Daily Archives

ମାର୍ଚ୍ଚ ୨୦୨୩ ସୁଦ୍ଧା ବଲାଙ୍ଗିର-ଖୋର୍ଦ୍ଧା ରେଳ ଚଳାଚଳ ଆରମ୍ଭ ହେଉ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶାରୁ ପ୍ରତିନିଧିତ୍ୱ କରୁଥିବା ରାଜ୍ୟସଭା ସଂସଦ ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ବିଭାଗ କ୍ୟାବିନେଟ ମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିବାରୁ ରେଳ ଉପଭୋକ୍ତ ସଂଘ, ବଲାଙ୍ଗିର ପକ୍ଷରୁ ସ୍ୱାଗତ କରାଯାଇଛି । ପ୍ରଥମ ଥର ପାଇଁ ଓଡିଶାର ପ୍ରତିନିଧି ରେଳ ରାଷ୍ଟ୍ର
Read More...

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଟ୍ରଷ୍ଟ ଅନ୍ତର୍ଗତ ଶ୍ରୀଜଗନ୍ନାଥ ସେବା ସଦନର ଷଷ୍ଠ ସ୍ଵ ନକ୍ଷତ୍ର ଉତ୍ସବ ପାଳନ ନିମନ୍ତେ…

ଖୋର୍ଦ୍ଧା : ଶ୍ରୀଜଗନ୍ନାଥ ସେବା ସଦନର ଷଷ୍ଠ ସ୍ୱ-ନକ୍ଷତ୍ର ଦିବସ ପାଳନ ଅବସରରେ କରୋନା କଟକଣାର ନିୟମ ଅନୁପାଳନ ପୂର୍ବକ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ତରଫରୁ ଉଚ୍ଚାଙ୍ଗ ସାହିତ୍ୟିକ ତଥା ପଥପ୍ରଦର୍ଶକ ଶ୍ରୀଯୁକ୍ତ ପଦ୍ମନାଭ ତ୍ରିପାଠୀଙ୍କ ସଭାପତିତ୍ୱରେ ଗତକାଲି ଏକ ଜରୁରୀ ପ୍ରସ୍ତୁତି ବୈଠକ
Read More...

ଆହତ ଯବାନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ଲାଗି ପୋଲିସ ଡିଜି ଅଭୟ ଏମ୍ସରେ ପହଞ୍ଚିଲେ

ଭୁବନଶ୍ଵର, (ସୁଶାନ୍ତ ସାହୁ) : ଗତକାଲି ଫୁଲବାଣୀ-ବୌଦ୍ଧ ସୀମାରେ ପୋଲିସ ଆଉ ମାଓବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇ ଗୁଳିବିନିମୟ ଯୋଗୁଁ ଦୁଇ ଜଣ ଯବାନ ଆହତ ହୋଇଥିଲେ । ଗୁରୁତର ଯବାନଙ୍କୁ ଭୁବନେଶ୍ୱର ଏୟାରଲିଫ୍ଟ କରାଯାଥିଲା । କୋରାପୁଟ-ମାଲକାନଗିରି ଗସ୍ତରେ ଯାଇଥିବା ପୋଲିସ ଡିଜି ଗସ୍ତ
Read More...

ଜିଲ୍ଲା ଯୁବ କୁଲୁତା ସମାଜ ପକ୍ଷରୁ ବୃକ୍ଷ ରୋପଣ ଓ ବ୍ଲକ କମିଟି ଗଠନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ହରିଶଙ୍କର ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଖପ୍ରାଖୋଲ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭାତ କୁମାର ସାହୁ, ଫରେଷ୍ଟ ରେଞ୍ଜର ଶ୍ରୀବଚ୍ଛ କୁମୁରା ସମ୍ମାନନୀୟ
Read More...

ଜନସଂଖ୍ୟା ଦିବସ ପାଳିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଛୋଟ ପରିବାର ସୁଖି ପରିବାର । ୧୯୯୨ ମସିହାରୁ ପ୍ରତିବର୍ଷ ଜୁଲାଇ ୧୧ ତାରିଖକୁ ଜନସଂଖ୍ୟା ଦିବସ ଭାବରେ ପାଳିତ ହୋଇ ଆସୁଛି । ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଡେଙ୍ଗଠାରେ ଜୁନିୟର ରେଡକ୍ରସ ୟୁନିଟ ତରଫରୁ ପ୍ରଧାନ ଶିକ୍ଷକ ବିଶ୍ୱନାଥ ମେହେରଙ୍କ
Read More...

