Daily Archives

ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଆର୍ଥିକ ଥଇଥାନ ଯୋଜନାରେ ଆର୍ଥିକ ସହାୟତା : ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଦିଆଗଲା…

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଆର୍ଥିକ ଥଇଥାନ ଯୋଜନାରେ ସାଧାରଣ ପ୍ରଶାସନ ବିଭାଗ, ଓଡିଶା ସରକାରଙ୍କ ଅନୁମୋଦିତ ଆର୍ଥିକ ସହାୟତା ରାଶି ଟ.୧୫,୦୦୦/(ପନ୍ଦର ହଜାର ମାତ୍ର )କୁ ଜିଲ୍ଲାପାଳ ସୁବର୍ଣ୍ଣପୁରଙ୍କ ଆଦେଶ ସଂଖ୍ୟା ୬୩୫୦ ତା ୦୨/୦୭/୨୧ରେ ହିତାଧିକାରୀ
Read More...

ବଲାଙ୍ଗିର ଜିଲ୍ଲାରେ ୨୨ ନୂଆ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ୨୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ଆଗଲପୁର ବ୍ଲକ ନୂଆଗାଁ ଓ ଝରନିପାଲି ଗ୍ରା.ପ.ରୁ ଜଣେ ଲେଖାଏଁ, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୪ରୁ ୪ ଜଣ, ୱାର୍ଡ ନଂ.୧୫ରୁ ୨ ଜଣ ଓ ୱାର୍ଡ
Read More...

ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ : ୫ ଦଫା ଦାବୀରେ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଜୁନ ୩୦ ସୁଦ୍ଧା ରାଜ୍ୟ ସରକାର ସମସ୍ତ ବକାୟା ଧାନ କିଣି ନେବା ପ୍ରତିଶୃତି ଦେବା ପରେ ମଧ୍ୟ ଜିଲ୍ଲାରେ ଶହ ଶହ ଚାଷୀଙ୍କ ଧାନ ପଡି ରହିଛି । ଧାନ କିଣାରେ ଏହି ଅବ୍ୟବସ୍ଥା ବିରୁଦ୍ଧରେ ଆଜି ଜିଲ୍ଲା
Read More...

ଆଦିବାସୀ ବୃଦ୍ଧାଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଦାବୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଳକର କରଡୁକୁପା ପଞ୍ଚାୟତର ଉପାନ୍ତ ଅଞ୍ଚଳ ଟକପଦର୍ ଗ୍ରାମରେ ଜଣେ ବୃଦ୍ଧା ଆଦିବାସୀ ମହିଳା ଋତୁଲୀ ମାଝୀଙ୍କ ଦୁଃଖ ବୁଝିବାକୁ କାହା ପାଖରେ ସମୟ ନାହିଁ । ଏହି ବୃଦ୍ଧା ମହିଳା
Read More...

ଏଣିକି କରୋନା ଟୀକା ନେଇପାରିବେ ଗର୍ଭବତୀ

ନୂଆଦିଲ୍ଲୀ : କରୋନା ଟୀକା ନେଇପାରିବେ ଗର୍ଭବତୀ ବୋଲି କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଜାରି ହୋଇଛି ନିର୍ଦ୍ଦେଶନାମା । ବିଭିନ୍ନ ଆଲୋଚନା ଓ ତର୍ଜମା ପରେ ଗର୍ଭବତୀଙ୍କ କରୋନା ଟୀକା ଦେବାକୁ ନିଷ୍ପତ୍ତି ନିଆଯାଇଛି । ମହାମାରୀରୁ
Read More...

କଣ୍ଟାବାଞ୍ଜି ବନାଞ୍ଚଳ ଆନୁକୂଲ୍ୟରେ ୭୨ତମ ବନ ମହୋତ୍ସବ ପାଳିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ବନଖଣ୍ଡର କଣ୍ଟାବାଞ୍ଜି ବନାଞ୍ଚଳ ଆନୁକୂଲ୍ୟରେ ଆଜି ୭୨ ତମ ବନ ମହୋତ୍ସବର ଦ୍ୱିତୀୟ ଦିନ ପାଳିତ ହୋଇଯାଇଛି । କଣ୍ଟାବାଞ୍ଜି ସ୍ଥିତ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ପରିସରରେ ରେଞ୍ଜର ଶ୍ରଦ୍ଧାଦେବ ବଡମାଳିଙ୍କ ନେତୃତ୍ୱରେ ଅତିଥି ଭାବରେ
Read More...

