କଳାହାଣ୍ଡି ଜିଲ୍ଲାରେ ବାଘ ଛାଲ ରାକେଟ୍ ପର୍ଦ୍ଦାଫାସ : ୨୪ ଘଣ୍ଟାରେ ୯ ବାଘ ଛାଲ ଜବତ, ୭ ଗିରଫ
ଭବାନୀପାଟଣା, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାରେ ବାଘ ଛାଲ ଚାଲାଣ ରାକେଟ୍ର କ୍ରମାଗତ ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି ଜିଲ୍ଲା ବନ ବିଭାଗ । ବାଘ ଛାଲ ଚୋରା ଚାଲାଣ ରାକେଟ୍ରେ ଏକ ବଡ଼ ଗୋଷ୍ଠୀ ସକ୍ରିୟ ଥିବା ସାମ୍ନାକୁ ଆସୁଛି । ସଂପୃକ୍ତ ଚାଲାଣକାରୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି!-->…
Read More...
Read More...