Daily Archives

ଆର୍ଶୀବାଦ ଯୋଜନାର ଭର୍‌ଚୁଆଲ ସଭା : ଦେଓଗାଁ ବ୍ଲକରେ ୪୮ଜଣଙ୍କୁ ସହାୟତା ପ୍ରଦାନ

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ୧୦ଟା ସମୟରେ ଏକ ଭର୍‌ଚୁଆଲ ସଭାରେ ଟିଟିଲାଗଡ଼ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ରାଜ୍ୟ ସରକାରଙ୍କ ଆର୍ଶୀବାଦ ଯୋଜନାରେ ଦେଓଗାଁ ବ୍ଳକର ୪୮ଜଣଙ୍କୁ ସହାୟତା ପ୍ରଦାନ କରିଛନ୍ତି । ଦେଓଗାଁ ବ୍ଳକ ସଭାଗୃହରେ ଦେଓଗାଁ
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୨୧୮୨ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୦

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରୁ ଗତ ୨୪ ଘଂଟା ମଧ୍ୟରେ ୨୧୮୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୨୫୮ କ୍ୱାରେନ୍‌ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୯୨୪ ଆଂଚଳିକ ସଂକ୍ରମଣର ଶିକାର ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି
Read More...

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ସହରରେ ହତାଦର ଅଙ୍ଗନୱାଡ଼ି କର୍ମୀ : ଦରଦାମ ବୃଦ୍ଧିରେ ପକେଟକୁ ବାଧୁଛି ଅର୍ଥ,…

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଅନେକ ସମୟରେ ମାଷ୍ଟର ଷ୍ଟ୍ରୋକ ମାରି ବେଶ ଚର୍ଚ୍ଚାରେ ରହିଥାନ୍ତି ରାଜ୍ୟ ମୁଖିଆ ନବୀନ ପଟ୍ଟନାୟକ । ଗର୍ଭବତୀ ମହିଳା ଠୁ ନେଇ ଶିଶୁ ଜନ୍ମ ପର୍ଯ୍ୟନ୍ତ ଯୋଜନା ପରେ ଯୋଜନା ରେ ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ଯୋଜନା ଗୁଡିକ ଦୀର୍ଘ ମିୟାଦି ନ ହୋଇ ଅଧ
Read More...

କୁଟୁରାପାଲି ହାଇସ୍କୁଲରେ ବନ ମହୋତ୍ସବ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ କୁଟୁରାପାଲି ପଞ୍ଚାୟତ ହାଇସ୍କୁଲସ୍ଥିତ ଧନ୍ଵନ୍ତରୀ ଇକୋ କ୍ଲବ ତରଫରୁ ୭୨ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ମୁକେଶ ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ
Read More...

ସାର ସମସ୍ୟାରେ ଚାଷ ଓ ଚାଷୀ ବନ୍ଧା

ପାଟଣାଗଡ଼, (ଗୋରେଖନାଥ ବରିହା) : ଚାଷୀମାନେ ଚାହିଦା ମୁତାବକ ସାର ପାଉନଥିବାରୁ ପାଟଣାଗଡ଼ ଉପଖଣ୍ଡରେ ଚାଷ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ଜଳସେଚନର ଖାସ ବ୍ୟବସ୍ଥା ନଥିବାରୁ ଉପଖଣ୍ଡର ଚାଷ ବିଶେଷତଃ ବର୍ଷା ଜଳ ଉପରେ ନିର୍ଭର କରିଥାଏ । ସୁଚନା ଯୋଗ୍ୟ ଯେ, ପାଟଣାଗଡ଼ ଉପଖଣ୍ଡ ତଥା
Read More...