Monthly Archives

June 2021

୩ଶହ କେଜି ୨୫୦ଗ୍ରାମ ଗଞ୍ଜେଇ ଜବତ ସହ ଡ୍ରାଇଭର ଗିରଫ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବପୁଆ ଜାତୀୟ ରାଜପଥରୁ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ବହୁ ପରିମାଣ ଗଞ୍ଜେଇ ଜବତ କରିଛି । ଏକ ଟ୍ରକ୍ ୩ଶହ କେଜି ୨୫୦ଗ୍ରାମ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ତାହା ଜବତ କରାଯାଇଛି । ଏ ସଂକ୍ରାନ୍ତରେ ବିହାର
Read More...

ଦିବଙ୍ଗତ ଯୁବ ସାମ୍ବାଦିକ ଦିପକଙ୍କ ବିୟୋଗରେ ପ୍ରଭାତ କ୍ଲବର ଶୋକସଭା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଓ କଣାସ ବ୍ଲକର ଯୁବ ସାମ୍ବାଦିକ ଦୀପକ ମିଶ୍ର(୩୭)ଙ୍କ ଅକାଳ ବିୟୋଗରେ ଆଜି ଡେଲାଙ୍ଗ ଷ୍ଟେସନ ବଜାରସ୍ଥିତ ପ୍ରଭାତ କ୍ଲବ ପକ୍ଷରୁ ଶୋକସଭା ପାଳିତ ହୋଇଯାଇଛି । କୋଭିଡ୍‌ ନୟମାନୁଯାଇ ଏଥିରେ କ୍ଲବର ସମସ୍ତ ସଦସ୍ୟ ଯୋଗଦେଇ ଦିବଙ୍ଗତ ଯୁବ
Read More...

ଅସହାୟଙ୍କ ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ଆଗଲପୁର, (କେପିଏନ୍‌ଏସ୍‌) : ଭରସୂଜା ଗ୍ରାମର ପୂର୍ଣ୍ଣଚନ୍ଦ୍ର ଭୋଇ (୭୦)ଙ୍କ ସ୍ତ୍ରୀ ଜାନକୀ ଭୋଇ(୬୫) ବହୁ ଦିନରୁ ରୋଗରେ ପୀଡିତ ଥିଲେ ଓ ୫ ଦିନ ପୂର୍ବରୁ ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲ ବଲାଙ୍ଗିରରେ ଭର୍ତି ହୋଇଥିଲେ । ଆଜି ଚିକିତ୍ସିତ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିଲା । ତାଙ୍କ
Read More...

ରାଜ୍ୟରେ ଗତ ୨୪ଘଣ୍ଟାରେ ୪୦ ଜଣ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୯୭୦କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୭ଜଣ ରହିଥିବା କଟକ, ବରଗଡ଼, ନୟାଗଡ଼ ଜିଲ୍ଲାରୁ ୫ଜଣ ଲେଖାଏଁ
Read More...

ଲିବେରେସନ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲିବେରେସନ ସଂଗଠନର ମୁଖ୍ୟ ଉପଦେଷ୍ଟା ଟୁନା ମିଶ୍ରଙ୍କ ଜନ୍ମ ଦିବସ ଉପଲକ୍ଷେ ଗତକାଲି ଏକ ରକ୍ତଦାନ ଶିବିର ଯାଦବ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସମୁଦାୟ ୨୭ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ସତ୍ୟନାରାୟଣ ହୋତା, ଇବରାହିମ୍‌
Read More...

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଉପରେ ମମତା ବାନାର୍ଜୀଙ୍କ ବଡ ଆକ୍ରମଣ : ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ଜଣେ ଦୁର୍ନୀତିଗ୍ରସ୍ତ…

କୋଲକାତା : ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମ୍ପର୍କକୁ ନେଇ ବିବାଦ ମଧ୍ୟରେ ସିଏମ ରାଜ୍ୟପାଳଙ୍କ ଉପରେ ଏକ ବଡ ଆକ୍ରମଣ କରିଛନ୍ତି । ସିଏମ ମମତା ବାନାର୍ଜୀ ଜଗଦୀପ ଧନଖଡ଼ଙ୍କୁ ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ବୋଲି କହିଛନ୍ତି ଏବଂ ତାଙ୍କର
Read More...

