ ବହୁ ଓ ନାତି!-->…
Read More...
Read More...