ଲେମ୍ବୁ ଗଛରୁ ବୃଦ୍ଧଙ୍କ ଝୁଳନ୍ତା ମୃତଦେହ ଉଦ୍ଧାର : ଗୁଣି ଗାରେଡି ନେଇ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ, ୫ ଅଟକ
ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଭନ୍ଦ୍ରା ପଞ୍ଚାୟତସ୍ଥିତ ବରାହମାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗୁଣି ଗାରେଡି ସନ୍ଧେହରେ ବୃଦ୍ଧ ନିତ୍ୟା ଭୋଇ(୬୫)ଙ୍କ ହତ୍ୟା ହୋଇଥିବା ନେଇ ଅଭିଯୋଗ ଆଣିଲେ ପରିବାର ଲୋକେ ।ତେବେ ବୃଦ୍ଧଙ୍କ!-->…
Read More...
Read More...