ରଥ ଖଳାରୁ ରଥ ନିର୍ମାଣ ଅଗ୍ରଗତି ସଂପର୍କରେ ସୂଚନା

ଭୁବନେଶ୍ୱର, (କେ. ସତ୍ୟନାରାୟଣ ରେଡ୍ଡୀ) : ରଥ ଖଳାରୁ ରଥ ନିର୍ମାଣ ଅଗ୍ରଗତି ମଙ୍ଗଳବାର ସକାଳ ସୁଦ୍ଧା ରଥ ନିର୍ମାଣ ଅଗ୍ରଗତି ଶୀର୍ଷ ଆଡକୁ ଗତି କରିଥିବା ବେଳେ ମୂଳ ବାରଣ୍ଡା, ଯାହାକି ରଥ ଉପରେ ଚଢ଼ି ବସୁଥିବା ସ୍ଥାନ ପରିସର ନିର୍ମାଣରେ ଅଗ୍ରଗତି ହୋଇଆସିଛି । ସୂଚନା ଅନୁସାରେ ମୋଟ
Read More...

ଭିନ୍ନ ଢ଼ଙ୍ଗରେ ଜନ୍ମଦିନ ପାଳିଲେ ଛାତ୍ରୀ ସିମ୍‌ରନ : ମୃତ୍ୟୁ ପରେ ନିଜ ଶରୀରକୁ ଦାନ ପାଇଁ ନିଷ୍ପତ୍ତି

କଣ୍ଟାବାଞ୍ଜି, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ୍ ଏବଂ ଡ଼ାକ୍ତରଖାନକୁ ଯାଇ କଣ୍ଟାବାଞ୍ଜି ୱାର୍ଡ ନଂ. ୩ରେ ରହୁଥିବା ସିମ୍‌ରନ କୌର ସଂଘା ନିଜ ଜନ୍ମ ଦିନକୁ ଭିନ୍ନ ଢ଼ଙ୍ଗରେ ପାଳନ କରିବାକୁ ନିଷ୍ପତ୍ତି ନେଇ ନିଜର ମୃତ୍ୟୁ ପରେ ନିଜ ଶରୀରକୁ ଦାନ କରିବା ପାଇଁ
Read More...

ଟ୍ୱିଟର ଭୁଲକୁ ସଂଶୋଧନ କଲା : ଜାମ୍ମୁ କାଶ୍ମୀରକୁ ଏକ ପୃଥକ ଦେଶ ଭାବରେ ଏବଂ ଲେହକୁ ଚାଇନାର ଏକ ଅଂଶ ଭାବରେ…

ନୂଆଦିଲ୍ଲୀ : ଭୁଲକୁ ସଂଶୋଧନ କରି ସୋସିଆଲ୍ ନେଟୱାର୍କିଂ ସାଇଟ୍ ଟ୍ୱିଟର ଜାମ୍ମୁ କାଶ୍ମୀରକୁ ଏକ ପୃଥକ ଦେଶ ଏବଂ ଲେହ-ଲଦାଖକୁ ଚାଇନାର ଅଂଶ ଭାବରେ ଦର୍ଶାଇଥିବା ମାନଚିତ୍ରକୁ ୱେବସାଇଟରୁ ହଟାଇ ଦେଇଛି । ବାସ୍ତବରେ ସୋମବାର ସକାଳେ ଏକ ମାନଚିତ୍ର ଟ୍ୱିଟର ୱେବସାଇଟରେ ଦେଖା ଦେଇଥିଲା,
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୨୬୦୪ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୬୦୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୩୧୬୧୯କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୧୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୧୨୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା
Read More...