Daily Archives

ଜନସଂଖ୍ୟା ଆଇନ ପ୍ରଣୟନ ଦାବୀରେ ପ୍ରଧାନମନ୍ତ୍ରୀଙ୍କୁ ଦାବୀପତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଦିନ ୧୧.୩୦ ସମୟରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ବଲାଙ୍ଗିର ପକ୍ଷରୁ କଠୋର ଜନସଂଖ୍ୟା ଆଇନ ସଂସଦରେ ପ୍ରଣୟନ କରିବାକୁ ଦାବୀ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ
Read More...

ସିଏସସି ପକ୍ଷରୁ ଛାତ୍ରୀଙ୍କୁ ସାନିଟରି ପ୍ୟାଡ୍‌ ବଣ୍ଟନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଉରିଆ ଗ୍ରାମ ପଞ୍ଚାୟତ ଜନସେବା କେନ୍ଦ୍ର ପକ୍ଷରୁ ସମସ୍ତ କୋଭିଡ କଟକଣା ମାନି ଘୋରଡିଆ ନୋଡାଲ ହାଇ ସ୍କୁଲର ୫୦ ଜଣ ଛାତ୍ରୀଙ୍କୁ ୬୦୦ଟି ସାନିଟରି ପ୍ୟାଡ ବଣ୍ଟନ କରଯାଇଛି । ଛାତ୍ରୀମାନଙ୍କ ମାସିକ ୠତୁସ୍ରାବ
Read More...

ବିଦ୍ୟୁତ୍‌ ବିଲ୍‌ ବୃଦ୍ଧି ସହ ଟାଟା ପାୱାର କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ପାଇଁ ବିଜେପି ପକ୍ଷରୁ ଗଣଧାରଣା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଦ୍ୟୁତ୍‌ ବିଲ୍‌ ଦର ବୃଦ୍ଧି ସାଂଗକୁ ଟାଟା ପାୱାରର କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ଆଜି ବ୍ରହ୍ମପୁରରେ ଟାଟା ବିଜୁଳି ବିତରଣ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ଗଣଧାରଣା ଦିଆଯାଇଛି ।
Read More...

ସମଗ୍ର ରାଜ୍ୟରେ ଆସନ୍ତାକାଲି ଠାରୁ ବସ୍ ଚଳାଚଳ ଆରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସମଗ୍ର ରାଜ୍ୟରେ ଆସନ୍ତାକାଲି ଠାରୁ ବସ୍ ଚଳାଚଳ ଆରମ୍ଭ ହେବ । ରାଜ୍ୟରେ କୋଭିଡ ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି । ଅନ୍ୟପଟେ ରଥଯାତ୍ରା ପାଇଁ ପୁରୀକୁ ଜୁଲାଇ ୨୫ ଯାଏଁ ବସ୍ ଚଳାଚଳ କରିବନି । ସେହିପରି ଅଗଷ୍ଟ ୧ ତାରିଖ
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ବିଳାସିନୀଙ୍କ ଟ୍ୱିଟ୍‌ ପରେ ଅସହାୟ ପରିବାର ପାଇଲେ ସହାୟତା

ନୂଆପଡା : ନୂଆପଡା ଜିଲ୍ଲା କୋମନା ବ୍ଲକ ଜଟଗଡ଼ ପଞ୍ଚାୟତ ବାବେଘାଟି ଗାଁରେ ଦେଖିବାକୁ ମିଳୁଛି ଏକ ଦୁଃଖଦ ଘଟଣା । କରୋନା କାଳରେ କାମଧନ୍ଦା ଅଭାବରୁ ବାବେଘାଟି ଗାଁର ଦିଗବଳ ଅଦା ନିଜର ସ୍ତ୍ରୀ ପ୍ରିୟତମାଙ୍କ ସହ ମିଶି ଗତ ଡିସେମ୍ବର ମାସରେ ଆନ୍ଧ୍ରାକୁ କାମ କରିବାକୁ ଯାଇଥିଲେ । ସେଠାରେ
Read More...