ବଲାଙ୍ଗିରରେ ‘ଅରୁନ୍ଧତୀ ଜ୍ୱେଲର୍ସ’ର ନୂତନ ଫ୍ଲାଗସିପ୍‌ ଗହଣା ସୋରୁମ୍‌ର ଶୁଭାରାମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶାର ପ୍ରମୂଖ ସୁନା ଗହଣା ବ୍ରାଣ୍ଡ ଅରୁନ୍ଧତୀ ଜ୍ୱେଲର୍ସ ତରଫରୁ ଆଜି ପୂର୍ବାହ୍ନ ଘ.୧୧.୩୦ମିରେ ବଲାଙ୍ଗିର ଠାରେ ତା'ର ନୂତନ ଓ ଅତ୍ୟାଧୁନିକ ଫ୍ଲାଗସିପ୍‌ ଗହଣା ସୋରୁମ୍‌ର ଶୁଭରାମ୍ଭ ଶ୍ରୀଯୁକ୍ତ ଗୌରାଙ୍ଗ ମେହେର ଏବଂ ଶ୍ରୀମତୀ ଲକ୍ଷ୍ମୀ ମେହେରଙ୍କ ଦ୍ୱାରା
Read More...

ବନମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ୭୨ତମ ବନମହୋତ୍ସବ

"ଗଛ ବଞ୍ଚିଲେ ଆମେ ବଂଚିବା" - ମହୋତ୍ସବ ଅବସରରେ ମୁଖ୍ୟ ଅତିଥି ମନ୍ତ୍ରୀଙ୍କ ଗୁରୁତ୍ୱାରୋପ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ତ୍ତଜଙ୍ଗଳ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସୁବର୍ଣ୍ଣପୁର ତରଫରୁ ଜିଲ୍ଲା ସ୍ତରୀୟ ୭୨ତମ ବନମହୋତ୍ସବ ସୋନପୁର ସହର ନିକଟସ୍ଥ ଝିଙ୍କିଠାରେ ଅନୁଷ୍ଠିତ
Read More...

ସୁବର୍ଣ୍ଣପୁର ଜିଲ୍ଳାପାଳଙ୍କ ସାଗରପାଲି ଗ୍ରସ୍ତ : ଅନଲାଇନ ବଜାର ବ୍ୟବସ୍ଥା ଓ ଦକ୍ଷତା ବୃଦ୍ଧିରେ ନୁଆ ନୁଆ ଡିଜାଇନକୁ…

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ, ସୋନପୁର ବ୍ଲକର ସାଗରପାଲି ଗ୍ରାମ ଗ୍ରସ୍ତରେ ଯାଇ ବୟନ ଶିଳ୍ପ ଓ ହସ୍ତତନ୍ତ ଶିଳ୍ପ ଦକ୍ଷ୍ୟତା ବୃଦ୍ଧି ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନାରେ ଯୋଗାଇ ଦିଆଯାଉଥିବା ବୟନ ନିମନ୍ତେ ଆବଶ୍ୟକ
Read More...

ବିଜେପି ପକ୍ଷରୁ ସହରାଂଚଳ, ପଞ୍ଚାୟତ ଏବଂ ସୀମା ସୁରକ୍ଷା କମିଟି ରାଜ୍ୟ ଅଧ୍ୟକ୍ଷ ଓ ସଂଯୋଜକଙ୍କ ନାମ ଘୋଷଣା

ସହରାଂଚଳ କମିଟି ରାଜ୍ୟ ଅଧ୍ୟକ୍ଷ ଭାବେ ପୂର୍ବତନ ମନ୍ତ୍ରୀ କେ.ଭି.ସିଂହଦେଓ ଓ ସଂଯୋଜକ ଭାବେ ଡ.କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଦାୟିତ୍ୱପଂଚାୟତ କମିଟି ରାଜ୍ୟ ଅଧ୍ୟକ୍ଷ ଭାବେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ସଂଯୋଜକ ଭାବେ ଶଙ୍କର ପରିଡ଼ାଙ୍କୁ ଦାୟିତ୍ୱସୀମା ସୁରକ୍ଷା କମିଟି ରାଜ୍ୟ
Read More...