ଲକ୍ଷେଘର ଗଣ୍ଡା ସମାଜର ମଙ୍ଗଳଭବନ ପରିସରରେ ବୃକ୍ଷ ରୋପଣ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ପରିବେଶକୁ ସବୁଜ ସୁନ୍ଦର କରିବା ପାଇଁ କଣ୍ଟାବାଞ୍ଜିସ୍ଥିତ ନୂଆପଡା ଲକ୍ଷେଘର ଗଣ୍ଡାସମାଜର ମଙ୍ଗଳଭବନ ପରିସରରେ ଆଜି ବୃକ୍ଷ ରୋପଣ କରାଯାଇଥିଲା । ଗଣ୍ଡା ସମାଜର ସଭାପତି ଦୁଃଖୀଶ୍ୟାମ ରାଏଙ୍କ ପ୍ରଚେଷ୍ଟାରେ ହୋଇଥିବା ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅତିଥି
Read More...

ସାମ୍ବାଦିକଙ୍କୁ ମାଡ ଓ ଗାଳିଗୁଲଜ ଘଟଣାରେ ବାଲି ମାଫିଆ ଗିରଫ

ରାୟଗଡା : ରାୟଗଡ଼ା ଜିଲ୍ଲା ଗୁଣୁପୁର ଓ ଏହାର ଆଖପାଖ ଅଞ୍ଚଳରେ ଦିନକୁ ଦିନ ବାଲି ମାଫିଆଙ୍କ ଦାଦାଗିରି ବଢ଼ିବା ସହ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ଫାଙ୍କି ବାଲି ଚୋରି କରୁଥିବା ସୂଚନା ମିଳିଛି । ଏହାକୁ ରୋକିବାକୁ କିଛି ସାମ୍ବାଦିକ ଖବର ପ୍ରସାରଣ କରିବା ସହ ବାଲି ମାଫିଆଙ୍କ ବିରୋଧରେ ଦୃଢ଼
Read More...

ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମଣ : ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୯

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ରିପୋଟରେ କୁହାଯାଇଛି । ବଲାଙ୍ଗିର ପୌରାଞ୍ଚଳରୁ ୪ଜଣ ଆକ୍ରାନ୍ତ ହୋଇଥିବା ବେଳେ ବେଲପଡା, ପୁଇଁନ୍ତଲା ଓ ସଇଁନ୍ତଲା ବ୍ଲକରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖପ୍ରାଖୋଲ
Read More...

ଜଙ୍ଗଲ ଭିତରେ ଦେଶୀ ରନ୍ଧା ମଦ ପ୍ରସ୍ତୁତ କରୁଥିବା ବେଳେ ଚଢାଉ

ଟିଟିଲାଗଡ, (ଗୌରବ ଦର୍ଜୀ) : ଜଙ୍ଗଲ ଭିତରେ ଚାଲିଛି ମଦ ପ୍ରସ୍ତୁତ । ବେଆଇନ ଭାବରେ ଚାଲିଛି ମଦ ତିଆରି । କେଉଁଠି ଇଟା ଭାଟି ପାଖରେ ତ ଆଉ କେଉଁଠି ଘଞ୍ଚ ଜଙ୍ଗଲ ଭିତରେ ଚାଲିଛି ମଦ ତିଆରି । ପାଖରେ ବସ୍ତା ବସ୍ତା ମହୁଲ ଫୁଲ ବି ରହିଛି । ପ୍ରସ୍ତୁତ ମଦକୁ ରଖିବା ପାଇଁ ଜାର, ଡ୍ରମ, ଡବା,
Read More...

କିନ୍ନରମାନଙ୍କ ସସମ୍ମାନେ ବଞ୍ଚିବାର ଅଧିକାର ରହିଛି : ନରସିଂହ

ଜୁହାର ପରିବାର ପକ୍ଷରୁ କିନ୍ନରଙ୍କୁ ସାହାୟତା ପ୍ରଦାନଚାକିରିରୁ ବାହାର କରାଯାଇଥିବା ନେଇ ଅଭିଯୋଗ କଲେ କିନ୍ନର ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମ୍ବିଧାନ କିନ୍ନରମାନଙ୍କୁ ମଧ୍ୟ ସସମ୍ମାନେ ବଞ୍ଚିବାର ଅଧିକାର ଦେଇଛି । ସରକାରଙ୍କ ବିଭିନ୍ନ ଯୋଜନା ସତ୍ୱେ କିନ୍ନରମାନେ ତାଙ୍କ ଅଧିକାର
Read More...