‘କୋଶଳ ପ୍ରବାହ’ର ପ୍ରଭାବ : କଅଁସର ପଞ୍ଚାୟତରେ ମୃତକଙ୍କ ଭତ୍ତା ଟଙ୍କା ହଡପ ଘଟଣାରେ ତଦନ୍ତ ଅରମ୍ଭ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଳକରେ ଦୁର୍ନୀତି ନେଇ ସବୁବେଳେ ଚର୍ଚ୍ଚା ଜୋର ଧରି ଆସିଛି । ପ୍ରତ୍ୟେକ କାମ ପାଇଁ ପିସି ନ ନେଲେ ବିଲ୍‌ ପାସ ହୁଏ ନାହିଁ ବୋଲି ମଧ୍ୟରେ ସାଧାରଣରେ ଆଲୋଚନା ହେଉଛି । ଏଥିଯୋଗୁଁ ନିମ୍ନ ମାନର କାମ ହେବା ସହ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ହେଉଥିବା
Read More...

ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆଜିଠୁ କାର୍ଯ୍ୟକ୍ଷମ ହେବ ଆଇଏଲଏସ୍‌ ବା ଇନ୍‌ଷ୍ଟ୍ରୁମେଣ୍ଟ୍ରାଲ…

ଝାରସୁଗୁଡା : ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆଜିଠୁ କାର୍ଯ୍ୟକ୍ଷମ ହେବ ଆଇଏଲଏସ୍‌ ବା ଇନ୍‌ଷ୍ଟ୍ରୁମେଣ୍ଟ୍ରାଲ ଲାଣ୍ଡିଂ ସିଷ୍ଟମ୍‌ । ଆଜି ମଧ୍ୟରାତ୍ରିରୁ ଆଇଏଲଏସ୍‌ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ । ଆଇଏଲଏସ କାର୍ଯ୍ୟକ୍ଷମ ହେଲେ କୁହୁଡି,
Read More...

ବେକରେ ଦଉଡ଼ି ଦେଇ ପତିପତ୍ନୀ କଲେ ଆତ୍ମହତ୍ୟା : ଅଂଚଳରେ ଚର୍ଚ୍ଚା

ଯାଜପୁର : ବେକରେ ଦଉଡ଼ି ଦେଇ ପତିପତ୍ନୀ କଲେ ଆତ୍ମହତ୍ୟା । ସଂପୃକ୍ତ ଦୁଇ ପତିପତ୍ନୀ ହେଉଛନ୍ତି ଦୀପକ କୁମାର ନାଥ (୩୩) ଏବଂ ଅନିଶା ନାଥ(୨୦) । ସୂଚନା ଅନୁସାରେ, ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଉତ୍ତରକୂଳ ପଞ୍ଚାୟତ ସୁନ୍ଦରପୁର ଗ୍ରାମର ଦୀପକ କୁମାର ନାଥ ଯାଜପୁର ଟାଉନ ଥାନା ଖଣ୍ଡରା
Read More...

କରୋନା ନିୟମ ମାନି ଚଳିବା… ନିଜେ ସଂକ୍ରମିତ ହେବା ନାହିିଁ, ଅନ୍ୟ ମାନଙ୍କୁୂ ସୁରକ୍ଷିତ ରଖିବା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ଏକ ଲମ୍ବା ଯୁଦ୍ଧ । ଏହି ଯୁଦ୍ଧ ଜିତିବା ପାଇଁ ଆମକୁ ଆହୁରି ସତର୍କ ଓ ସାବଧାନ ହେବାକୁ ପଡିବ । ବର୍ତ୍ତମାନର କଠିନ ସମୟରେ କରୋନା ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ କୋଭିଡ ନିୟମର କଡା ଅନୁପାଳନ କରନ୍ତୁ । ନିଜ ତଥା ନିଜ ପରିବାର ସହ ଅନ୍ୟମାନଙ୍କୁ
Read More...

ଜଳସମ୍ପଦ ମନ୍ତ୍ରୀଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଗତକାଲି ନବରଙ୍ଗପୁର ଜିଲ୍ଲା ଗସ୍ତ କରି ଜିଲ୍ଲାରେ ଜଳ ସମ୍ପଦ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକରେ ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ, ଜିଲ୍ଲାର ସମସ୍ତ
Read More...