Daily Archives

ଭିଜିଲାନ୍ସ ଜାଲରେ ପଡିଲେ ତୁରେକେଲା ବ୍ଲକ ଜିପିଓ ଗୋବିନ୍ଦ ଭୋଇ

ତୁରେକେଲା, (କୈଳାଶ ସଗ୍ରିଆ) : ଭିଜିଲାନ୍ସ ଜାଲରେ ପଡିଲେ ତୁରେକେଲା ବ୍ଲକ ଜିପିଓ ଗୋବିନ୍ଦ ଭୋଇ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ ଚାଲିଥିବା ଜଣାପଡ଼ିଛି । ତେବେ ଏହି ଚଢ଼ାଉରେ ସମ୍ବଲପୁର, ବରଗଡ଼, ବଲାଙ୍ଗିର ଓ ସୋନପୁର ଭିଜିଲାନ୍ସ ଟିମ୍‌ ସାମିଲ୍‌ ଥିବା ବେଳେ
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗୋପାଳପୁରଠାରେ ମେଗା ଟାଟା ଟି ପେକେଜିଙ୍ଗ ୟୁନିଟ ଉଦଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗୋପାଳପୁରଠାରେ ଇଣ୍ଡଷ୍ଟିରିଆଲ ପାର୍କ ପରିସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଭର୍‌ଚୁଆଲ ମୋଡ୍‌ ମାଧ୍ୟମରେ ବୃହତ୍ତର ଟାଟା ଚା' ପେକେଜିଙ୍ଗ ୟୁନିଟର ଆନୁଷ୍ଠାନିକ ଭାବେ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି ।
Read More...

ସ୍ୱର୍ଗତ ନିତ୍ୟାନନ୍ଦ ମିଶ୍ରଙ୍କ ପରଲୋକରେ ଶ୍ରଦ୍ଧାଞ୍ଜଳି ଜଣାଇଲା ଓଡିଶା ପ୍ରଦେଶ କଂଗ୍ରେସ କମିଟି

ଭୁବନେଶ୍ୱର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ଓଡିଶା ପ୍ରଦେଶ କଂଗ୍ରେସର ପୂର୍ବତନ ସଭାପତି, ବଲାଙ୍ଗିର ପୂର୍ବତନ ଲୋକସଭା ସାଂସଦ ତଥା ବରିଷ୍ଠ ଜନନେତା ନିତ୍ୟାନନ୍ଦ ମିଶ୍ରଙ୍କର ଗତକାଲି ସନ୍ଧ୍ୟା ୭.୨୫ ମି.ରେ ୯୫ ବର୍ଷ ବୟସରେ ଭୁବନେଶ୍ୱରସ୍ଥ ଆମ୍ରି ହସପିଟାଲ ଠାରେ ପରଲୋକ ହୋଇଯାଇଛି ବୋଲି
Read More...

କ୍ଲଷ୍ଟର ସ୍ତରୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, (ପ୍ରଭୂଦତ୍ତ ରଥ) : ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଉଚ୍ଚ ବିଦ୍ୟାଳୟଠାରେ କ୍ଲଷ୍ଟର ସ୍ତରୀୟ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସିଆରସିସି ଜମ୍ବଶ୍ୱର ଦୀପଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ ଭୋଇ
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୧୯୧୭ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୯୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୧୯୨୬୧କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୦୯ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୮୦୮ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...

ବହୁ ଚର୍ଚ୍ଚିତ ଜରାସିଂହା ବୁଢ଼ୀଆଈ ଯାତ୍ରା : ଗୁରସ ରୁକା ପର୍ବ ଶେଷ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକର ବହୁ ପ୍ରସିଦ୍ଧ ବୁଢ଼ୀଆଇ ଯାତ୍ରା ଆରମ୍ଭ ହୋଇଯାଇଛି । ପ୍ରତିବର୍ଷ ଆଶାଢ଼ ଶୁକ୍ଳ ତ୍ରୟୋଦଶୀ ତିଥିରେ ଅନୁଷ୍ଠିତ ହେଉଥିବା ଗୁରସ ରୁକା ପର୍ବ ଗତକାଲି କରୋନା କଟକଣା ଅନୁପାଳନ ଅନୁ‌ଷ୍ଠିତ ହୋଇଯାଇଛି । ଆଜି ସେରନି ବଟା ପର୍ବ ପାଳିତ ହେବାକୁ
Read More...

ବରିଷ୍ଠ ନାଗରିକ ସଂଘର ବୈଠକ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସାଧାରଣ ପରିଷଦ ବୈଠକ ନିଜସ୍ଵ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଅମରେନ୍ଦ୍ର ନାରାୟଣ ଯାଦବଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ କରୋନାର ତୃତୀୟ ଲହର ମୁକାବିଲା ସମ୍ପର୍କରେ ଆଲୋଚନା ହୋଇଥିଲା ।
Read More...